ପୋଖରୀ ହୁଡ଼ାରେ ନାବାଳକର ଗଳାକଟା ମୃତଦେହ ଠାବ, ହତ୍ୟା ସନ୍ଦେହ
ସାଲେପୁର: ସାଲେପୁରରେ ୧୨ ବର୍ଷ ନାବାଳକକୁ ବେକ କାଟି ହତ୍ୟା । ଜଗତପୁର ଥାନା ଅଧୀନ ପୁବଗଛ ଚନ୍ଦନ ପୋଖରୀ ହୁଡ଼ା ନିକଟରେ ନାବାଳକର ଗଳାକଟା ମୃତଦେହ ଠାବ ହୋଇଛି। ମୃତ ନାବାଳକ ଜଣଙ୍କ ହେଉଛି ପୂର୍ବକଚ୍ଛ ଗାଁର ସେ ପଞ୍ଚମ…
ସାଲେପୁର: ସାଲେପୁରରେ ୧୨ ବର୍ଷ ନାବାଳକକୁ ବେକ କାଟି ହତ୍ୟା । ଜଗତପୁର ଥାନା ଅଧୀନ ପୁବଗଛ ଚନ୍ଦନ ପୋଖରୀ ହୁଡ଼ା ନିକଟରେ ନାବାଳକର ଗଳାକଟା ମୃତଦେହ ଠାବ ହୋଇଛି। ମୃତ ନାବାଳକ ଜଣଙ୍କ ହେଉଛି ପୂର୍ବକଚ୍ଛ ଗାଁର ସେ ପଞ୍ଚମ…
ଭୁବନେଶ୍ୱର : ମୁଁ ମରିବି ପଛେ ଡରିବିନି । ମୁଁ ଧର୍ମକୁ ବିଶ୍ୱାସ କରେ । ମୁଁ ଧର୍ମରେ ରହିଛି । ମୋର ଅଧର୍ମ କେବେ କିଛି କ୍ଷତି କରିପାରିବ ନାହିଁ । ସତ୍ୟ ମୋର ଶକ୍ତି ଏବଂ ଶକ୍ତି ମୋର…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସାଲେପୁର ବ୍ଲକର ସହକାରୀ ଯନ୍ତ୍ରୀ ବିଭୂତିଭୂଷଣ ନାୟକ। ସେ ଜଣେ ଠିକାଦାରଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ବିଲ୍ ପାସ୍ କରି ଦେବା ପାଇଁ…
ଯୁବକଙ୍କୁ ଛୁରୀ ଭୁସି ହତ୍ୟା । ରାୟଗଡା ସହରର ଗୌତମ ନଗରର ହତ୍ୟାକାଣ୍ଡ । ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁର ଭୁସି ହତ୍ୟା କରାଯାଇଛି । ମୃତକ ଖିଲିମିଶିଗୁଦ ଗାଁର ପ୍ରମୋଦ କୋଲାକା । ସମ୍ପର୍କୀୟ ପୁତୁରାଙ୍କୁ ସ୍କୁଲରେ ଛାଡି ଘରକୁ…
ଅନୁଗୁଳ: ସ୍କୁଲ ଭିତରେ ଝୁଲିପଡିଲେ ପ୍ରଧାନଶିକ୍ଷକ। କ୍ଲାସ ଚାଲୁଥିବାବେଳେ ଏପଟେ ପ୍ରଧାନ ଶିକ୍ଷକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନୁଗୁଳ କିଶୋରନଗର ବ୍ଲକ ତୁରୁଡା ଉପ୍ରା ସ୍କୁଲରେ ଏହି ଅଘଟଣ ଘଟିଛି। ଝରକାବାଟେ ଶିକ୍ଷକଙ୍କୁ ଆତ୍ମହତ୍ୟା କରୁଥିବା ଦେଖି ଛାତ୍ରଛାତ୍ରୀ ଭୟଭୀତ…
ବୌଦ୍ଧ : ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ ପରେ ମନମୁଣ୍ଡା ନଳୀକୁମ୍ପା ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିଛି । କାଲି ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କନ୍ଧମାଳରୁ ୭ ଓ ବୌଦ୍ଧରୁ ୫ ଏସଓଜି…
ଜୟପୁର: ଥମୁନି ଲଜ୍ଜା । ଘରୋଇ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଜୟପୁର ସହରରେ । ସୂଚନା ମୂତାବକ ଜୟପୁର ସହରରେ ଥିବା ଏକ ଘରୋଇ କଲେଜର ପ୍ରିନ୍ସପାଲ ହଷ୍ଟେଲରେ…
ଭୁବନେଶ୍ୱର : ଠକି ହୋଇଗଲେ ପୋଲିସ ବାବୁ। ୨୦ ଲକ୍ଷ ଟଙ୍କାର ଜମି କିଣି ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ । ପେପରରେ ଜମି ବିଜ୍ଞାପନ ଦେଖି ଜମି କିଣିବାକୁ ଟଙ୍କା ଦେଇଥିଲେ । ଅଭିଯୋଗକାରୀ ପୋଲିସ ହେଲେ…
ନୟାଗଡ : ଭିଜିଲାନ୍ସ ପଞ୍ଝାରେ ସବ ରେଜିଷ୍ଟ୍ରାର୍ । ନୟାଗଡ ଜିଲ୍ଲା ସବ୍ ରେଜିଷ୍ଟ୍ରାର୍ ଶାଶ୍ବତ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି । ୮ ଜଣ ଡିଏସପି,…
ଭୁବନେଶ୍ବର: ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଏସବିଆଇରେ ଟଙ୍କା ଗଣତି ଶେଷ ହୋଇଛି। ଟଙ୍କା ଗଣିଗଣି ନାକେଦମ ହୋଇପଡ଼ିଛନ୍ତି ଏସବିଆଇ ଅଧିକାରୀ ଓ କର୍ମଚାରୀ। ୫ ଦିନ ଧରି ଚଢ଼ଉ ପରେ ଝାରଖଣ୍ଡ ରାଜ୍ୟସଭା ଏମପି ଧୀରଜ ସାହୁ ଓ…