କୁଜଙ୍ଗ କୋର୍ଟରେ ଦାଖଲ ହେଲା ୨୨୦ କୋଟିର କୋକେନ
ପାରାଦୀପ : ପାରାଦୀପରେ ଏମଭି ଦେବୀ ଜାହାଜରୁ ଜବତ ୨୨୦ କୋଟି ଟଙ୍କାର କୋକେନ ମିଳିବା ଘଟଣା। ଆଜି କୁଜଙ୍ଗ ଏନଡିପିଏସ କୋର୍ଟରେ ୨୨୦ କୋଟି ଟଙ୍କାର କୋକେନ ଦାଖଲ କଲା କଷ୍ଟମ ବିଭାଗ। ୨ଟି ପ୍ୟାକେଟର ସାମ୍ପଲ କଷ୍ଟମ ବିଭାଗକୁ…
ପାରାଦୀପ : ପାରାଦୀପରେ ଏମଭି ଦେବୀ ଜାହାଜରୁ ଜବତ ୨୨୦ କୋଟି ଟଙ୍କାର କୋକେନ ମିଳିବା ଘଟଣା। ଆଜି କୁଜଙ୍ଗ ଏନଡିପିଏସ କୋର୍ଟରେ ୨୨୦ କୋଟି ଟଙ୍କାର କୋକେନ ଦାଖଲ କଲା କଷ୍ଟମ ବିଭାଗ। ୨ଟି ପ୍ୟାକେଟର ସାମ୍ପଲ କଷ୍ଟମ ବିଭାଗକୁ…
ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିରୁ ଥାନା ଉନ୍ନୀତ ହେବା ପରେ ପ୍ରଥମ ଥର ପାଇଁ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ବରୁଣେଇ ଅଞ୍ଚଳରୁ ୨୦ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ବନ୍ଧୁକ, ଗୁଳି ଜବତ କରିଛି। ଏହି ଘଟଣାରେ ବିଭିନ୍ନ ପଡ଼ୋଶୀ ଜିଲ୍ଲାର…
ଯାଜପୁର: ଯାଜପୁର ଜିଲ୍ଲା ରଗଡ଼ି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। ନୂତନ ନିର୍ମାଣାଧୀନ କୋଠାରେ ବେକରେ ଫାଶି ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ମୃତ କଏଦୀଙ୍କ ନାମ ବଳରାମ ବେହେରା। ସୂଚନା ମୁତାବକ, ଆଜି ଦିନ ୧୧ଟା…
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ଶିକ୍ଷାଧିକାରୀ ନିଲମ୍ବିତ । ଶିକ୍ଷାଧିକାରୀ ମଙ୍ଗଳ ଚନ୍ଦ୍ରସିଂଙ୍କୁ ନିଲମ୍ବନ କଲେ ଶିକ୍ଷା ସଚିବ। ତାଙ୍କ ନାଁ ରେ ବିଭିନ୍ନ ପ୍ରକାର ଅଭିଯୋଗ ଥିଲା । ନିଜେ ଶିକ୍ଷା ସଚିବ ଯଶିପୁର ଗସ୍ତକରି ତଦନ୍ତ କରି…
ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳିମାଡ କଲେ ଅଜଣା ଦୁର୍ବୁତ୍ତ । ଏମିତି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇପାଳ ଗାଁରେ । ମହିଳା ଜଣକ ରାତିରେ ଘରେ ଶୋଇଥିବାବେଳେ କିଛି ଅଜଣା ଦୁର୍ବୁତ୍ତ ଆସି ଗୁଳି…
ପାରାଦୀପ: ଗତ ଶୁକ୍ରବାର ପାରାଦୀପ ପୋର୍ଟରେ ଲାଗିଥିବା ଏମଭି ଦେବୀ ପାନାମା ଜାହାଜରୁ ଜବତ ହୋଇଥିବା କୋକେନର ହେବ ମାନ ନିରୂପଣ । ଏଥିପାଇଁ ଜାତୀୟ ଫରେନସିକ୍ ଲାବରୋଟୋରିକୁ ଏହି କୋକେନର ସାମ୍ପଲ ପଠାଯିବ । ଏନେଇ ସୂଚନା ଦେଇଛି କଷ୍ଟମସ୍…
କଟକ : କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବଢ଼ିଲା ଅଡୁଆ। ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଫେରାର୍ ଥିବା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ନାଁରେ ଏନ୍ବିଡବ୍ଲ୍ୟୁ ଜାରି ହୋଇଛି । ଗତ ସପ୍ତାହରେ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତ…
ଭୁବନେଶ୍ୱର: ୨୦୨୨ ପାଇଁ ଓଡ଼ିଶାର ଅପରାଧ ପରିସଂଖ୍ୟାନ ଏକ ମିଶ୍ରିତ ଚିତ୍ର ଉପସ୍ଥାପନ କରିଛି। ମହିଳାଙ୍କ ବିରୋଧରେ ଅପରାଧ ହ୍ରାସ ପାଉଥିବା ବେଳେ ରାଜ୍ୟରେ ଅପରାଧ ବଢ଼ିବାରେ ଲାଗିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟରେ ୨୦୨୧ ତୁଳନାରେ ମହିଳାଙ୍କ…
ଭୁବନେଶ୍ବର : ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର । ଭୁବନେଶ୍ବର ଶିଶୁପାଳଗଡ଼ ଇନ୍ଦିରା କଲୋନୀରେ ଏହି ଘଟଣା ଘଟିଛି । ମୃତକ ହେଲେ ପପୁନି ସ୍ୱାଇଁ । ତାଙ୍କ ଘର ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ । ସେ…
ଅନୁଗୁଳ : ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କ୍ଲର୍କ ନିତ୍ୟାନନ୍ଦ ଗାଇଗରିଆ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିଥିଲା । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକରେ ପୂର୍ବରୁ ପିଅନ ଥିବା…