ନଦୀରେ ଭାସିଗଲେ ୨ ଯୁବକ : ଜଣଙ୍କ ମୃତଦେହ ଉଦ୍ଧାର, ଆଉ ଜଣେ ନିଖୋଜ
ଭୁବନେଶ୍ୱର : ପୁଣି ନଦୀରେ ବୁଡି ଚାଲିଗଲା ଜୀବନ। କୁଆଖାଇ ନଦୀରେ ଭାସି ଯାଇଥିବା ୨ ଯୁବକଙ୍କ ମଧ୍ୟରୁ ମିଳିଲା ଜଣଙ୍କ ମୃତଦେହ। ମିଳିଥିବା ଖବର ଅନୁଯାୟୀ, ୪ ଜଣ ସାଙ୍ଗ ଗାଧୋଉଥିବା ବେଳେ ବାଲିଆନ୍ତା ସତ୍ୟଭାମାପୁର ପଞ୍ଚାୟତ ଇନ୍ଦ୍ରପାଳ ସାଇମନ୍ଦିର…