Crime

ଭିଜିଲାନସ ଜାଲରେ ଫରେଷ୍ଟ ଗାର୍ଡ ଓ ଜଗୁଆଳି

ଝାରସୁଗୁଡା : ଭିଜିଲାନସ ଜାଲରେ ଫରେଷ୍ଟ ଗାର୍ଡ ଓ ଜଗୁଆଳି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଗଛ କଟା ପରିମିସନ ପାଇଁ ନେଉଥିଲେ ୧୫ ହଜାର ଟଙ୍କା। ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ରେଞ୍ଜ…

ପୁରୀରେ ଏନ୍‌କାଉଣ୍ଟର, ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ପୁରୀରେ ଆଜି ହୋଇଛି ଏନ୍‌କାଉଣ୍ଟର। ଏଥିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ବାରିକ। ତା’ ଗୋଡ଼ରେ ଗୁଳି ବାଜିଛି। ତାକୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ଝିଲି ସାହୁ ନାମକ ଜଣେ ମହିଳାଙ୍କୁ ଗୁଳି କରି…

ଦେହରେ ନିଆଁ ଲଗାଇ ଜୀବନ ହାରିଲେ ଛାତ୍ରୀ!

ଭଞ୍ଜନଗର: ଦେହରେ ନିଆଁ ଲଗାଇ ଜୀବନ ହାରିଲେ ଛାତ୍ରୀ । ଭଞ୍ଜନଗର କୋଟିନଡା ଥାନା ଅର୍ନ୍ତଗତ ଭେଟନଇ ଗାଁର ଘଟଣା । ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ତେବେ ଏଯାଏ କାରଣ ଅସ୍ପଷ୍ଟ ରହିଛି…

ଭୁବନେଶ୍ୱର ଲିଙ୍ଗରାଜ ଥାନା ହାଟ ସାହିରେ ଏଟିଏମ ତାଡି ଲୁଟିନେଲେ ୧୫ଲକ୍ଷ ଟଙ୍କା

ଭୁବନେଶ୍ୱର : ଏଟିଏମ ତାଡି ଲୁଟିନେଲେ ୧୫ଲକ୍ଷ ଟଙ୍କା । ଭୁବନେଶ୍ୱର ଲିଙ୍ଗରାଜ ଥାନା ହାଟ ସାହିରେ SBI ଏଟିଏମ ତାଡି ଲୁଟ । ବିଳମ୍ବିତ ରାତିରେ ଗ୍ୟାସ କଟରରେ କାଟି ଲୁଟିନେଲେ ଲକ୍ଷାଧିକ ଟଙ୍କା । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା…

ଜମିବାଡିକୁ କେନ୍ଦ୍ର କରି ଏସିଡ୍ ମାଡ, ବାପା ପୁଅ ଗୁରୁତର

ବ୍ରହ୍ମଗିରି : ଏସିଡ୍ ମାଡରେ ବାପା ପୁଅ ଗୁରୁତର । ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଳକ ଗୋମୁଣ୍ଡିଆ ଉଆସପଦର ଗାଁରେ ଅଭାବନୀୟ ଘଟଣା । ଜମିବାଡିକୁ କେନ୍ଦ୍ର କରି ଏସିଡ୍ ମାଡ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟ ବାପା ପୁଅଙ୍କୁ…

ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର, ମୁହଁରେ ମାସ୍କ ପିନ୍ଧି ସରକାରୀ କ୍ଵାଟର୍ସରୁ କଲେ ଚୋରି

ଭୁବନେଶ୍ବର : ସାବଧାନ୍ ! ରାଜଧାନୀବାସୀ । ବୁଲୁଛନ୍ତି ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର । ମୁହଁରେ ମାସ୍କ ପିନ୍ଧି ଘରେ ନଥିବାବେଳେ କଳା କନା ବୁଲାଉଛନ୍ତି । ଏଭଳି କିଛି ଘଟଣା ଘଟିଛି ରାଜଧାନୀର ମଞ୍ଚେଶ୍ବର ରେଲଓ୍ବେ…

ଜମିବାଡ଼ି ବିବାଦକୁ ନେଇ ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ

ଯାଜପୁର: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବରି ରାମଚନ୍ଦ୍ରପୁର ଥାନା ବାଲିବିଲି ଗାଁରେ । ମୃତକ ହେଲେ ମନୋଜ କବି । ଏହି ଘଟଣାରେ…

ଭିଣ୍ଟେଜ କାର୍ ପ୍ରଦର୍ଶନୀରେ ଠେଲାପେଲା, ଗାଳି ଗୁଲଜ ସହ ପୋଲିସକୁ ଧକ୍କା ମାରିଲେ ଦୁଇ ମହିଳା

ଭୁବନେଶ୍ବର : ଭୁବନେଶ୍ବର ବରମୁଣ୍ଡା ପଡିଆରେ ଅନୁଷ୍ଠିତ ହୋଇଯାଇଛି ଭିଣ୍ଟେଜ କାର୍ ମେଳା ଓଡିଶା କନକର୍ସ ଡି ଏଲିଗାନସ-୨୦୨୩ । ଆଜି ଏହାର ଦ୍ବିତୀୟ ଦିନ ଥିବାବେଳେ ଏଠାରେ ଜନ ସାଧାରଣ ପ୍ରବେଶ ନିଷେଧ ରହିଛି । କିନ୍ତୁ ବହୁ ଲୋକ…

ଦ୍ବିତୀୟ ବିବାହ କରିବାକୁ ଯାଇ ସ୍ତ୍ରୀ ଓ ଝିଅଠୁଁ ଛେଚା ଖାଇଲା ବାପା

ଭୁବନେଶ୍ବର : ବାହା ବେଦୀରେ ହଙ୍ଗାମା । ଲୁଚି ଲୁଚି ଦ୍ବିତୀୟ ବିବାହ କରିବା ମହଙ୍ଗା ପଡିଛି । ଦୁଇ ଝିଅଙ୍କ ସହ ବାହାବେଦୀରେ ପହଁଞ୍ଚି ଯାଇଛନ୍ତି ସ୍ତ୍ରୀ । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ…

ଜଳପ୍ରପାତରୁ ଗଳିତ କଙ୍କାଳ ଉଦ୍ଧାର: ଦୀର୍ଘ ଦୁଇମାସ ତଳୁ ନିଖୋଜ ଥିଲେ ଛାତ୍ର

କନ୍ଧମାଳ: ଜଳପ୍ରପାତରୁ ଗଳିତ କଙ୍କାଳ ଉଦ୍ଧାର । ଦୀର୍ଘ ଦୁଇମାସ ଦୁଇ ଦିନ ପରେ କନ୍ଧମାଳ ଜିଲ୍ଲା ଉର୍ମଗଡ ଜଳପ୍ରପାତରୁ ନିଖୋଜ ଆଦର୍ଶ ବିଦ୍ୟାଳୟର ଛାତ୍ରର ମିଳିଲା ଗଳିତ କଙ୍କାଳ । ଜଳପ୍ରପାତର ପାଞ୍ଚଶହ ମିଟର ବ୍ୟବଧାନରେ ଥିବା ପଥର ତଳୁ…