ତ୍ରିକୋଣୀୟ ପ୍ରେମକୁ ନେଇ ପ୍ରେମିକାର ମାମୁ ଓ ମା କୁ ହାଣିଲା ପ୍ରେମିକ
ବାଲେଶ୍ବର: ବାଲେଶ୍ବରରେ ଘଟିଛି ଅଘଟଣ । ତ୍ରିକୋଣୀୟ ପ୍ରେମକୁ ନେଇ ହଣାକଟା । ପ୍ରେମିକାର ମାମୁ ଓ ମା କୁ ହାଣିଲା ପ୍ରେମିକ । ବାଲେଶ୍ବର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଷ୍ଟେସନ ପରିସରରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା ।…
