ଗଣେଶ ଭସାଣି ବେଳେ ଡିଜେ ଭାଇବ୍ରେସନରେ ଭୁଶୁଡ଼ିଲା ଛାତ ! ଜଣେ ମୃତ ଓ ୧୦ରୁ ଉର୍ଦ୍ଧ୍ବ ଗୁରୁତର
ଭୁବନେଶ୍ୱର: ଭୁବନେଶ୍ୱରର ଜଟଣୀରେ ଏକ ଗଣେଶ ମୂର୍ତ୍ତି ବିସର୍ଜନ ଉତ୍ସବ ଦୁଃଖଦରେ ପରିଣତ ହୋଇଛି । DJର ବିକଟାଳ ଶବ୍ଦରେ ଏକ କୋଠା ଛାତର କିଛି ଅଂଶ ଖସି ପଡ଼ିଥିଲା।ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ୯ ଜଣ ଆହତ…