State

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଯୁଯୁମୁରା: ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଗାଁ ନିକଟ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବରିଷ୍ଠ ନାଗରିକ ଜଣକ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ସେକ୍ସନ ବଡସାହିର ସେକ୍ସନ ଅନ୍ତର୍ଗତ ବାନ୍ଦେର୍…

ବାହାବେଦିରେ ବାଇକ୍‌ ଡିମାଣ୍ଡ କଲା ବର: ଥାନାରେ ଅଟକ

ବଲାଙ୍ଗୀର: ବଲାଙ୍ଗୀର ସହରର ଶ୍ରୀରାମନଗର ଏକ ବାହାଘରରେ ବେଦିରେ ବାଇକ ମାଗି ଏବେ ଥାନାରେ ଅଟକ ବର। ବାହା ଭାଙ୍ଗି ଥାନାର ଦ୍ୱାରସ୍ଥ ହେଲେ କନ୍ୟା ପିତା। ବେଦିରୁ ବରକୁ ଉଠାଇଆଣିଲା ଟାଉନ ପୁଲିସ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି…

ଶାଢ଼ିରେ ନିଆଁ ଲାଗି ମହିଳା ଗୁରୁତର

ଦେଓଗାଁ: ଆଜି ଥିଲା ପବିତ୍ର ସାବିତ୍ରୀ ବ୍ରତ। ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ମହିଳାମାନେ କରିଥିଲେ ଉପବାସ। ହେଲେ ବ୍ରତରେ ଜଳୁଥିବା ଜାଗର ନିଆଁ ଯୋଗୁଁ ଅଘଟଣ ଘଟିଛି। ଜାଗର ନିଆଁ ଶାଢ଼ିରେ ଲାଗିବାରୁ ଜଣେ ମହିଳା ଗୁରୁତର ହେବା ଭଳି…

ମାଟ୍ରିକ୍‌ ପରୀକ୍ଷାରେ ୫୧୯ ନମ୍ବର ରଖି ପାସ କରିଥିଲେ ଚନ୍ଦନ, ଆଜି ପାଣିରେ ବୁଡ଼ିଗଲେ

ଚରମ୍ପା: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାରେ ୫୧୯ ନମ୍ବର ରଖି ପାସ୍‌ କରିଥିବା ବାଳକ ସାଙ୍ଗମାନଙ୍କ ସହିତ ଖୁସିରେ ପୋଖରୀରେ ‌ଗାଧୋଇବା ବେଳେ ବୁଡ଼ିଯାଇଛି। ଭଦ୍ରକ ବ୍ଲକ ଅନ୍ତର୍ଗତ ଚରମ୍ପା ପଂଚାୟତର ଶ୍ରୀରାମପୁର ଗାଁରେ ଏଭଳି ଅଭାବନୀୟ…

ଦୁଇ ଦିନ ପରେ ଘରକୁ ଫେରିଲା ହଜିଲା ପୁଅ

ଭୁବନେଶ୍ବର: ମହାପ୍ରଭୁ ଡାକ ଶୁଣିଲେ । ଦୁଇ ଦିନ ପରେ ଘରକୁ ଫେରିଲା ହଜିଲା ପୁଅ । ପରିବାରର ଲୋକଙ୍କ ଖୁସି କହିଲେ ନସରେ । ମାଟ୍ରିକ ପରୀକ୍ଷାରେ କମ୍‌ ନମ୍ବର ରହିବ ଆଶଙ୍କାରେ ରେଜଲ୍ଟ ବାହାରିବା ପୂର୍ବରୁ ଘରୁ ପଳାଇଥିଲେ…

ମାଟ୍ରିକରେ ୫୪୦ ନମ୍ବର ରଖି A1 ଗ୍ରେଡ ପାଇଥିଲେ, ଆଜି କିନ୍ତୁ ଦୁର୍ଘଟଣାରେ ଆଖିବୁଜିଲେ

ମାଟ୍ରିକ ପରୀକ୍ଷାରେ A1 ଗ୍ରେଡ ପାଇଛନ୍ତି । ମୋଟ୍‌ ୬୦୦ରୁ ରଖିଛନ୍ତି ୫୪୦ ନମ୍ବର । ହେଲେ ବିଧିର ବିଧାନ ଏମିତି । କିନ୍ତୁ ରେଜଲ୍ଟ ଦେଖିବାକୁ ନାହାନ୍ତି ଅନୁଗୋଳର ସ୍ୱାତୀ ସୁଚରିତା ଜେନା । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ…

ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ: ଲାଗିବ ଦେଶଦ୍ରୋହ ଅପରାଧ ଦଫା

ଭୁବନେଶ୍ବର: ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ନେଇ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)କୁ ସାଂଘାତିକ ତଥ୍ୟ ମିଳିବା ପରେ ତନାଘନା ଚଳାଇଛି ଏସଟିଏଫ୍ । ଏହି ମାମଲାରେ ମାଷ୍ଟରମାଇଣ୍ଡ ପଠାଣୀ ସାମନ୍ତ ଲେଙ୍କା ବିରୋଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି…

ଝାରପଡା ଜେଲରେ ସାବିତ୍ରୀ ପାଳିଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ଝାରପଡା ଜେଲରେ ସାବିତ୍ରୀ ପାଳିଲେ ଲେଡ଼ି ବ୍ଲାକ ମେଲର ଅର୍ଚ୍ଚନା ନାଗ । ଜେଲ ଅନ୍ତେବାସୀଙ୍କ ସହ ଅର୍ଚ୍ଚନା ସାବିତ୍ରୀ ପାଳିଛନ୍ତି । ଗିରଫ ପରେ ଅର୍ଚ୍ଚନା ପ୍ରଥମ ଥର ପାଇଁ ସାବିତ୍ରୀ ପାଳିଛନ୍ତି । ହନିଟ୍ରାପ ଓ ବ୍ଲାକମେଲିଂ…

ବାଇକକୁ ଧକ୍କା ଦେଲା ବୋଲେରୋ, ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ

ନୂଆପଡା : ନୂଆପଡା ଜିଲ୍ଳା ପତୋରା ମୁଖ୍ୟ ରାସ୍ତାର ଭେରା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ବାଇକକୁ ବୋଲେରୋ ଗାଡି ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି ।…

ବୋଲେରୋ ଧକ୍କାରେ ଶଳା ଓ ଭିଣୋଇଙ୍କ ସମେତ ତିନି ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ବଲାଙ୍ଗୀର: ସାବିତ୍ରୀ ଅମାବାସ୍ୟାରେ ଅଘଟଣ। ବୋଲେରୋ ଧକ୍କାରେ ତିନିଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଭିତରେ ଅଛନ୍ତି ଦୁଇଜଣ ଶଳା-ଭିଣୋଇ। ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା-ଭରସୁଜା ରାସ୍ତାର କରକାଚିଆ ଛକ ଠାରେ। ସୂଚନା ଅନୁସାରେ ବାଇକ୍‌ ଚାଳକ ରାଜେଶ…