State

ଆଉ ନିର୍ବାଚନ ଲଢ଼ିବିନି, ଯୁବ ପିଢ଼ିକୁ ବାଟ ଛାଡ଼ିବି: ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ

ସମ୍ବଲପୁର : ସମ୍ବଲପୁରରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ । ରୋଜଗାର ମେଳାରେ ଯୋଗ ଦେବା ପାଇଁ ପହଞ୍ଚିଛନ୍ତି ଜୁଏଲ ଓରାମ । ଏହି ଅବସରରେ ଜୁଏଲ କହିଥିଲେ ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ । ଯୁବ ପିଢ଼ିକୁ…

ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଉଚ୍ଚଶିକ୍ଷା‌ ବିଭାଗର ଯୋଜନା

ଭୁବନେଶ୍ବର: ଖୁବଶୀଘ୍ର ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ଛାତ୍ର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଜାରି ରହିଥିବା ବେଳେ ଏନେଇ ଏକ ତାରିଖ ସାମ୍ନାକୁ ଆସିଛି । କୁହାଯାଉଛି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଗାମୀ ସେପ୍ଟେମ୍ବର ୨୫ କିମ୍ବା…

ଚାକିରି ଦେବା ନାଁରେ ଠକେଇ, ନେଇଗଲେ ୧ଲକ୍ଷ ୫ ହଜାର ଟଙ୍କା

ବାଲେଶ୍ଵର : ବାଲେଶ୍ଵର ଫକୀରମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ୍ ରେ ଚାକିରି ଦେବା ନାଁରେ ଠକେଇ । ଚାକିରି କରାଇ ଦେବାକୁ କହି ୬୦ ହଜାର ଓ ଜାଲ ନିଯୁକ୍ତିପତ୍ର ଦେଇ ନେଇଗଲେ ୧ଲକ୍ଷ ୫ ହଜାର ଟଙ୍କା ।…

ବାଂଲାଦେଶୀ ସନ୍ଦେହରେ ଅଟକ ଥିବା ୧୦୧ ଜଣଙ୍କୁ ମୁକ୍ତ କଲା ଓଡିଶା

ଭୁବନେଶ୍ୱର: ବାଂଲାଦେଶୀ ନାଗରିକ ଏବଂ ରୋହିଙ୍ଗ୍ୟା ସନ୍ଦେହରେ ଝାରସୁଗୁଡା ଜିଲ୍ଲାର ହୋଲ୍ଡିଂ ସେଣ୍ଟରରେ ଅଟକ ଥିବା ଆଉ ୧୦୧ ଜଣ ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ମୁକ୍ତ କରିଛି। ସୋମବାର ଠାରୁ ୪୪୭ ଜଣଙ୍କୁ ବାଂଲାଦେଶୀ ସନ୍ଦେହରେ ପୋଲିସ ଗିରଫ କରିଥିଲା। ୩୦୨…

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ ଘଟିଛି ଅଘଟଣ । ମୃତ ଶ୍ରମିକଙ୍କ ମଧ୍ୟରେ ୨ ଜଣ…

ଗିରଫଦାରି ପଛରେ ବିଜେଡିର ଷଡ଼ଯନ୍ତ୍ର ରହିଛି: ଅର୍ଚ୍ଚନା ନାଗ

ଭୁବନେଶ୍ବର: ବିଜେଡି ବିରୋଧରେ ବିଷ ଓଗାଳିଲେ ଅର୍ଚ୍ଚନା ନାଗ । ତାଙ୍କ ଗିରଫଦାରି ପଛରେ ବଡ଼ ଷଡ଼ଯନ୍ତ୍ର ଥିଲା କହିଲେ ଅର୍ଚ୍ଚନା । ଏହି ସମୟରେ ସେ ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନାଙ୍କ ନାଁ ନେଇ ତାଙ୍କ ଉପରେ…

ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍

କଟକ : ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଡ୍ରାଇଭର୍ ମହାସଂଘର ଆନ୍ଦୋଳନ ଯୋଗୁ ବସ୍ ଚଳାଚଳ ବନ୍ଦ ଥିଲା। ହେଲେ ଚାରିଦିନ ହେଲା ଧର୍ମଘଟର…

ଶ୍ରୀଲିଙ୍ଗରାଜ ମନ୍ଦିରରରୁ ସେବାୟତ ଖସିପଡ଼ିବା ଘଟଣା: ଖୋର୍ଦ୍ଧା ଜିଲ୍ଲାପାଳ ଓ ଗୃହ ସଚିବଙ୍କୁ ଚିଠି

ଭୁବନେଶ୍ବର: ମହାଶିବରାତ୍ରିରେ ମହାଦୀପ ଉଠାଇବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରରରୁ ଜଣେ ସେବାୟତ ତଳେ ପଡି ଆହତ ହେବା ଘଟଣା । ଏହାକୁ ଅତି ଗୁରୁତର ସହ ନେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) । ଖୋର୍ଦ୍ଧା ଜିଲ୍ଲାପାଳ ଓ ଗୃହ ସଚିବଙ୍କୁ…

ସିଫାରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ, ୧୭ଟି ନୂତନ ଫିସରୀ କ୍ଲଷ୍ଟର ଉଦ୍‍ଘାଟନ କଲେ କେନ୍ଦ୍ରମନ୍ତ୍ରୀ

ପିପିଲି : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଠାରେ ଜାତୀୟ ମତ୍ସ୍ୟଚାଷୀ ଦିବସ ଗୁରୁବାର ସମାରୋହରେ ପାଳିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ…

ରାଖୀ ପୂର୍ଣ୍ଣିମା ଦିନ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା

ଭୁବନେଶ୍ବର: ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଏ ନେଇ ତାରିଖ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି। ସରକାରଙ୍କ ଘୋଷଣା ଅନୁସାରେ ରାଖୀ…