Crime

ଚିକିତ୍ସା ଅବହେଳାରୁ ଚାଲିଗଲା ୫ ବର୍ଷ ଶିଶୁ କନ୍ୟାର ଜୀବନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା

ଯାଜପୁର: ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରରେ ଅଭାବନୀୟ ଘଟଣା। ଏଠାରେ ଚିକିତ୍ସା ଅବହେଳାରୁ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ବରୀ ବ୍ଲକ…

୩ ମାସ ହେଲା ଦୁଷ୍କର୍ମ କରୁଥିଲେ ବାପା, ଗୁଳି କରି ଦେଲେ ଝିଅ

ଗତ ତିନି ମାସ ହେଲା ଜଣେ ବ୍ୟକ୍ତି ତାଙ୍କର ୧୪ ବର୍ଷର ଝିଅକୁ ଦୁଷ୍କର୍ମ କରୁଥିଲେ। ଶେଷରେ ଝିଅ ଗୁଳି କରି ତାଙ୍କ ବାପାଙ୍କୁ ହତ୍ୟା କରିଛି। ଗତକାଲି ପାକିସ୍ତାନର ଲାହୋରର ଗୁଜ୍ଜରପୁରା ଅଞ୍ଚଳରେ ଘଟିଛି ଏହି ଘଟଣା। ନାବାଳିକା ଜଣଙ୍କ…

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ହଷ୍ଟେଲ ରୁମରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଏକ ହଷ୍ଟେଲ ରୁମରୁ ଶୁକ୍ରବାର ଜଣେ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଜଣେ ହାଉସ ସର୍ଜନ ବୋଲି ଜଣାପଡ଼ିଛି। ମୃତକ କେନ୍ଦୁଝରର ସଚିନ…

ସ୍ତ୍ରୀକୁ ହତ୍ୟା ପାଇଁ ସ୍ବାମୀ ଦେଇଥିଲା ୩ ଲକ୍ଷର ସୁପାରୀ

କେନ୍ଦୁଝର ; ସ୍ବାମୀ ସାଜିଲା ସୈତାନ । ସୁପାରୀ ଦେଇ ସ୍ତ୍ରୀକୁ ହତ୍ୟା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ବସନ୍ତପୁରରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ସୁନୀତା ଘଣାଙ୍କ ସ୍ବାମୀ ସ୍ବାମୀ ସୁରେଶ ପରିଡ଼ାକୁ ସାଙ୍ଗରେ ନେଇ ଆଜି…

୩ୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ପିଅନକୁ ଉଠାଇନେଲା ପୋଲିସ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ଡଙ୍ଗାସିଲ ଗାଁରେ ୩ୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣା । ଅଭିଯୁକ୍ତ ସ୍କୁଲ ପିଅନକୁ ଉଠାଇ ନେଇଛି ପୋଲିସ । ଘଟଣାଟି ପ୍ରଘଟ ହେବା ପରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।…

ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ପିଇଲା ବିଷ

ବାଲେଶ୍ଵର:ବାଲେଶ୍ଵରରେ ଅଭାବନୀୟ ଘଟଣା। ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାକୁ ନେଇ ଚାଞ୍ଚଲ୍ୟ ଦେଖିବାକୁ ମିଳିଛି । ଚାନ୍ଦିପୁର ଥାନା ଅଧୀନ ଗୋଲ୍ଡେନ ପ୍ଲାଜା ହୋଟେଲରେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । ଗୋଲ୍ଡେନ ପ୍ଲାଜା ହୋଟେଲର ମ୍ୟାନେଜର ସମେତ ୪ ଜଣଙ୍କୁ ବାନ୍ଧିଲା…

ପାକିସ୍ତାନକୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଗିରଫ

ଭୁବନେଶ୍ୱର: ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଗିରଫ। ଆସାମରୁ ମହମ୍ମଦ ଇକବାଲ ହୁସେନଙ୍କୁ ଗିରଫ କଲା ଏସଟିଏଫ୍ (STF)। କୋର୍ଟରେ ହାଜର ପରେ ୫ ଦିନିଆ ରିମାଣ୍ଡରେ ଆଣିଲା ଏସଟିଏଫ। ଓଟିପି ବିକ୍ରି କରି ମାସକୁ…

ଖିଚିଂ ମନ୍ଦିରରୁ ଚୋରି, ୬ମାସ ମଧ୍ୟରେ ଏହା ଦ୍ଵିତୀୟ ଥର

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କିଚେକେଶ୍ୱରୀ । ମା କିଚେକେଶ୍ୱରୀ ମନ୍ଦିର ଖିଚିଂ ଠାରେ ଅବସ୍ଥିତ । ଗତକାଲି ବିଳମ୍ବିତ ରାତ୍ରରେ ମା କିଚେକେଶ୍ୱରୀଙ୍କ ମୁଖ୍ୟ ଦାନ ହୁଣ୍ଡି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ମନ୍ଦିର ସମୁଖରେ…

ଭିଜିଲାନ୍ସ ଜାଲରେ ପଞ୍ଚାୟତ ଜିଆରଏସ୍: ନେଉଥିଲେ ୪ ହଜାର ଟଙ୍କା ଲାଞ୍ଚ

ଅନୁଗୁଳ : ଭିଜିଲାନ୍ସ ଜାଲରେ ପଞ୍ଚାୟତ GRS । ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଘର କରେଇଦେବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ…

କଟକ ବ୍ୟବସାୟୀଙ୍କ ଠାରୁ ଡକାୟତି ଘଟଣାରେ ୭ ଗିରଫ

କଟକ: କଟକରେ ବ୍ୟବସାୟୀଙ୍କ ଠାରୁ ଡକାୟତି ଘଟଣାରେ ୭ ଗିରଫ। ୬ଜଣ ଡକାୟତଙ୍କ ସହ ଲୁଟ ସାମଗ୍ରୀ କିଣିଥିବା ଜଣକୁ ଗିରଫ କରିଛି ମାଲଗୋଦାମ ଥାନା ପୋଲିସ। ସେମାନଙ୍କ ଠାରୁ ନଗଦ ଏକ ଲକ୍ଷ ୨୩ ହଜାର ଟଙ୍କା, ୧୨ ଗ୍ରାମ…