ସାଂସଦଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌

ବଲାଙ୍ଗୀର : କିଛିଦିନ ତଳର ଏକ ଦୁର୍ଘଟଣା ମାମଲାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ନେଇ ବିବାଦ ବଢ଼ିଛି। ସାଂସଦଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୁତ୍ୟୁ ହୋଇଥିଲା। ସାଂସଦ କହିଥିଲେ, ସେ ଉକ୍ତ ଗାଡ଼ିରେ ନଥିଲେ। ଶୁକ୍ରବାର ଏକ ସାମ୍ବାଦିକ…

ଡିଏସ୍‌ପିରୁ ଅତିରିକ୍ତି ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇ ବଦଳି ହେଲେ ୭୮ ଅଧିକାରୀ

କଟକ : ଓଡ଼ିଶା ପୁଲିସରେ ବଡ଼ଧରଣର ପଦୋନ୍ନତି ଓ ବଦଳି କରାଯାଇଛି। ରାଜ୍ୟ ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ର ନିଷ୍ପତ୍ତି ମୁତାବକ, ରାଜ୍ୟ ଗୃହ ବିଭାଗ ବିଜ୍ଞପ୍ତି ନଂ-୨୩୯୮୭/ଏସପିଏସ୍‌ ବଳରେ ୭୮ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି…

ତଥାଗତ-ଟୋଲ୍‌ ପ୍ଲାଜା କର୍ମଚାରୀ କଥା କଟାକଟି

ପିପିଲି : ପିପିଲି ଟୋଲ୍‌ ପ୍ଲାଜା ପୁଣି ଚର୍ଚ୍ଚାକୁ ଆସିଛି। ଆଜି ପୂର୍ବତନ ସାଂସଦ ତଥା ‘ଧରିତ୍ରୀ’ର ସମ୍ପାଦକ ତଥାଗତ ଶତପଥୀ ପିପିଲି ଟୋଲ୍‌ ପ୍ଲାଜା ଅତିକ୍ରମ କରିବା ସମୟରେ ଟୋଲ୍‌ ବାବଦକୁ ୨ହଜାର ଟଙ୍କିଆ ନୋଟ ଦେବାକୁ ନେଇ ଅପ୍ରୀତିକର…

ରେଳ ଦୁର୍ଘଟଣାରେ ଦିଆଗଲାଣି ୨୪କୋଟି କ୍ଷତିପୂରଣ

ଭୁବନେଶ୍ବର : ବାଲେଶ୍ବର ବାହାନଗାଠାରେ ହୋଇଥିବା ରେଳ ଦୁର୍ଘଟଣାରେ ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିବା ଅନୁକମ୍ପା ସହାୟତା ରାଶି ପ୍ରଦାନ ଜାରି ରହିଛି। ଭୁବନେଶ୍ବରକୁ ଆସିଥିବା ମୃତଦେହ ମଧ୍ୟରୁ ବର୍ତ୍ତମାନସୁଦ୍ଧା ୧୦୭ଜଣଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଏଥିରେ ବିହାରର ୪୮,…

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ। କଟକ ଜିଲ୍ଲା ଆଠଗଡ଼ ବ୍ଳକ ଅନ୍ତର୍ଗତ ରାଧାକିଶୋରପୁର ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନର ଗୋଟିଏ ୱାଗନରେ ନିଆଁ ଲାଗି ଯାଇଥିଲା। ଆଠଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗତକାଲି ରାତି…

ଇଟା ଭାଟିରେ ଅଘଟଣ! ନିଆଁରେ ପୋଡି ହୋଇ ମହିଳା ଗୁରୁତର

ମୋହନା: ଗଜପତି ଅଡବା ଥାନା ଡେଙ୍ଗାସଖାଲ ପଞ୍ଚାୟତ ଅନ୍ତର୍ଗତ ରାଇଜୁକା ଗ୍ରାମରେ ଅଘଟଣ । ସ୍ୱାମୀ ଇଟା ଭାଟିରେ ନିଆଁ ଲଗାଉଥିବା ବେଳେ  ପୋଡ଼ି ହୋଇ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଜଣକ ହେଲେ ରାଇଜୁକା ଗାଁର ଆନନ୍ଦ…

ପ୍ରଚଣ୍ଡ ଶଦ୍ଦ କରି ଫାଟିଲା ରାସ୍ତା, ଭୟଭୀତ ହେଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ଫାଟିଲା ରାସ୍ତା । ପ୍ରଚଣ୍ଡ ଶଦ୍ଦ କରି ଫାଟିଲା ରାସ୍ତା । ଲୋକେ ଭୟଭୀତ । ସୁବର୍ଣ୍ଣପୁର ଜିଲ୍ଲା ଦୁର୍ଜନତୈଲା ପଞ୍ଚାୟତ ସାଗଜୁରୀ ଗାଁରେ ଏଭଳି ଘଟଣା ଦେଖବାକୁ ମିଳିଛି । ସାଗଜୁରୀ ଗାଁରେ ଅପରାହ୍ନରେ ହଠାତ୍‌ ଯୋରରେ ଶଦ୍ଦ ହେବା…

ରାଜଧାନୀରେ ସେଫ୍‌ ସେଫ୍‌ଟି ଡ୍ରାଇଭ୍‌ ଅଭିଯାନରେ ଚେକିଂ ଜୋରଦାର

ଭୁବନେଶ୍ୱର: ରାଜଧାନୀରେ ଜୋରଦାର ଚେକିଂ। ଗତକାଲି ରାତିସାରା ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଚେକିଂ କରାଯାଇଛି। ଝାରପଡ଼ା ଗୋଲେଇ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକିଜ୍‌ ଓ କଟକ ରୋଡ ଅଞ୍ଚଳରେ ନାଇଟ ବ୍ଲକିଂ ଓ ଚେକିଂ କରାଯାଇଥିଲା। ଅପରାଧୀ ମାନଙ୍କ ଉପରେ…

କୁରାଢ଼ୀ ବେଣ୍ଟର ପିଟିପିଟି ସ୍ତ୍ରୀକୁ ମାରିଲା ସ୍ବାମୀ

ସୋର: ଘରୋଇ କଳିରୁ କରୁଣ ପରିଣତି । ସ୍ତ୍ରୀକୁ କୁରାଢ଼ୀ ବେଣ୍ଟରେ ପିଟିପିଟି ହତ୍ୟାକଲା ସ୍ୱାମୀ। ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଂଚାୟତ ପାଇକପଡା ଗ୍ରାମର ସିଂହ ସାହିରେ ସ୍ୱାମୀ ରାମଚନ୍ଦ୍ର ସିଂ ଘରୋଇ କଳିକୁ ନେଇ ସ୍ତ୍ରୀ ଶର୍ମିଳା…

୪୦ ଡିଗ୍ରି ଉପରେ ୨୦ ସହରର ତାପାମାତ୍ରା, ଝାରସୁଗୁଡ଼ା ସର୍ବାଧିକ ୪୪.୮ ଡିଗ୍ରି

ଭୁବନେଶ୍ବର: ପ୍ରଚଣ୍ଡ ଖରା ସହିତ ଗୁଳୁଗୁଳିରେ ରାଜ୍ୟବାସୀ ଛଟପଟ ହେଉଛନ୍ତି। ଥଣ୍ଡା ପବନ ପାଇବାକୁ ବ୍ୟାକୁଳ ହେଉଥିଲେ ବି ଏହା ମିଳୁନାହିଁ। ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନରେ ବିଳମ୍ବ କାରଣରୁ ଏଭଳି ଅବସ୍ଥା ଦେଖାଯାଇଛି।…