State

ମହାନଦୀରେ ବଢ଼ୁଛି ବନ୍ୟା ବିପଦ, ଜନସାଧାରଣଙ୍କ ସୁରକ୍ଷା ପାଇଁ କଟକ ଜିଲ୍ଲା ପ୍ରଶାସନର କଟକଣା

ବାରଙ୍ଗ : ରାଜ୍ୟରେ ଲଗାଣ ବର୍ଷାରେ ଉବୁଟୁବୁ ସମସ୍ତ ନଦୀ । ଏପଟେ ମହାନଦୀରେ ଜଳସ୍ତର ଅଧିକ ରହିଛି । ଆଜି ସକାଳ ୯ଟା ସୁଦ୍ଧା ୫ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟାଜଳ ମୁଣ୍ଡଳୀ ଦେଇ ପ୍ରବାହିତ ହେଉଛି। ମୁଣ୍ଡଳୀ…

ପଶ୍ଚିମ ଓଡ଼ିଶାରେ ଅତି ପ୍ରବଳ ବର୍ଷା ଆଶଙ୍କା, ୪ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର : ଉତ୍ତର ଓଡ଼ିଶା ଦେଇ ଆଗକୁ ବଢ଼ୁଛି ଗଭୀର ଅବପାତ । ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି…

ବନ୍ୟା ଜଳ ନିଷ୍କାସନ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝରରେ ବନ୍ୟା ଜଳ ନିଷ୍କାସନ କାର୍ଯ୍ୟ ଚାଲିଥିବା ବେଳେ ବୁଧବାର ଦିନ ଏକ ଦୁଃଖଦ ଘଟଣା ଘଟିଛି। ଡ୍ୟୁଟି ସମୟରେ ଦୁର୍ଘଟଣାବଶତଃ ଏକ ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ…

କୂଳ ଲଂଘୁଛି ସୁନା ନାଳ, ଗୋପୀ ସାହିର ୫୦ ପରିବାର ଜଳ ବନ୍ଦୀ

କୋଇଡ଼ା: ଲଗାଣ ବର୍ଷାରେ ବେହାଲ ହେଲାଣି ସୁନ୍ଦରଗଡ଼ ଜିଲ୍ଲା । କୋଇଡ଼ା ବ୍ଲକର ସୁନା ନାଳ କୂଳ ଲଂଘିଛି । ଫଳରେ ତିନି ଦିନ ହେଲା ପାଣି ଘେରରେ ରହିଛନ୍ତି ଗୋପୀ ସାହିର ପଚାଶ ପରିବାର। ନାଳରେ କୌଣସି ବ୍ରିଜ୍ ନଥିବା…

ବନ୍ୟା ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ : ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ପ୍ରଭାବିତ ଜିଲ୍ଲା ଗୁଡିକରେ ବନ୍ୟା ପରିସ୍ଥିତିକୁ ନେଇ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୬ ଜିଲ୍ଲା, ୪୪…

ପ୍ରବଳ ବର୍ଷା ନେଇ ହାଇଆଲର୍ଟ; ୧୦ ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ଏବଂ ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ବୁଧବାର ରାଜ୍ୟର ପ୍ରାୟ ୧୦ ଜିଲ୍ଲାରେ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ। ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ…

ଶ୍ରୀମନ୍ଦିରରେ ବନକଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୧୧ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜି ପାଳନ ହେବ ବନକଲାଗି ନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ବନକଲାଗି ନୀତି ପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ, ଅର୍ଥାତ୍ ପ୍ରାୟ ୫ ଘଣ୍ଟା…

ପ୍ରବଳ ବର୍ଷା ପାଇଁ ଯାଜପୁର ଜିଲ୍ଲାରେ ସ୍କୁଲ ବନ୍ଦ

ଯାଜପୁର: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଯାଜପୁର ପ୍ରଶାସନ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ସମେତ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କ ଦ୍ୱାରା ଜାରି ଏକ ନିର୍ଦ୍ଦେଶ ଅନୁଯାୟୀ, ୨୮…

ଲଗାଣ ବର୍ଷାରେ ପ୍ରଭାବିତ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ପରିସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟରେ ଅତ୍ୟଧିକ ବର୍ଷା ପ୍ରଭାବିତ ଜିଲ୍ଲା ଗୁଡିକରେ ଜଳସ୍ତର ବୃଦ୍ଧି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପ୍ରସ୍ତୁତି ସମୀକ୍ଷା କରାଯାଇଛି | ବିଭାଗର କମିଶନର-ତଥା-ଶାସନ ସଚିବ ଅସ୍ବତୀ ଏସ. ଆଜି ପ୍ରଭାବିତ ଜିଲ୍ଲାଗୁଡ଼ିକର ପ୍ରସ୍ତୁତି…

ଭିଜିଲାନ୍ସ ଜାଲରେ ପୂର୍ବତନ ଆରଆଇ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଢେଙ୍କାନାଳ ଜିଲା ପର୍ଜଙ୍ଗ ତହସିଲ ଅନ୍ତର୍ଗତ କନ୍ଦରସିଂହା ରାଜସ୍ୱ ସର୍କଲର ପୂର୍ବତନ ରାଜସ୍ୱ ପରିଦର୍ଶକ(ଆରଆଇ) ମାଳତୀ ଦେହୁରୀ। ଜମି ମ୍ୟୁଟେସନ୍ ରିପୋର୍ଟ ଦେବା ବଦଳରେ ଲାଞ୍ଚ ନେବା ଅଭିଯୋଗରେ ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଢେଙ୍କାନାଳ…