Crime

ମିଥ୍ୟା ଖବର ପ୍ରଚାର ନେଇ ୱେବ୍ ଚ୍ୟାନେଲ ନାଁରେ ଏତଲା ଦେଲେ ଅନୁ ଚୌଧୁରୀ

ଭୁବନେଶ୍ଵର: ସାଇବର ଥାନାର ଦ୍ଵାରସ୍ଥ ହେଲେ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ । ମିଥ୍ୟା ଖବର ପ୍ରସାରଣ କରି ଗୁଜବ ସୃଷ୍ଟି କରୁଥିବା ୱେବ ଚ୍ୟାନେଲ ନାଁରେ ଦେଲେ ଏତଲା । ଅଭିନେତ୍ରୀଙ୍କୁ କ୍ୟାନସର ହୋଇଥିବା ନେଇ ଏକ ୱେବ୍…

ଜଙ୍କିଆ ଥାନା ASI ସସ୍‌ପେଣ୍ଡ

ଖୋର୍ଦ୍ଧା: ୱାର୍ଡ ମେମ୍ବରଙ୍କୁ ଆକ୍ରମଣ କରିବା ଅଭିଯୋଗରେ ନିଲମ୍ବିତ ହେଲେ ଖୋର୍ଦ୍ଧା ଜଙ୍କିଆ ଥାନା ASI ନିରଞ୍ଜନ ମହାନ୍ତି । ASI ନିରଞ୍ଜନ ମହାନ୍ତି ଙ୍କୁ ନିଲମ୍ବନ କରିଛନ୍ତି ଖୋର୍ଦ୍ଧା ଏସପି । ରବିବାର ଅପରାହ୍ନରେ ଏକ ମାମଲା ସମ୍ପର୍କରେ ବୁଝିବା…

ବାରିପଦା ବେତନଟୀ ରେଞ୍ଜର ବନ କର୍ମଚାରୀଙ୍କୁ ଦଳିଦେଲା ଦନ୍ତା

ବନ କର୍ମଚାରୀଙ୍କୁ ଦଳିଦେଲା ଦନ୍ତା। ବାରିପଦା ବେତନଟୀ ରେଞ୍ଜ ଅନ୍ତର୍ଗତ ବେଣାପୁରା ଗାଁ ନିକଟରେ ହାତୀ ଆକ୍ରମଣରେ ଦୁଇ ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଫରେଷ୍ଟର ପ୍ରଦୀପ ଦେହୁରୀ ଓ ପ୍ରୋଟେକ୍ଟସନ ଆସିଷ୍ଟାଣ୍ଟ ଯତୀନ କିସ୍କୁ…

କଣ୍ଠ ଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର ଜାରି

କଣ୍ଠ ଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର । ଲୁକ୍ ଆଉଟ ସର୍କୁଲାର ଜାରି କଲା କଟକ କମିଶନରେଟ ପୋଲିସ । ସୌରୀନଙ୍କୁ ପାଉନି ପୋଲିସ। କୋଲକତା ପୋଲିସ ସହାୟତାରେ ରେଡ୍ କରିଥିଲା କଟକ କମିଶନରେଟ ପୋଲିସ। ଏନେଇ…

ଗୋଟିଏ ପରିବାରର ୩ଜଣ ପିଇଦେଲେ ବିଷ, ଭାଇଭଉଣୀଙ୍କ ମୃତ୍ୟୁ, ମା’ ଗୁରୁତର

ବରଗଡ଼: ପରିବାରର ମୁଖ୍ୟଙ୍କ ବିୟୋଗରେ ସ୍ତ୍ରୀ ଓ ପୁଅଝିଅ ଭାଙ୍ଗି ପଡ଼ିଥିଲେ। ଏହି କାରଣରୁ ବିଷପିଇ ଜୀବନ ହାରିବାକୁ ଚାହୁଁଥିଲେ। କୀଟନାଶକ ପିଇଲା ପରେ ମା’, ପୁଅ ଓ ଝିଅ ଗୁରୁତର ହୋଇଥିଲେ। ତେବେ ଡାକ୍ତରଖାନା ନେବା ସମୟରେ ଭାଇଭଉଣୀଙ୍କ ମୃତ୍ୟୁ…

କଟକରେ ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଛୁରା ମାଡ଼

କଟକ: କଟକରେ ଚାଞ୍ଚଲ୍ୟ। ଦିନ ଦ୍ୱିପ୍ରହରରେ ବିବାହିତା ମହିଳାଙ୍କୁ ଛୁରା ମାଡ଼। ମହିଳାଙ୍କ ନାଁ ସୁଚିତ୍ରା ଖଟୁଆ। ତେଲେଙ୍ଗା ବଜାର ଅଞ୍ଚଳରେ ମହିଳାଙ୍କ ଘର । ଦୁର୍ବୃତ୍ତ ଜଣକ ମୁଁହ ରେ ମାସ୍କ ପିନ୍ଧି ଥିବାରୁ ମହିଳା ଜଣକ ଦୁର୍ବୃତ୍ତଙ୍କୁ ଚିହ୍ନି…

କଲେଜର ଛଅ ମହଲା କୋଠା ଉପରେ ଚଢ଼ି ବିପଦଜ୍ଜନକ ଭାବେ ରିଲସ୍ କଲେ ଛାତ୍ରୀ!

ବ୍ରହ୍ମପୁର: କଲେଜ ଛାତରେ ରିଲ୍ସ କରିବା ପଡିଲା ମହଙ୍ଗା । ଭିଡିଓ ଭାଇରାଲ ହେବା ପରେ କଲେଜ ପକ୍ଷରୁ ପ୍ରକାଶ ପାଇଲା ତତ୍ପରତା । ବ୍ରହ୍ମପୁର ଶଶିଭୂଷଣ ରଥ ସ୍ୱୟଂଶାସିତ ମହିଳା କଲେଜରେ ଏଣିକି ରିଲ୍ସ କରିବାକୁ ବାରଣ କରାଯାଇଛି ।…

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁଇ ଦୁର୍ବୃତ୍ତ

ସୋର: ସୋରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦିନ ଦ୍ବିପ୍ରହରରେ ସୋର ବରଫ ଛକରେ ବୁଲିଲା କଟୁରୀ ଓ ଭୁଜାଲି । ଆଉ ଲହୁ ଲୁହାଣ ହେଲେ ଯୁବକ । ଦୁଇ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ…

ଗଞ୍ଜାମ ଶେରଗଡରେ ବିଜେଡି ନେତାଙ୍କୁ ହତ୍ୟା

ଗଞ୍ଜାମ: ଗଞ୍ଜାମ ଶେରଗଡ ଥାନା ନନ୍ଦିନୀ ସେତୁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଯୁବ ବିଜେଡି ନେତାଙ୍କୁ ହତ୍ୟା କରି ବ୍ରିଜ ତଳକୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ମୃତକ ମଧୂସୁଦନ ବିଷୋଇ ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାକୁ…

ପ୍ରେମିକାକୁ ହତ୍ୟା କରି କୂଅରେ ଫୋପାଡିଲା ସୈତାନ ପ୍ରେମିକ

ଉମରକୋଟ: କୁହାଯାଏ ପ୍ରେମ ଶାଶ୍ବତ ଓ ଚିରନ୍ତର । ପ୍ରେମ ପାଇଁ କିଏ ନିଜ ଜୀବନକୁ ଉତ୍ସର୍ଗୀକୃତ କରୁଛି ତ କିଏ ସାତ ଦରିଆ ପାର କରୁଛି । ମାତ୍ର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଟୁଗାଁ ଗାଁରେ ଘଟିଛି ଏକ…