ରେଳ ଦୁର୍ଘଟଣା ନେଇ ଜିଆରପି ଥାନାରେ ମାମଲା ରୁଜ୍ଜୁ
ବାଲେଶ୍ବର: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ଘଟଣାରେ ଜିଆରପି ଥାନାରେ ମାମଲା ରୁଜୁ। ଜୁନ ୩ ତାରିଖ କେସ ନମ୍ବର ୬୨ ଆଧାରରେ ମାମାଲା ରୁଜୁ କରିଛି ଜିଆରପି ପୋଲିସ। ଆଇପିସିର ଧାରା ୩୩୭,୩୩୮,୩୦୪(A), ୩୪ ସମେତ ରେଲୱେ ଆକ୍ଟ ୧୫୩/୧୫୪/୧୭୫ରେ…
ବାଲେଶ୍ବର: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ଘଟଣାରେ ଜିଆରପି ଥାନାରେ ମାମଲା ରୁଜୁ। ଜୁନ ୩ ତାରିଖ କେସ ନମ୍ବର ୬୨ ଆଧାରରେ ମାମାଲା ରୁଜୁ କରିଛି ଜିଆରପି ପୋଲିସ। ଆଇପିସିର ଧାରା ୩୩୭,୩୩୮,୩୦୪(A), ୩୪ ସମେତ ରେଲୱେ ଆକ୍ଟ ୧୫୩/୧୫୪/୧୭୫ରେ…
କଟକ: ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ଚିକିତ୍ସାରତ ଆହତଙ୍କୁ ଏସସିବିରେ ଭେଟିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସଠିକ ସମୟରେ ଚିକିତ୍ସା ଓ ଆହତମାନଙ୍କ ସହ ଆଲୋଚନା ପରେ ଏସସିବି ମେଡିକାଲର ସମସ୍ତ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଏତେ…
ଶୁକ୍ରବାର ରାତିରେ ବାଲେଶ୍ୱରର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ରେଲୱେ ସେଫ୍ଟି କମିଶନର ଶୈଳେସ କୁମାର ପାଠକ। ଷ୍ଟେସନ ସିଗନାଲ ରୁମ୍ ସହ କଣ୍ଟ୍ରୋଲ ରୁମ୍ ବୁଲି ଦେଖିବା…
ବରଗଡ଼: ବରଗଡ଼ ସମରଧରା ନିକଟସ୍ଥ ACC ରେଲୱେ ଟ୍ରାକରୁ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ମେଡାପାଲି ନିକଟରେ ଲାଇନଚ୍ୟୁତ ହୋଇଛି ଟ୍ରେନ । ବରଗଡ଼ ଜିଲା ଡୁଙ୍ଗୁରୀ ଚୁନପଥର ଖଣିରୁ ବରଗଡ଼ ଯାଉଥିବା ଚୂନ ପଥର ମାଲବାହି ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ…
ଯାଜପୁର: ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା । ଜଣେ ମୃତ, ୨ ଗୁରୁତର । ଯାଜପୁର ଥାନା ଯୋଡିକୂଅ ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ଏସ୍. କେ. ମୋତି । ଗୁରୁତର ଦୁଇ ଯୁବକ ହେଲେ…
ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାବୁକ ହୋଇଛନ୍ତି। ରେଳମନ୍ତ୍ରୀ ଦୁର୍ଘଟଣା ପ୍ରଭାବିତ ଟ୍ରାକ୍ର ପୁନରୁଦ୍ଧାର ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବାବେଳେ ଭାବପ୍ରବଣ ହୋଇଯାଇଥିଲେ। ତାଙ୍କ ଗଳା ରୁନ୍ଧି ହୋଇଯାଇଥିଲା। ଏହି…
ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କର ଶବ ସହିତ ସମ୍ପର୍କୀୟଙ୍କ ପରିବହନ ପାଇଁ ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀରେ ୫୮ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ଏଥିରେ ବିନା ମୂଲ୍ୟରେ ଏବଂ ଅନ୍ତିମ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ମୃତକଙ୍କର ଶବ…
ଓଡ଼ିଶା ଟ୍ରେନ୍ ଦୁର୍ଘଟଣାକୁ ନେଇ ଅନେକ ଯନ୍ତ୍ରଣାଦାୟକ କାହାଣୀ ସାମ୍ନାକୁ ଆସୁଛି। କାହାର ସମ୍ପୂର୍ଣ୍ଣ ପରିବାର ଧ୍ୱଂସ ହୋଇଯାଇଛି ତ କାହାର ମୁଣ୍ଡ ଉପରୁ ମାତାପିତାଙ୍କ ଛାୟା ଉଠିଯାଇଛି। ଅନେକ ନିରୀହ ଅନାଥ ହୋଇଯାଇଛନ୍ତି। ଦୁର୍ଘଟଣାରେ ଏମିତି ବି କିଛି ଲୋକ…
ବ୍ରହ୍ମଗିରି: ମହାବାହୁ ସ୍ନାନ ବେଦୀରେ ୧୦୮ ଗଡୁ ପାଣିରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି। ଭକ୍ତ ଶ୍ରୀମନ୍ଦିରରେ ପଟି ଦିଅଁଙ୍କୁ ଦର୍ଶନ କରୁଛନ୍ତି। ମହାବାହୁଙ୍କ ଅଦର୍ଶନରେ ଆଜି ସକାଳୁ ବ୍ରହ୍ମଗିରିରେ ଅଲାରନାଥଙ୍କ ଅଣସର ଦର୍ଶନ…
ଓଡିଶା ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ରେଳ ଦୁର୍ଘଟଣା ପୁରା ଦେଶକୁ ସ୍ତବ୍ଧ କରି ଦେଇଛି । ଏହି ଦୁର୍ଘଟଣାକୁ ନେଇ ଏବେ ବି…