ବିଜେଡିର ମିଶ୍ରଣ ପର୍ବ, ଶଙ୍ଖ ଧରିଲେ କଂଗ୍ରେସର ୨ ନେତା

ଭୁବନେଶ୍ଵର: କଂଗ୍ରେସ ଛାଡି ବିଜେଡିରେ ମିଶିଲେ କେନ୍ଦୁଝର ସଂସଦୀୟ କ୍ଷେତ୍ରର ୨ ନେତା । କେନ୍ଦୁଝର ସଂସଦୀୟ କ୍ଷେତ୍ରର ମୋହନ ହେମ୍ବ୍ରମ, କୈଳାସ ମହନ୍ତ ବିଜେଡିରେ ଯୋଗ ଦେଇଛନ୍ତି । ମୋହନ ହେମ୍ବ୍ରମ ୨୦୧୯ କଂଗ୍ରେସରୁ କେନ୍ଦୁଝର ସାଂସଦ ପ୍ରାର୍ଥୀ ଥିଲେ…

୧୨ରେ ପୁଣି ଓଡ଼ିଶା ଆସିବେ ଅମିତ ଶାହ, ୮ରେ ରାଜନାଥ ସିଂହ

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଣିଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ସିଂ ତୋମର୍। ଏଣେ ୮ ତାରିଖରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ…

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: ଆଜି ତଥା ରବିବାର ଦିନ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ରାତି ସାଢେ ୯ ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ ପ୍ରଧାନମନ୍ତ୍ରୀ ।ଭୁବନେଶ୍ୱରରେ ପହଞ୍ଚିବା ପରେ ମୋଦୀଙ୍କୁ ବିଜେପି ପକ୍ଷରୁ ଦିଆଯିବ ଭବ୍ୟ ସ୍ୱାଗତ…

ଘସିପୁରାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଚଳିତ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ। ଏହି ନିର୍ବାଚନରେ ସେ କୌଣସି ଦଳୀୟ ଟିକେଟ୍‌ରେ ନିର୍ବାଚନ ନଲଢ଼ି ସ୍ବାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଘସିପୁରାରେ ଏକ ବିଶାଳ…

ବରଗଡରେ ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ନନ୍ଦନ ମହାନନ୍ଦ

ବରଗଡ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଅଷ୍ଟମ ତଥା ଶେଷ ଦିନ । ଶେଷ ଦିନରେ ବରଗଡ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ନିପନ ଦାସ ତାଙ୍କର ନାମାଙ୍କନ ପତ୍ର ଦାଖଲ…

ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ଖାରବେଳ ସ୍ୱାଇଁ

ଭୁବନେଶ୍ୱର: ବାଲେଶ୍ୱର ଲୋକସଭା ଆସନରୁ ସ୍ୱାଧୀନ ଭାବେ ଲଢିବେ ଖାରବେଳ ସ୍ୱାଇଁ । ଏନେଇ ଆଜି ଘୋଷଣା କରିଛନ୍ତି ଖାରବେଳ । ଚଳିତ ନିର୍ବାଚନରେ ସେ ବାଲେଶ୍ବର ଆସନରୁ ବିଜେପି ଟିକେଟ୍ ପାଇଁ ଆଶାୟୀ ଥିବାବେଳେ, ହେଲେ ଦଳ ତାଙ୍କ ବଦଳରେ…

ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ

ଆସନ୍ତା ୯ ତାରିଖରେ କନ୍ଧମାଳ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଫୁଲବାଣୀ ଠାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା…

ଭଞ୍ଜନଗରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜୋରଦାର ପ୍ରଚାର

ଭଞ୍ଜନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି । ସେମାନେ କେବଳ ଅପପ୍ରଚାରରେ ମାତିଛନ୍ତି । ମିଶନ ଶକ୍ତି ଓ ବିଏସକେୱାଇ ଭଳି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ସେମାନଙ୍କ ବିକାଶକୁ ବିରୋଧ…

କାଲି ଓଡିଶା ଆସୁଛନ୍ତି ଜୟଶଙ୍କର, ୫ରେ ନଡ୍ଡାଙ୍କ ଗସ୍ତ

ଭୁବେନଶ୍ବର: ୨୪ ନିର୍ବାଚନ ପାଇଁ ଏବେ ସରଗରମ ପ୍ରଚାର ମଇଦାନ । ନିଜ ନିଜ ଦଳ ପାଇଁ କସରତ କରି ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେଉଛନ୍ତି ବିଭିନ୍ନ ନେତା। ଯାହାକୁ ନେଇ ଆସନ୍ତା କାଲି ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି…

ବିଜେଡିରେ ସାମିଲ ହେଲେ ଓଡିଆ ଅଭିନେତ୍ରୀ ଜିନା ସାମଲ୍

ଭୁବନେଶ୍ଵର: ବିଜେଡିରେ ସାମିଲ ହେଲେ ଓଡିଆ ଅଭିନେତ୍ରୀ ଜିନା ସାମଲ୍ । ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡି ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ଜିନା…