ବିଜେପି କରିଛି ବିଶ୍ବାସଘାତକତା: ଟିକେଟ ନପାଇ ବର୍ଷିଲେ ବୁଧାନ ମୁର୍ମୁ

ଭୁବ‌ନେଶ୍ବର: ବିଜେପି ପକ୍ଷରୁ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ସେଥିମଧ୍ୟରୁ ସାରସକଣାରୁ ଭାଦବ ହାଁସଦାଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯାଇଛି। ଫଳରେ ଏହି ବିଧାନସଭା ଆସନର ସିଟିଂ ବିଧାୟକ ବୁଧାନ ମୁର୍ମୁ ବିଜେପିର ଏଭଳି ପଦକ୍ଷେପ ନେଇ…

ବିଧାନସଭା ନିର୍ବାଚନ ପାଇଁ ବିଜେପି ର ଆଉ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା

ଭୁବନେଶ୍ଵର: ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା । ପୂର୍ବରୁ ୧୧୨ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ ଆଜି ଆଉ ୨୧ଟି ବିଧାନସଭା ପାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ବର୍ତ୍ତମାନ ସୁଦ୍ଧା ୧୩୩ ବିଧାନସଭା…

ମୋଦିଙ୍କ ଗ୍ୟାରେଂଟି” ପ୍ରସଙ୍ଗରେ ସର୍ବାଧିକ ଲାଭାନ୍ୱିତ ହେବ ଓଡିଶା: ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର: ୨୦୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶୃତି ପୂରଣ କରାଯାଇଛି । ଏହା ପରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ…

ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ

ଭୁବନେଶ୍ୱର: ଯେତିକି ଯେତିକି ନିର୍ବାଚନ ପାଖେଇ ଆସୁଛି ସେତିକି ସେତିକି ରାଜ୍ୟରାଜନୀତି ସରଗରମ ହେବାରେ ଲାଗିଛି । ଆଉ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି । ସେହିପରି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ…

କଂଗ୍ରେସ ଦଳରୁ ଜଟଣୀ ବିଧାୟକ ସୁରେଶ ରାଉତରାୟ ବହିଷ୍କୃତ

ଭୁବନେଶ୍ୱର: କଂଗ୍ରେସ ଦଳରୁ ବରିଷ୍ଠ ନେତା ସୁରେଶ ରାଉତରାୟ ବହିଷ୍କୃତ । ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ନିଜ…

ବିଜେଡି ରେ ମିଶିଲେ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଚଳି ପିଡିକା

ଭୁବନେଶ୍ୱର: ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡିକା । ଆଜି ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କ ସହ ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ।…

ବିଜେପିର ପୋଷ୍ଟର ବୟ ସାଜିଛନ୍ତି ଜନବିରୋଧୀ ପ୍ରଦୀପ, ପ୍ରଶାନ୍ତ

ଭୁବନେଶ୍ଵର: ରାଜ୍ୟରେ ବିଜେପିର ଗୁଣ୍ଡାଗର୍ଦ୍ଦି କରୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର । ଅପରାଧିକ କାର୍ଯ୍ୟ ସହ ଜଡିତ ଓ ବିଜେଡିରୁ ବିତାଡିତ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ବିଜେପିର ପୋଷ୍ଟର ବୟ ପାଲଟିଛନ୍ତି…

ନବୀନ ନିବାସରେ ଭୋଗରାଇ ବିଧାୟକ

ଭୁବନେଶ୍ୱର : ନବୀନ ନିବାସରେ ଭୋଗରାଇ ବିଧାୟକ ଅନନ୍ତ ଦାସ l ପୁଅ ପାଇଁ ଟିକେଟ ଆଶାରେ ସମର୍ଥକଙ୍କୁ ନେଇ ପହଁଚିଲେ ଅନନ୍ତ ଦାସ l ପୁଅ ଅଭିଜିତ ଦାସଙ୍କ ସହ ନବୀନ ନୀବାସକୁ ଯାଇଥିଲେ । ଏବେ ସୁଦ୍ଧା ଭୋଗରାଇ ଆସନ…

ବିଜେପିରେ ସାମିଲ ହେଲେ କାର୍ ଖାନା ଭାଉଜ

ଭୁବନେଶ୍ଵର: ବିଜେପିରେ ସାମିଲ ହେଲେ କାରରେ ଖାଦ୍ୟ ପରସି ଚର୍ଚ୍ଚାରେ ଥିବା ଦୁଇ ଯା’ ନେହା ଏବଂ ରଶ୍ମିତା ପାଣିଗ୍ରାହୀ । ବିଜେପି ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ଦାସ, ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର…

ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ ଓ ସରୋଜ ପାଣିଗ୍ରାହୀ

ଭୁବନେଶ୍ଵର: ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ସ୍ଵାମୀ ସରୋଜ ପାଣିଗ୍ରାହୀଙ୍କ ସହ ଆସି ବିଜେପିରେ ସାମିଲ ହେଲେ । ଗତ ୪ ଦିନ ତଳେ ବିଜେଡି ଛାଡିଥିଲେ ଜ୍ୟୋତି । ବିଜେଡି…