ଅଖା ଭିତରୁ ମିଳିଲା ହାତଗୋଡ ବନ୍ଧା ଯୁବତୀଙ୍କ ମୃତଦେହ
ପିପିଲି: ଅଖା ଭିତରୁ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର। ପିପିଲି କଣାସ ନୂଆଗାଁ ନିକଟସ୍ଥ ଦୟା ନଦୀ କୂଳରୁ ମିଳିଛି ଯୁବତୀଙ୍କ ମୃତଦେହ। ଅଖା ଭିତରେ ବନ୍ଧା ହୋଇଥିବା ଅବସ୍ଥାରେ ମିଲିଥିଲା ମୃତଦେହ। ବିଳମ୍ବିତ ରାତି ଏକ ଅଖା ଭାସି ଭାସି…
ପିପିଲି: ଅଖା ଭିତରୁ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର। ପିପିଲି କଣାସ ନୂଆଗାଁ ନିକଟସ୍ଥ ଦୟା ନଦୀ କୂଳରୁ ମିଳିଛି ଯୁବତୀଙ୍କ ମୃତଦେହ। ଅଖା ଭିତରେ ବନ୍ଧା ହୋଇଥିବା ଅବସ୍ଥାରେ ମିଲିଥିଲା ମୃତଦେହ। ବିଳମ୍ବିତ ରାତି ଏକ ଅଖା ଭାସି ଭାସି…
ପୁରୀ: ପୁରୀରେ ଡକାୟତି ଯୋଜନା ପଣ୍ଡ । ୬ଜଣଙ୍କୁ ଗିରଫ କଲା ସମୁଦ୍ରକୂଳ ଥାନା ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛି ବାସେଳୀ ସାହି ଥାନା ପୋଲିସ । ସୂଚନା ଅନୁସାରେ, ପୁରୀ ପେଣ୍ଠକଟା ନିକଟରେ ଏକ ଡ଼ଙ୍ଗା…
କଟକ: ବେଆଇନ ଲିଙ୍ଗ ନିରୂପଣ ସନ୍ଦେହରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ । କହିବାକୁ ଗଲେ କଟକରେ ଏଇ କିଛି ନୂଆ ଘଟଣା ନୁହେଁ । ପୂର୍ବରୁ ମଧ୍ୟ କଟକର ଅନେକ କ୍ଲିନିକରେ ଚଢାଉ କରାଯାଇ ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ଘଟଣା…
ବାରିପଦା: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ବାରିପଦା ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ବନେଶ୍ୱର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ । ଏକ କାଳୀନ…
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆସିଣ୍ଟାଣ୍ଟ୍ ସେକ୍ସନ ଅଫିସର(ଏଏସଓ) ସୌମ୍ୟରଞ୍ଜନ ଦାଶ। ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଏଏସଓ ସୌମ୍ୟରଞ୍ଜନ ଦାଶ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗୃହ ଋଣ ଅନୁମୋଦନ କରାଇଦେବାକୁ ଜଣେ ବ୍ୟକ୍ତିଙ୍କଠାରୁ ସେ…
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଚିକିତ୍ସା ନାଁରେ ଘରକୁ ଡାକି ଜଣେ ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ୍। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ତମାଣ୍ଡୋ ଥାନା ଅନ୍ତର୍ଗତ…
ବାଲେଶ୍ଵର : ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଶୋଭାରାମପୁରରେ ଗତକାଲି ରାତିରେ ଯୁବକଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍। ଏହି ଘଟଣାରେ ପୋଲିସ୍ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତରୁ କଥା…
ନଦୀକୁ ଖସିପଡି ଯୁବକ ନିଖୋଜ । ପୋଲ ଉପରେ ବସି ମୋବାଇଲ ଫୋନ ଦେଖୁଥିବାବେଳେ ନଦୀକୁ ଖସିପଡିଲେ ଯୁବକ । ଏଯାଏ ଯୁବକଙ୍କ ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ଥାନା ହଳଦୀବସନ୍ତ ନିକଟ ବ୍ରାହ୍ମଣୀ ନଦୀର ୩ ମୁହାଣି…
ବଢୁଛି ଜଣାଶୁଣା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଅଡୁଆ। ସୌରୀନଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା କମିଶନରେଟ ପୋଲିସ । ଦୁଇଟି ଯାକ ଆକାଉଣ୍ଟ କୋଲକାତାର ବୋଲି ସୂଚନା ମିଳିଛି । ତାଙ୍କର ଅନ୍ୟ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯିବ ବୋଲି…
ସୁନ୍ଦରଗଡ଼: ହାତୀ ପାଇଁ ବନକର୍ମଚାରୀଙ୍କୁ ମାଡ଼ । ହାତୀ ଘଉଡାଇବା ପାଇଁ ଯାଇଥିବା ବନକର୍ମଚାରୀଙ୍କୁ ମାଡ ମାରିଛନ୍ତି ଗାଁ ଲୋକେ । ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜର ସମରଦରି ନିକଟ ତାଳବାହାଳି ଗାଁରେ ଗତ କିଛି ଦିନ ଧରି ହାତୀ ଉପଦ୍ରବ…