State

କଟକ ଏସସିବିରୁ ଶାଢି ପିନ୍ଧି ବିଚାରାଧିନ କଏଦୀ ଚମ୍ପଟ

କଟକ : କଟକ ଏସସିବିରୁ ଶାଢି ପିନ୍ଧି ଚମ୍ପଟ ମାରିଲା ବିଚାରାଧିନ କଏଦୀ । ବାଥ ରୁମ ଯିବା ବାହାନାରେ ଛୁ ମାରିଲା । ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଚୌଦ୍ୱାର ଜେଲ କର୍ତ୍ତୃପକ୍ଷ । ଚମ୍‌ମ୍ପଟ ମାରିଥିବା…

ସନ୍ଦେହଜନକ ଅବସ୍ଥାରେ ମାଈ ହାତୀର ମୃତଦେହ ଠାବ

ଢେଙ୍କାନାଳ: ପୁଣି ହାତୀ ମୃତ। ସନ୍ଦେହଜନକ ଅବସ୍ଥାରେ ମାଈ ହାତୀର ମୃତଦେହ ଠାବ ହୋଇଛି। ଢେଙ୍କାନାଳ ସଦର ରେଞ୍ଜ ବୋରାପଦା ଖମାର ଗାଁରେ ଥିବା ଏକ ଫାର୍ମ ହାଉସ୍‌ ପରିସରରୁ ମୃତଦେହ ଠାବ ହୋଇଛି। ବିଦ୍ୟୁତ୍‌ ତାର ସଂଶ୍ପର୍ସରେ ଆସି ମାଇ…

ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲର ୮୫ ପ୍ରତିଶତ କାମ ଶେଷ, ଜୁଲାଇ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ୫-ଟି ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ୫-ଟି ଉପକ୍ରମରେ ବରମୁଣ୍ଡା ବସ୍‌ ଟର୍ମିନାଲର ହେଉଛି ରୂପାନ୍ତର । ଏହି କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଅପରାହ୍ନରେ ସ୍ଥାନୀୟ ବରମୁଣ୍ଡା ସ୍ଥିତ ନିର୍ମାଣଧୀନ…

ପ୍ରତାପ ସାମଲଙ୍କ ୧୧ କୋଟି ଟଙ୍କାର ସଂପତ୍ତି ଆଟାଚ୍‌ କଲା ଇଡି

ଓଡ଼ିଶା ପୁଲିସ ଗୃହ ନିର୍ମାଣ ନିଗମ ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଙ୍କ ୧୧ କୋଟି ଟଙ୍କାର ସଂପତ୍ତି ଆଟାଚ୍‌ କଲା ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ୧୧ କୋଟି ୩୫ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଆଟାଚ୍‌ କରିଛି…

ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ: ନିଖୋଜ ଯୁକ୍ତ ୨ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲି ଗ୍ରାମ ନିକଟ ସମୁଦ୍ରରେ ଗାଧୋଇବା ବେଳେ ଆଜି ସକାଳ ୬ଟାରେ ବୁଡ଼ିଯିବା ଘଟଣାରେ ନିଖୋଜ ଛାତ୍ରୀଙ୍କ ମୃତଦେହ ସନ୍ଧ୍ୟାରେ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ ପ୍ରଜ୍ଞାରାଣୀ ତ୍ରିପାଠୀ। ଦୀର୍ଘ…

ଆସନ୍ତାକାଲି ଦିନ ୧୧ଟାରେ ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ର ପରୀକ୍ଷା ଫଳ ଜୁନ୍‌ ୨ ତାରିଖ (ଶୁକ୍ରବାର) ପୂର୍ବାହ୍‌ଣ ୧୧ଟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ‘ଓଜେଇଇ’ର ୱେବ୍‌ସାଇଟ୍‌ରୁ ଏହି ଫଳାଫଳ ଜାଣିପାରିବେ। ସୂଚନାଯୋଗ୍ୟ, ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଏମ୍‌ବିଏ,…

ୟୁଜିସି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେଲେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର କ୍ଷୀତି ଭୂଷଣ ଦାସ

ଭୁବନେଶ୍ବର: ଉଚ୍ଚଶିକ୍ଷାର ଗୁଣବତ୍ତା ସୁଦୃଢ଼ କରିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓଡ଼ିଶାର ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସଙ୍କୁ ଏକ ଉଚ୍ଚସ୍ତରୀୟ…

ଶେଷ ପର୍ଯ୍ୟାୟରେ ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି

ପୁରୀ : ଜୁନ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପରୁ ଗଜବେଶରେ ଦର୍ଶନ ଦେବେ ଶ୍ରୀଜିଉ। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାପାଇଁ ପ୍ରତିବର୍ଷ ଭଳି ଚଳିତବର୍ଷ ବି ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଭିଡ଼ ଲାଗିବ। ଏହାପୂର୍ବରୁ ଦର୍ଶନ ବ୍ୟବସ୍ଥାକୁ…

ନିଶା ବିକିଲେ ରାଜଧାନୀରୁ ତଡ଼ିପାର ହେବେ ବେପାରୀ

ଭୁବନେଶ୍ବର: ନିଶା କାରବାର ବିରୋଧରେ କମିଶନରେଟ ପୋଲିସର ଜିରୋ ଟଲରାନ୍ସ। ରାଜଧାନୀରେ ରହିପାରିବେନି ନିଶା ବେପାରୀ। ନିଶା ବିକିଲେ ୬ ମାସ ପାଇଁ ହେବେ ତଡିପାର। ପ୍ରଥମ ଥର ନିଶା ବେପାରିକୁ କରାଗଲା ତଡିପାର। ପୂର୍ବରୁ ପେଶାଦାର ଅପରାଧୀଙ୍କୁ ତଡିପାର କରାଯାଉଥିଲା…

ପାୱାର କଟ ନୁହେଁ ଯାନ୍ତ୍ରିକ ତ୍ରୁଟି ଯୋଗୁ କଟୁଛି ବିଜୁଳି: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର: ପାୱାର କଟ ନୁହେଁ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଜୁଳି କାଟ ହେଉଛି। ପାୱାରକଟ ଶବ୍ଦ ବ୍ୟବହାର କରିବା ଭୁଲ। ପାୱାର କଟ ଅର୍ଥ ଆମ ପାଖରେ ଆବଶ୍ୟକତା ଠାରୁ କମ ପାୱାର ଅଛି। ଲୋକଙ୍କୁ ଦେଲା ବେଳେ କାଟିକି ଦେବାକୁ…