State

ଶେରଗଡ଼ରୁ-ପୁରୀକୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ଶେରଗଡ଼: ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ରୁ ଗଡିଲା ପ୍ରଥମ ଏସି ବସ୍ ‘ଜଗନ୍ନାଥ ଏକ୍ସପ୍ରେସ୍‌’ ଗଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ…

କଟକ ବକ୍ସଡ୍ରେନ୍‌ରେ ନାବାଳିକା ମୃତ୍ୟୁ: ସିଏମ୍‌ସିର ୨ ସହକାରୀ ଯନ୍ତ୍ରୀ ସସ୍‌ପେଣ୍ଡ

ଭୁବନେଶ୍ବର/କଟକ: କଟକ ମହାନଗର ନିଗମ ଅଧିନ କେଶରପୁର ଗହ୍ମାଡିଆ ନିକଟରେ ନିର୍ମାଣାଧୀନ ବକ୍ସ ଡ୍ରେନ କାମରେ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ବ୍ୟବହାର ହେଉଥିବା ପାଇପ ତଳେ ଚାପି ‌ହୋଇ ମଙ୍ଗଳବାର ଅପରାହ୍‌ଣରେ ନାବାଳିକା ମୃତ୍ୟୁ ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ…

କୁଖ୍ୟାତ ଅପରାଧୀ ଚକ୍ରଧର ସାହୁକୁ ତଡ଼ିପାର କଲା କମିସନରେଟ୍‌ ପୁଲିସ୍‌

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର କୁଖ୍ୟାତ ଅପରାଧୀ ଚକ୍ରଧର ସାହୁକୁ କମିସନରେଟ୍‌ ପୁଲିସ ତଡ଼ିପାର କରିଛି। ଚନ୍ଦ୍ରଶେଖରପୁର ଥାନା ଭୋଇସାହିର ଅପରାଧୀ ଚକ୍ରଧରକୁ କମିସନରେଟ୍‌ ପୁଲିସ ପକ୍ଷରୁ ୬ ମାସ ପାଇଁ ତଡ଼ିପାର ନୋଟିସ୍‌ କରାଯାଇଛି। ଏଥି ସହିତ ପୁଲିସ ପକ୍ଷରୁ ଓଡ଼ିଶା…

ପୁଅ ଦେଲେ ସାକ୍ଷୀ, ହତ୍ୟାକାରୀ ମଦୁଆ ବାପାକୁ ହେଲା ଜେଲ୍‌

କୋର୍ଟରେ ସାକ୍ଷୀ ଦେଲେ ପୁଅ। ଆଉ ବିଚାରପତିଙ୍କ ଆଗରେ ମଦୁଆ ବାପାର ବୀଭତ୍ସ ଓ କୁତ୍ସିତ ଚରିତ୍ର ବର୍ଣ୍ଣନା କରିଥିଲେ। ସେ ଦିନ ନିଜ ଆଖିରେ ଯାହା ଦେଖିଥିଲେ, ଟିକିନିଖି କଥା ଅବଗତ କରାଇଥିଲେ। ଆଉ ତା’ପରେ ରାୟ ଶୁଣାଇଲେ ବିଚାରପତି।…

ଦାୟିତ୍ବ ନିର୍ବାହ ସମୟରେ ମୃତ୍ୟୁ କ୍ଷେତ୍ରରେ ମିଳିବ ୧୦ ଲକ୍ଷ ଟଙ୍କା

ଭୁବନେଶ୍ବର: ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଦାୟିତ୍ବ ପାଳନ ସମୟରେ ସରକାରୀ କର୍ମଚାରୀମାନଙ୍କ ମୃତ୍ୟୁ ଘଟିଲେ ସେ…

ଆସନ୍ତା ଶିକ୍ଷା ବର୍ଷ ଠାରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡ଼ା ବିଷୟବସ୍ତୁ: କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ଶିକ୍ଷା ବର୍ଷ (୨୦୨୪-୨୫)ରୁ ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡା ବିଷୟବସ୍ତୁ ସ୍ଥାନ ପାଇବ। ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ। କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି। କ୍ରୀଡ଼ା ମନ୍ତ୍ରୀ ଶ୍ରୀ ବେହେରା…

ଭୁବନେଶ୍ୱର ମୈତ୍ରୀ ବିହାରରେ ପୁଣି ହାତୀ ଆତଙ୍କ

ଭୁବନେଶ୍ୱର: ରାଜଧାନୀରେ ରାତିରେ ବୁଲୁଛି ହାତୀ । ଭୁବନେଶ୍ୱର ମୈତ୍ରୀ ବିହାରରେ ପୁଣି ହାତୀ ଆତଙ୍କ । ମେନ୍‌ ରୋଡ଼ ଉପରେ ବୁଲିଲା ହାତୀ । ହାତୀକୁ ଦେଖି ଲୋକେ ଛାନିଆ । ମୈତ୍ରୀ ବିହାରର ନୂଆ ରାସ୍ତାରେ ଦେଖିବାକୁ ମିଳିଲା…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବଣ୍ଡା ଜନଜାତିର ମେଧାବୀ ଛାତ୍ରୀ କରମାଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା

ମେଧାବୀଙ୍କ ପାଦରେ ବେଡ଼ି ପକାଇ ପାରିବନି ଅଭାବ । ଆଉ ମୂଲ ଲାଗିବେନି ବଣ୍ଡା ଜନଜାତିର ମେଧାବୀ ଛାତ୍ରୀ କରମା ମୁଦୁଲି । ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶ ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କରମାଙ୍କୁ ୩୦ ହଜାର…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବରିଷ୍ଠ ସହାୟକ

ନୂଆପଡା: ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ । ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ସଞ୍ଜୟ ବାଗଙ୍କ ଘରେ ରେଡ୍‌ କରୁଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଗତ…

ପଥର ଖାଦାନରେ ଦୁର୍ଘଟଣା: ମାଟି ଅତଡା ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ

ଯାଜପୁର : ବେଆଇନ କଳାପଥର ଖାଦାନରୁ ଖସି ପଡି ୨ଜଣ ଶ୍ରମିକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଲୁଣିବର କଳାପଥର ଖାଦାନରେ। ଆଜି ସକାଳେ ଖାଦାନରେ ମେସିନ ସାହାଯ୍ୟରେ କାମ କରୁଥିବା ବେଳେ…