ଦୁର୍ଘଟଣା ପ୍ରଭାବିତ ଯାତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଧରି ଚେନ୍ନାଇରୁ ଆସୁଛି ସ୍ୱତନ୍ତ୍ର ଟ୍ରେନ
ଓଡ଼ିଶା ଇତିହାସରେ ସର୍ବବୃହତ୍ ତଥା ଭୟାବହ ଟ୍ରେନ ଦୁର୍ଘଟଣାକୁ ନେଇ ସମଗ୍ର ବିଶ୍ୱ ସମବେଦନା ବ୍ୟକ୍ତ କରିଛି । ଗତକାଲି ସନ୍ଧ୍ୟା ୭ଟାରେ ଟ୍ରେନ ଦୁର୍ଘଟଣା ପରଠୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜୋରସୋରରେ ଜାରି ରହିଥିବାବେଳେ ଆଜି ଦୁର୍ଘଟଣାରେ ପ୍ରଭାବିତ…
