State

ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ୫ ରୋଗୀଙ୍କ ମୃତ୍ୟୁ: ଡିଏମଇଟି ପକ୍ଷରୁ ୫ ଜଣିଆ ଟିମ୍ ଗଠିତ, ଆସନ୍ତାକାଲି ରିପୋର୍ଟ ଦେବେ

କୋରାପୁଟ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭୁଲ ଇଞ୍ଜେକସନ୍ ଯୋଗୁ ୫ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଏମଇଟି । ଏଥିଲାଗି ୫ ଜଣିଆ ଟିମ୍ ଗଠନ କରାଯାଇଛି। ବ୍ରହ୍ମପୁରର ଏମକେସିଜିରୁ ୩…

ଟ୍ରାଫିକ୍ ପୋଷ୍ଟ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ସହରାଞ୍ଚଳର ଟ୍ରାଫିକ୍ ପୋଷ୍ଟ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବାକୁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି। ଏନେଇ ସେ ସବୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦…

ଭିଜିଲାନ୍ସ ରେଡ୍ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ବର: ଭିଜିଲାନ୍ସ ରେଡ୍ ନେଇ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତି ପାଇଁ ମୁଁ ନିଜେ ୯ ଜଣ ଜେଇଇ ଓ ବିଡ଼ିଓଙ୍କୁ ନିଳମ୍ବନ କରିଛି । ଆମକୁ କିଛି ଅଭିଯୋଗ ଆସିଥିଲା , ଏହା ପରେ ବିଭାଗ ତଦନ୍ତ ନିର୍ଦ୍ଦେଶ…

ପୁନର୍ବାର ଲେଖାଯିବ କଳିଙ୍ଗ ଯୁଦ୍ଧର ଇତିହାସ, ସର୍ବ ଭାରତୀୟସ୍ତରରେ ପହଞ୍ଚାଯିବ ଏହାକୁ : ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଆଙ୍କୁ ସମ୍ପର୍ପିତ ହେବ କଳିଙ୍ଗ ଯୁଦ୍ଧ ଇତିହାସ । ଇତିହାସର ସତ୍ୟତା ଏବଂ ଏହାର ରୁଚି ବୋଧତା ପାଠକଙ୍କ ପାଖେ ପହଞ୍ଚା ଯିବ । ଯାହାର ଦାୟିତ୍ବ ନେଇଛି ସାହିତ୍ୟ ଏକାଡେମୀ । ଯେଉଁ ଉତ୍ତର ପୀଢ଼ି ଆମ…

ଘାଟିରେ ଦୁର୍ଘଟଣା ରୋକିବ ଆଧୁନିକ ଜ୍ଞାନ କୌଶଳ; ପରୀକ୍ଷାମୂଳକ କାମ ଆରମ୍ଭ

ଘୁ.ଉଦୟଗିରି: ଓଡ଼ିଶାର ଦୀର୍ଘତମ ଏବଂ ବ୍ୟସ୍ତବହୁଳ କଳିଙ୍ଗା ଘାଟି ରାସ୍ତା ପ୍ରସସ୍ଥ ଥିଲେ ମଧ୍ଯ ନିୟମିତ ଦୁର୍ଘଟଣା ଘଟିବାରେ ଲାଗିଛି। ଏଥିରେ ବହୁ ଧନ ଜୀବନ ମଧ୍ୟ ନଷ୍ଟ ହେଉଛି। କଳିଙ୍ଗା ଘାଟିରେ ନିୟମିତ ଦୁର୍ଘଟଣାକୁ ନେଇ ପରିବହନ ଏବଂ ପୁଲିସ…

ଡିଜିଟାଲ୍‌ ଆରେଷ୍ଟକୁ ନେଇ ସତର୍କ ରହିବାକୁ କିହିଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ଭାରତୀୟ ଆଇନରେ ଡିଜିଟାଲ୍‌ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ। ଏନେଇ ‘ଏକ୍ସ’ ଯୋଗେ ସତର୍କ ରହିବାକୁ ସୂଚନା ଦେଇଛି ଓଡ଼ିଶା ପୋଲିସ। ଆଜିକା ଦିନରେ ସାଇବର ଅପରାଧିମାନେ ବିଭିନ୍ନ ଉପାୟରେ ଠକୁଛନ୍ତି। ତେଣୁ ସାଧାରଣ ଜନତା ସାବଧାନ ରହିବା…

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ୍ ଅଧିକାରୀ ଆଶିଷ ଠାକରେ

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ୍ ଅଧିକାରୀ ଆଶିଷ ଠାକରେ । ୨୦୧୧ ବ୍ୟାଚର ଏହି ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ସେ ଦିଲ୍ଲୀରେ ଭିନ୍ନକ୍ଷମ ଶସକ୍ତିକରଣ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଭାବେ କାମ କରିବେ । ଏନେଇ DOPT…

ଦେବଗଡ଼ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ୧୫ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ଦେବଗଡ଼ବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭେଟି। ବିକାଶର ମୁଖ୍ୟସ୍ରୋତରେ ଯୋଡ଼ି ହେବ ଦେବଗଡ଼ ଜିଲ୍ଲା। ଆଜି ଜିଲ୍ଲା ଗସ୍ତ କରି ପ୍ରାୟ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି…

ଏଣିକି ପ୍ରତ୍ୟେକ ଯାନବାହାନ ଯାଞ୍ଚ କରିପାରିବେ ଥାନା ପୋଲିସ, ବସ୍ ମାଲିକ ସଂଘ ଓ ଟ୍ରକ୍ ମାଲିକ ସଂଘ ପକ୍ଷରୁ ବିରୋଧ

ଭୁବନେଶ୍ୱର : ଏଣିକି ପ୍ରତ୍ୟେକ ଯାନବାହାନ ଯାଞ୍ଚ କରିପାରିବେ ଥାନା ପୋଲିସ। ଏମିତି ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଗତ ମେ ମାସ ୩୦ ତାରିଖରେ ଚିଠି ମାଧ୍ୟମରେ ଦେଇଛି ପରିବହନ ବିଭାଗ। ଏହି ପ୍ରସ୍ତାବକୁ ଆଜି ରାଜ୍ୟ ଘରୋଇ ବସ୍…

ରାଜ୍ୟରେ ଅନାଥ ଶିଶୁଙ୍କ ସର୍ଭେ କରିବେ ସରକାର

ଭୁବନେଶ୍ୱର: ରାଜ୍ୟରେ ଅନାଥ ଏବଂ ଏକକ ପିତାମାତା ଥିବା ପିଲାମାନଙ୍କର ଅଧିକାର ଏବଂ ମୌଳିକ ଆବଶ୍ୟକତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଏକ ସର୍ଭେ କରିବେ। ସରକାରୀ ସୂତ୍ର ଅନୁଯାୟୀ ମହିଳା ଏବଂ ଶିଶୁ ବିକାଶ ବିଭାଗ ଏହି ସମ୍ପର୍କରେ…