EOW ପଞ୍ଝାରେ ୬୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ
ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ EOWକୁ ବଡ଼ ସଫଳତା । ୬୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ଗିରଫ। LFS ବ୍ରୋକିଂ ଓ PMS ସର୍ଭିସେସର ମୁଖ୍ୟ ଅଭିଯୁକ୍ତ ସୟଦ ଜିୟାକୁର ରେହମାନକୁ ପଶ୍ଚିମ ବଙ୍ଗ ହୁଗୁଳିରୁ ଗିରଫ କରିଛି EOW ।…
ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ EOWକୁ ବଡ଼ ସଫଳତା । ୬୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ଗିରଫ। LFS ବ୍ରୋକିଂ ଓ PMS ସର୍ଭିସେସର ମୁଖ୍ୟ ଅଭିଯୁକ୍ତ ସୟଦ ଜିୟାକୁର ରେହମାନକୁ ପଶ୍ଚିମ ବଙ୍ଗ ହୁଗୁଳିରୁ ଗିରଫ କରିଛି EOW ।…
ନୂଆପଡା: ନିଜ କାହାଣୀର ନିଜେ ନାୟକ ଏବଂ ନିଜେ ହିଁ ଖଳନାୟକ । ଟଙ୍କା ପାଇଁ ନିଜେ ରଚିଥିଲେ ନିଜର ଅପହରଣ । ବାପାଙ୍କ ପାଖକୁ ୩ ଲକ୍ଷ ଟଙ୍କା ଆଦାୟ କରିବା ପାଇଁ ନିଜେ ନିଜର ଅପହରଣ ନାଟକ ରଚିଥିଲେ…
ବଲାଙ୍ଗୀର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ଯୋଗାଣ ଅଧିକାରୀ । ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଭାକର ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଜଣେ ରାଇସ୍ ମିଲର୍ସଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ…
ସୁବର୍ଣ୍ଣପୁର: ସୋନପୁର ସହରର ପଟାଭାଡି ପଡାରେ ଜଣେ କଲେଜ ଛାତ୍ରଙ୍କ ଆତ୍ମହତ୍ୟା। ଛାତ୍ର ଜଣକ ବିନିକା ବ୍ଲକ କଣ୍ଟାପାଲି ଗାଁର ହୋଇଥିବା ବେଳେ ସେ ସୋନପୁର ରାଜ କଲେଜର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ବୋଲି ଜଣାପଡିଛି। ସେ ହେଉଛନ୍ତି…
ବାଲୁଗାଁ : ବାଣପୁରରେ ଫୁଟିଲା ବୋମା, ଜଣେ ମୃତ ଓ ୨ ଗୁରୁତର । ପାରିବାରିକ କଳହରୁ ବୋମାମାଡ଼ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାହସପୁରର ଶାନ୍ତି ନଗରରେ ବାପା ଓ ପୁଅ କଳହରୁ ବୋମା ମାଡ଼ ! ହୋଇଛି…
ଯାଜପୁର: ଝୁଲନ୍ତା ଅବସ୍ଥାରେ ଏସସିଓଙ୍କ ମୃତଦେହ ଉଦ୍ଧାର। ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରୁ ଏସସିଓ (SCO) ସୁରେଶ ମଲ୍ଲିକଙ୍କ ମୃତଦେହ ଉଦ୍ଧାର ହୋଇଛି। ବରୀ ବ୍ଲକ ଦାୟିତ୍ବରେ ଥିଲେ ସୁରେଶ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଅହମ୍ମଦପୁର ଅଞ୍ଚଳରେ ଥିବା…
ବ୍ରହ୍ମପୁର : କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ବ୍ରହ୍ମପୁର ମଣ୍ଡଳ କାର୍ଯ୍ୟାଳୟରେ ସିବିଆଇର ଚଢ଼ାଉ । ୧୨ ଜଣିଆ ସିବିଆଇ ଟିମ ରେଡ଼ କରୁଛନ୍ତି । ଜଣେ ଠିକାଦାରଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଜିଏସଟିର ମନୋଜ କୁମାର ସୁବୁଦ୍ଧିଙ୍କୁ…
କନ୍ଧମାଳ: ଜଣେ ବ୍ୟକ୍ତିଙ୍କ ଜମି ପଟ୍ଟା ବାବଦରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ। କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଦୁର୍ଗପଙ୍ଗ ଅଞ୍ଚଳର ଆରଆଇ ଦିଲିପ ସାହୁ ଲାଞ୍ଚ ନେବା ବେଳେ ଓଡିଶା…
ଦେଓଗଡ଼: ଦେଓଗଡ଼ରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ପରକୀୟା ପ୍ରତିରେ ବାଧକ ସାଜିବାରୁ ଜନ୍ମଦାତ୍ରୀ ମା’ ହିଁ ନିଜ ହାତରେ ପୁଅର ତଣ୍ଟିଚିପି ହତ୍ୟା କରିଛି। ଏହି ଘଟଣାରେ ପୋଲିସ ମା’କୁ ଗିରଫ କରିଛି। ମୃତ ବାଳକ ହେଉଛି ରାଜାମୁଣ୍ଡା ଛକ ସାହିର…
ଅଧ୍ୟକ୍ଷାଙ୍କୁ ଚାପୁଡ଼ା ମାରି ନିଲମ୍ବିତ ହେଲେ ଅଧ୍ୟାପିକା। ଭଦ୍ରକ ଜିଲ୍ଲା ମହିଳା ମହାବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ଅଧ୍ୟକ୍ଷା ସୁପ୍ରୀତି କର ଶନିବାର ଦିନ କାର୍ଯ୍ୟାଳୟରେ କୌଣସି କାମରେ ବ୍ୟସ୍ତ ଥିଲେ। ସେଇ ସମୟରେ ଉର୍ଦ୍ଦୁ ଅଧ୍ୟାପିକା ନସିମା ଖାତୁନ ଏକ…