Crime

ପାରାଦୀପ ନେହେରୁ ବଙ୍ଗଳା ମାଛ ଧରା ବୋଟ୍ ବୁଡି ଘଟଣା : ୫ ମତ୍ସ୍ୟଜୀବୀ ଉଦ୍ଧାର, ୩ ଜଣ ଏବେବି ନିଖୋଜ

ପାରାଦୀପ ନେହେରୁ ବଙ୍ଗଳା ମାଛ ଧରା ବୋଟ୍ ବୁଡି ଘଟଣା । ୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ଜଣ ଏବେବି ନିଖୋଜ ଅଛନ୍ତି । ପାରାଦୀପ ମେରାଇନ ଥାନା ଓ କୋଷ୍ଟ ଗାର୍ଡ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।…

ଦୁଇ ଦିନିଆ ରିମାଣ୍ଡରେ ଇରାନୀ ସ୍ବାମୀ ନିଶିକାନ୍ତ ପାତ୍ର

ଭୁବନେଶ୍ବର : ହନିଟ୍ରାପ୍ କୁଇନ୍ ଇରାନୀ ଗ୍ୟାଙ୍ଗ୍ ଗିରଫ ମାମଲାରେ ଦୁଇ ଦିନିଆ ରିମାଣ୍ଡରେ ଗଲେ ଇରାନୀ ସ୍ବାମୀ ନିଶିକାନ୍ତ ପାତ୍ର । ଦୁଇ ଦିନିଆ ରିମାଣ୍ଡ ଅବଧି ସମୟରେ ନିଶିକାନ୍ତକୁ ମାରାଥନ୍ ଜେରା କରିବ ତମାଣ୍ଡୋ ଥାନା ପୋଲିସ ।…

ଗଞ୍ଜାମ ପୋଲିସ ପକ୍ଷରୁ ବିଭିନ୍ନ ଜୁଆ ଆଡ୍ଡାରେ ଚଢାଉ

ଖଲ୍ଲିକୋଟ : ଗଞ୍ଜାମ ପୋଲିସ ପକ୍ଷରୁ ବିଭିନ୍ନ ଜୁଆ ଆଡ୍ଡାରେ ଚଢାଉ । ୧୨ ଜୁଆଡ୍ଡି ସମେତ ୭୭ ହଜାର ଟଙ୍କା , ଫୋନ୍‌ ଓ ଗାଡି ଜବତ କରିଛି ପୋଲିସ । ଆଗାମୀ ଦିନରେ ଏହିପରି ଭାବେ ଚଢାଉ ଜାରି…

ବିଶ୍ୱକର୍ମା ମୂର୍ତ୍ତି ଭସାଣ ବେଳେ କୁଆଖାଇରେ ବୁଡ଼ିଗଲେ ଯୁବକ

ବିଶ୍ୱକର୍ମା ମୂର୍ତ୍ତି ଭସାଣ ବେଳେ କୁଆଖାଇ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ନିଖୋଜ ଯୁବକ ଜଣଙ୍କ ହେଲେ ପ୍ରଫୁଲ୍ଲ ବିଶ୍ୱାଳ। ତାଙ୍କ ଘର ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ । ଗତକାଲି ସନ୍ଧ୍ୟାରେ ପ୍ରଫୁଲ୍ଲ…

ଚଢ଼ଉ କରିବାକୁ ଯାଇ ଦୁଇ ଘଣ୍ଟା ଅଟକ ରହିଲେ ଅବକାରୀ ବିଭାଗ କର୍ମଚାରୀ

ଜଳେଶ୍ବର: ଚଢ଼ଉ କରିବାକୁ ଯାଇ ଅଟକ ରହିଲେ ଅବକାରୀ ବିଭାଗ କର୍ମଚାରୀ । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଆଉସା ଗ୍ରାମରେ ଚୋରା ମଦ ବେପାରୀଙ୍କ ଘରେ ଚଢଉ କରିବାକୁ ଯାଇଥିବା ବେଳେ ୨ ଘଣ୍ଟା ଅଟକ ରହିଲେ ଜଳେଶ୍ୱର…

ପତ୍ନୀ ଓ ଦୁଇ ପିଲାଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ

ହିଞ୍ଜିଳିକାଟୁ : ସ୍ବାମୀ ସାଜିଲା କି ସୈତାନ ? ଗଞ୍ଜାମ ଜିଲ୍ଲା ଶେରଗଡ଼ ଶ୍ରୀରାମନଗରରେ ପତ୍ନୀ ଓ ଦୁଇ ପିଲାଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ ସାମନାକୁ ଆସିଛି । ତନାଘନା ତଦନ୍ତ କରୁଛି ଶେରଗଡ଼ ଥାନା ପୋଲିସ । ସ୍ବାମୀ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ, ଜଣେ ଗୁରୁତର

ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। କଟକ ଜିଲ୍ଲା ତିଗିରିଆ ଥାନା ନୂଆସଡ଼କ ଛକରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଆହତଙ୍କୁ…

ମା’ ଓ ଦୁଇ ପୁଅଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଶେରଗଡ଼ ସ୍ଥିତ ମହାତ୍ମା ଗାନ୍ଧି ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସାବିତ୍ରୀ ବେହେରା ଓ ତାଙ୍କର ଦୁଇ ପୁଅଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶାଶୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ସ୍ୱାମୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ…

‘ସମ୍ୱାଦ’ ଅଫିସରେ EOWର ଚଢାଉ

ଭୁବନେଶ୍ବର : ଭୁବନେଶ୍ବର ସମ୍ବାଦ ଅଫିସରେ କ୍ରାଇମବ୍ରାଞ୍ଚ EOWର ଟିମ୍ । ଖବରକାଗଜ ଅଫିସରେ ୧୨ ଜଣିଆ ଟିମ୍ ପହଞ୍ଚିଛି । କର୍ମଚାରୀଙ୍କୁ ଋଣ ମାମଲାରେ ସମ୍ବାଦ ଖବରକାଗଜ ଅଫିସରେ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । ତେବେ ଏନେଇ ସମ୍ବାଦ…

କମେଣ୍ଟମରାକୁ ନେଇ ତୁମୁଳକାଣ୍ଡ: ଯୁବକଙ୍କୁ ଖଣ୍ଡା, ଭୁଜାଲିରେ ଆକ୍ରମଣ କଲେ ୮ ଦୁର୍ବୃତ୍ତ

ଭୁବନେଶ୍ୱର : କମେଣ୍ଟମରାକୁ ବିରୋଧ କରିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଲକ୍ଷ୍ମସାଗର ଥାନା ବମିଖାଲର ରାକେଶ କୁମାର ବାରିକ ସେଲୁନରେ ଥିବା ୮ ଜଣ ଯୁବକ ଖଣ୍ଡା, ଭୁଜାଲି ଓ ଲୁହା ରଡରେ ଆକ୍ରମଣ କରିଥିଲେ । ଏଥିରେ ରାକେଶଙ୍କ…