ପୁଅକୁ ମାରି ପୋତିଦେଲା ବାପା
ଅନୁଗୁଳ: ବାପା ସାଜିଲା ସୈତାନ । ପୁଅକୁ ମାରି ପୋତିଦେଲା ବାପା । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅର୍କୀଳ ଗାଁରେ ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି । ମୃତକ ହେଲେ ମୁରଲୀ ଧର ବେହେରାଙ୍କ ପୁଅ କୁଜା ବେହେରା ।…
ଅନୁଗୁଳ: ବାପା ସାଜିଲା ସୈତାନ । ପୁଅକୁ ମାରି ପୋତିଦେଲା ବାପା । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅର୍କୀଳ ଗାଁରେ ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି । ମୃତକ ହେଲେ ମୁରଲୀ ଧର ବେହେରାଙ୍କ ପୁଅ କୁଜା ବେହେରା ।…
ଭୁବନେଶ୍ୱର : ରାଜଧାନୀରେ ପୁଣି ଲଜ୍ଜା । ବୟଫ୍ରେଣ୍ଡ୍ ରୁମରେ ଗଲଫ୍ରେଣ୍ଡକୁ ଗଣଦୁଷ୍କର୍ମ । ଇଞ୍ଜିନିୟରିଂ ଛାତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ବର ଇନଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ ଘଟଣା ଘଟିଛି । ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କଲା…
ଯାଜପୁର: ଝୁଲି ପଡ଼ିଲେ ପ୍ରେମୀ ଯୁଗଳ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଶୁଶୁଆ ପଞ୍ଚାୟତ ଈଶ୍ୱରପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଇଶ୍ୱରପୁର ଗାଁର ସମୀର ମଲିକ ଓ ମହାନ୍ତି ପାଟଣା ଗାଁର ସୁରେଖା ମଲ୍ଲିକ…
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଵିୟୋଗ । କଣ୍ଟାବାଞ୍ଜି ସ୍ଥିତ ନିଜ ବାସ ଭବନ ଠାରେ ତାଙ୍କର ମୃତ୍ୟ ହୋଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୮ବୟସ ହୋଇଥିଲା । ଅନେକ ଦିନ ହେଲା ସେ ଅସୁସ୍ଥ ରହିଥିଲେ…
ମାଲକାନଗିରି: ମାଓ ଡ଼ମ୍ପରୁ ମିଳିଲା କୋଟିଏ ଟଙ୍କା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୋଲିସକୁ ସଫଳତା । ଆବୁଝମାଡ଼ ଜଙ୍ଗଲରୁ ମାଓଡମ୍ପ ଠାବ । କୋଟିଏ ଟଙ୍କା ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ…
ଭୁବନେଶ୍ଵର: କୋରାପୁଟବାସୀଙ୍କ ପାଇଁ ଖୁସି ଖବର। ଯାତୟାତ ପାଇଁ ସୁଗମ ହେବ ଟ୍ରେନ। ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍। ଏନେଇ ସୂଚନା ଦେଲେ ସିଏମ୍ଓ। ସପ୍ତାହରେ ୩ ଦିନ ଚାଲିବା ନେଇ ଜଣାପଡିଛି। ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍ ଚାଲିବା…
ମୟୂରଭଞ୍ଜ: ଯେସାକୁ ତେସା । ନିଶାରେ ନୃଶଂସ ହତ୍ୟା କଲା ଯୁବକ । ଅଭିଯୁକ୍ତକୁ ବାନ୍ଧି ନିର୍ଘାତ ମାଡ ମାରିଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅନ୍ତର୍ଗତ କୁଲୁଘୁଟୁ ଗାଁରେ ଘଟିଛି ଏହି ଘଟଣା । ଶାବଳରେ ଆକ୍ରମଣ…
ନୂଆପଡ଼ା : ଚାଷ ଜମିକୁ ଜଳ ଅଭାବରେ ରବି ଧାନ ଫସଲ ନଷ୍ଟ । ପ୍ରତିବାଦରେ ଡ୍ୟାମ ପାଣିରେ ବୁଡ଼ି ଜଳ ସତ୍ୟାଗ୍ରହ । ନୂଆପଡ଼ା ଜିଲ୍ଲା ପତୋରା ଡ୍ୟାମ ପାଣିରେ ବୁଡ଼ି ଜିଲ୍ଲା କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ । ନୂଆପଡ଼ା…
ଭୁବନେଶ୍ୱର : ଆସନ୍ତା ୧୪ ତାରିଖରେ ପୋଲିସ ମୁଖ୍ୟାଳୟ ଘେରାଉ କରିବ ବିଜେଡି । କଟକରେ ବିଜୁ ଜନତା ଦଳର ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ବୀଭତ୍ସ ହତ୍ୟା ଘଟଣାରୁ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ…
ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ନିତିନ ନବୀନ ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ । ଜଟଣୀରେ ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଉଦଘାଟନୀ ସହ…