Crime

ବଲାଙ୍ଗୀରରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ବଲାଙ୍ଗୀର: ସଇଁତଳା ବ୍ଲକ ତୁସ୍ତାପାଲି ଗ୍ରାମର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ସେହି ଗାଁର ୩ ଜଣ ଯୁବକଙ୍କ ବିରୋଧରେ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ମିଳିଥିବା…

ସର୍ଚ୍ଚ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ: ୩ ଯବାନ ଗୁରୁତର

ବୌଦ୍ଧ : ସର୍ଚ୍ଚ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ । ଏଥିରେ ୩ ଜଣ ଯବାନ ଗୁରୁତର ହୋଇଛନ୍ତି । ବୌଦ୍ଧ ଜିଲ୍ଲା ବାତେପଙ୍ଗା ଜଙ୍ଗଲରେ ଏହି ଘଟଣା ଘଟିଛି । ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ କରୁଥିଲେ । ଏତିକିବେଳେ ଆଇଇଡି…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ, ଲୁଟି ନେଲେ ୯୦ ହଜାର ଟଙ୍କା

କେନ୍ଦୁଝର : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦୁଝର ଟାଉନ ଥାନା ପୁରୁଣା ବଜାର ଫିସରି ଅଫିସ୍ ନିକଟରେ ଯୁବକଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆକ୍ରମଣ ପରେ ୯୦ ହଜାର ଟଙ୍କା…

ବାଲେଶ୍ଵରରେ ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼

ବାଲେଶ୍ଵର: ବାଲେଶ୍ଵର ସହଦେବ ଖୁଣ୍ଟାର ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼ । ଛୁରାମାଡ଼ ପଛରେ ବିଜେଡି ରୁ ବହିଷ୍କୃତ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଓ ସ୍ଥାନୀୟ ଠିକାଦାର ପ୍ରଭାତ ବିଶ୍ଵାଳ ଙ୍କ ହାତ ଥିବା ନେଇ କହିଛନ୍ତି…

ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠାରୁ ୮ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍

ବାଲେଶ୍ଵର : ବାଲେଶ୍ଵର ରେମୁଣା ଥାନା ସପ୍ତସରା ନାଳ ନିକଟ ଘାସିମରା ପୋଲ ନିକଟରେ ଘଟିଛି ଏହି ଘଟଣା । ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠୁ ୮ଲକ୍ଷର ଅଳଙ୍କାର ଲୁଟ୍ ହୋଇଛି । ବନ୍ଧୁକମୁନ ଓ ଫାଙ୍କା ଗୁଳିମାଡ଼ କରି ଏହି…

ଟଙ୍କା ଦେବାକୁ ମନା କରିବାରୁ ବ୍ୟବସାୟୀ ହାଣିଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡା: ଦାଦାବାଟି ଦେବାକୁ ମନା କରିବାରୁ ବ୍ୟବସାୟୀଙ୍କୁ ହାଣିଦେଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡାରେ । ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟବସାୟୀ ଜଣକ ମିର ଖାଦୀମ ବକ୍ସ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ…

୪ ହାଇୱେ ଲୁଟେରା ଗିରଫ, ବଡ଼ ଲୁଟ୍ ପାଇଁ ଯୋଜନା ବେଳେ ମାଡ଼ିବସିଲା ପୋଲିସ

ଭଦ୍ରକ : ଗ୍ରାମାଞ୍ଚଳ ପୋଲିସ ହାତରେ ୪ ହାଇୱେ ଲୁଟେରା। ବଡ଼ ଲୁଟ୍ ପାଇଁ ଯୋଜନା ବେଳେ ମାଡ଼ିବସିଲା ପୋଲିସ। ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ନିକଟରେ ଘଟିଛି ଘଟଣା। ଗତି କିଛି ଦିନଧରି ୫ରୁ ୬ ଜଣ ଲୁଟେରା ଏକ…

ନୃଶଂସ ସ୍ବାମୀର ବର୍ବରକାଣ୍ଡ: ସ୍ତ୍ରୀକୁ ପିଟି ପିଟି ହତ୍ୟା କରି ଚମ୍ପଟ ମାରିଲା

ସୁବର୍ଣ୍ଣପୁର : ନୃଶଂସ ସ୍ବାମୀର ବର୍ବରକାଣ୍ଡ । ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ଆଉ ହତ୍ୟା କରିବା ପରେ ଡାକ୍ତରଖାନାରେ ମୃତଦେହ ରଖି ଚମ୍ପଟ ମାରିଲା । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର…

ଓଲା ଡ୍ରାଇଭରଙ୍କୁ ଅପହରଣ, ମୁଣ୍ଡଜାମିନ ରଖି ୧୦ଲକ୍ଷ ଟଙ୍କା ଦାବି

ଭୁବନେଶ୍ଵର: ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ । ବିଗିଡିବାରେ ଲାଗୁଛି ଆଇନଶୃଙ୍ଖଳା ପରିସ୍ଥିତି । ଲୋକାରଣ୍ୟ ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଓଲା’ ଡ୍ରାଇଭରକୁ ଅପହରଣ । ଅପହରଣ ପରେ ୧୦ ଲକ୍ଷ ଟଙ୍କା ମୁଣ୍ଡଜାମିନ ଦାବୀ କରିଛନ୍ତି ଅପହରଣକାରୀ ।…

ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ ୨ ଅଭିଯୁକ୍ତ ଗିରଫ

ବଲାଙ୍ଗିର : ବଲାଙ୍ଗିର ହାଉସ ସର୍ଜନଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ। ଅଭିଯୁକ୍ତଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ। ଗିରଫ ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଗୋଛାଗଡ଼ାର ହୋଇଥିବା ନେଇ ସୂଚନା। ଭୀମଭୋଇ ମେଡିକାଲରେ ଡାକ୍ତରୀ ଛାତ୍ରଙ୍କୁ ମାଡ଼ ମାରି ଫେରାର…