State

ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ, ୪୦୦ ଗାଡ଼ି ଜବତ

ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ, ୩୫୪ ଗାଡ଼ି ଜବତ । ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ପୋଲିସର ବଡ଼ ଆକ୍ସନ୍ । ରାତି ସାଢ଼େ ଗୋଟାଏ ସୁଦ୍ଧା ୧୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ…

ବିଲ ପାଣିରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ବଲାଙ୍ଗିର: ବିଲ ଭିତରେ ଥିବା ପାଣିରେ ପଡିଛି ମୁଣ୍ଡ ବିହୀନ ମୃତ ଦେହ। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଗାଁ’ ହାଇସ୍କୁଲ ନିକଟ ପାଣିଟାଙ୍କି ନିକଟରେ ଥିବା ବିଲ ପାଣିରେ ମୁଣ୍ଡବିହିନ ମୃତଦେହଟି ପଡ଼ିଥିବା ଦେଖିବାକୁମିଳିଥିଲା ମୃତଦେହକୁ ଦେଓଗାଁ ପୁଲିସ…

ଧୀରେ ଧୀରେ ସୁଧୁରୁଛି ବନ୍ୟା ସ୍ଥିତି, ଖସୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ସୁଧାରୁଛି ବନ୍ୟାସ୍ଥିତି। ବିଭିନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି। ବିଶେଷକରି ସୁବର୍ଣ୍ଣରେଖା ନଦୀରେ ମଧ୍ୟ ଜଳସ୍ତର ଧୀରେ ଧୀରେ ଖସୁଥିବା ସୂଚନା ଦେଇଛନ୍ତି ଏସ୍‌ଆର୍‌ସି। ତେବେ ବନ୍ୟା ଯୋଗୁଁ ରାଜ୍ୟର ୬ଟି ଜିଲ୍ଲାର ୩୪ଟି ବ୍ଲକ…

କଟିଲେ ୨୪.୩୩ ଲକ୍ଷ ଭୋଟର ! ସେପ୍ଟେମ୍ବର ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଞ୍ଜୀକରଣ ଓ ସଂଶୋଧନ ପାଇଁ ନିର୍ଦ୍ଧାରିତ ଦାବି ଓ ଆପତ୍ତି ଦାଖଲ ସମୟସୀମା ବୁଧବାର ସମାପ୍ତ ହୋଇଛି। ସେପ୍ଟେମ୍ବର ୧୭ ସୁଦ୍ଧା ନୋଟିସ୍‌ ପର୍ଯ୍ୟାୟ ସହ…

ଗ୍ରାମବାସୀ ପାଇବେ ସହରୀ ସୁବିଧା: ପଞ୍ଚାୟତରେ ହେବ ଆଦର୍ଶ ଖେଳ ପଡିଆ, ଆଦର୍ଶ କଲ୍ୟାଣ ମଣ୍ଡପ

ଭୁବନେଶ୍ୱର: ଗାଁରେ ମିଳିବ ସହରୀ ସୁବିଧା। ପଞ୍ଚାୟତରାଜ ବିଭାଗରେ ହୋଇଛି SOP। ଏନେଇ ସୂଚନା ଦେଲେ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ। ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ, ଆଦର୍ଶ କଲ୍ୟାଣ ମଣ୍ଡପ ରହିବ। ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ…

କଟକରେ CMCର ଚଢ଼ାଉ, ୭୦ କ୍ବିଣ୍ଟାଲ ନକଲି ପନିର ଜବତ

କଟକ: କଟକ ମ୍ୟୁନିସିପାଲ୍ କର୍ପୋରେସନ୍ (CMC) ର ସ୍ୱାସ୍ଥ୍ୟ ଅଧିକାରୀମାନେ ବୁଧବାର ଦିନ କଟକ ଲିଙ୍କ୍ ରୋଡ୍‌ରେ ପ୍ରାୟ ୧୭.୫ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୭୦୦୦ କିଲୋଗ୍ରାମ୍ ଭେଜାଲ୍ ପନିର ଜବତ କରିଛନ୍ତି। ଶ୍ରାବଣ ମାସରେ ପନିର ଏବଂ ଅନ୍ୟାନ୍ୟ…

ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଅଭିଯୋଗରେ ଫାଣ୍ଡି ଅଧିକାରୀ ନିଲମ୍ବିତ

ମୟୁରଭଞ୍ଜ: ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଅଭିଯୋଗରେ ଫାଣ୍ଡି ଅଧିକାରୀ ସସପେଣ୍ଡ । କାର୍ଯ୍ୟରେ ଅବହେଳା ଓ ନିଜ ଦାୟିତ୍ୱ ପାଳନରେ ଅବହେଳା ଅଭିଯୋଗରେ ମୟୂରଭଞ୍ଜ ମୋରଡା ଥାନା ଅଧୀନ ଚିତ୍ରଡା ଫାଣ୍ଡିରେ କାର୍ଯ୍ୟରତ ASI ଭୀମସେନ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଛି।…

ଇଟାଭାଟି କର୍ମଚାରୀଙ୍କୁ ଗୁଳିମାଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଇଟାଭାଟି କର୍ମଚାରୀଙ୍କୁ ଗୁଳିମାଡ଼ । କେନ୍ଦ୍ରାପଡ଼ା ସଦର ଥାନା ଅନୁଆପଡାଠାରେ ଥିବା ଇଟାଭାଟିରେ ଗୁଳିମାଡ କରି ଦୁର୍ବୃତ୍ତ ଫେରାର । ଗୁଳିମାଡ଼ରେ ଆହତ ହୋଇଛନ୍ତି ଗୌର ଚନ୍ଦ୍ର ରାଉତ । ଗୌରଚନ୍ଦ୍ରଙ୍କ ଡାହାଣ ଗୋଡ଼ରେ ବାଜିଛି ଗୁଳି ।…

ନିଶା ଚକୋଲେଟ୍ ଖୁଆଇ ୩ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ

ରାଇରଙ୍ଗପୁର : ନିଶା ଚକୋଲେଟ୍ ଖୁଆଇ ୩ ଛାତ୍ରୀଙ୍କୁ ଅପହରଣ ପାଇଁ ଉଦ୍ୟମ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳର ଏକ ସ୍କୁଲ ପରିସରରୁ ତିନି ଜଣ ପ୍ରାଥମିକ ସ୍କୁଲ ଛାତ୍ରୀଙ୍କୁ ନିଶା ଚକୋଲେଟ ଦେଇ ଅପହରଣ ପାଇଁ ଉଦ୍ୟମ…

ଓଡ଼ିଶାକୁ ରେଳବାଇର ବଡ଼ ଭେଟି; ୭,୨୨୧ କୋଟିର କ୍ୟାବିନେଟ୍‌ ମଞ୍ଜୁରୀ

ଭୁବନେଶ୍ବର:ରେଲୱେ କ୍ଷେତ୍ରରେ ଓଡ଼ିଶାକୁ ବଡ଼ ଭେଟି। ଓଡ଼ିଶାର ରେଲୱେ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। କଟକ-ପାରାଦୀପ ତୃତୀୟ ଓ ଚତୁର୍ଥ ଲାଇନ୍‌, ଭଦ୍ରକ-ହରିଦାସପୁର ଚତୁର୍ଥ ଲାଇନ୍‌ ଏବଂ ଖଡ଼ଗପୁର-ଭଦ୍ରକ (ରାଣୀତାଲ) ଚତୁର୍ଥ…