ଅନ୍ଧ ବିଶ୍ୱାସ :୨୦ ଘଣ୍ଟାରୁ ଅଧିକ ସମୟ ଧରି ଶବକୁ ଘରେ ରଖି ବସିଛନ୍ତି ପରିବାର ଲୋକେ
ରେଢାଖୋଲ: ଡାକ୍ତର ଜଣେ ଯୁବକଙ୍କୁ ମୃତ ଘୋଷଣା କରିବା ପରେ ବି ପରିବାର ଲୋକେ ମାନିବାକୁ ଅରାଜି । ଗୁଣି ଗାରେଡି ଯୋଗୁ ଅଚେତ୍ ହୋଇଯାଇଥିବା କଥାକୁ ବିଶ୍ୱାସ କରି ୨୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଶବକୁ ଧରି ଘରେ…
