Crime

ପୋଲିସ-ମାଓବାଦୀ ଗୁଳି ବିନିମୟ: ୨ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ମାଓବାଦୀ ଓ ପୋଲିସ ମଧ୍ୟରେ ବଡ ଧରଣର ଗୁଳିବିନିମୟ ହୋଇଛି । ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଆହୁରି ଅନେକ ମାଓବାଦୀ ଆହତ ହୋଇଥିବା ଅନୁମାନ…

କବିସୂର୍ଯ୍ୟନଗରରେ ୨ ଜଣଙ୍କୁ ନିର୍ମମ ହତ୍ୟା ଘଟଣା : ୪ ଅଟକ

ଭଞ୍ଜନଗର: କବିସୂର୍ଯ୍ୟନଗର ଡବଲ ମର୍ଡର ଘଟଣାରେ ୪ ଅଟକ । ଘଟଣାସ୍ଥଳରୁ ଗୋଟିଏ ମାଉଜର ଏବଂ ୭ ରାଉଣ୍ଡ ଜୀବନ୍ତ ଗୁଳି ଓ ଗୋଟିଏ ଖୋକା ଜବତ ହୋଇଛି । ଗତକାଲି ରାତିରେ ସୁନାରିଝୋଳ ଗାଁରେ ରାଜନୈତିକ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣରେ…

ଶ୍ୱଶୁର ଘରକୁ ଯାଇ ଝୁଲି ପଡିଲେ ଡାକ୍ତର

ଶ୍ୱଶୁର ଘରକୁ ଯାଇ ଝୁଲି ପଡିଲେ ଡାକ୍ତର । ରବିବାର ରାତିରେ ଶ୍ୱଶୁର ଘରକୁ ଯାଇଥିବାବେଳେ ଆଜି ସକାଳୁ ତାଙ୍କ ମୃତଦେହ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଡାକ୍ତର ହେଉଛନ୍ତି ସୁରେନ୍ଦ୍ର ନାଥ ରଥ । ସେ ବ୍ରହ୍ମପୁର…

ଅନଲାଇନ୍ ପଞ୍ଜି ସ୍କାମ: ୩ ଚାଇନିଜ ଠକ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି

ଅନଲାଇନ୍ ପଞ୍ଜି ସ୍କାମରେ ଶହଶହ କୋଟି ଠକେଇ ମାମଲାରେ ଲୁକଆଉଟ୍ ସର୍କୁଲାର । ୩ ଚାଇନିଜ ଠକ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି । ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଲୁକ ଆଉଟ୍ ସର୍କୁଲାର ଜାରି ହୋଇଛି। ଏମାନେ ହେଲେ…

ଛିନତାଇ ଗ୍ୟାଙ୍ଗର ୪ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ଭୁବନେଶ୍ଵର: କମିଶନରେଟ୍ ପୋଲିସ କବଜାରେ ଛିନତାଇ ଗ୍ୟାଙ୍ଗ । ୪ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ୩୦ଟି ସୁନା ଚେନ, ୩ଟି ବାଇକ ଜବତ କରିଛି କମିଶନରେଟ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ…

ରକ୍ତ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୪ କର୍ମଚାରୀ ନିଲମ୍ବିତ

କଟକ: କଟକ ସେଣ୍ଟ୍ରାଲ ରେଡକ୍ରସ ରକ୍ତ ଭଣ୍ଡାରରେ ରକ୍ତ ଅନିୟମିତତା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଘଟଣାର ତଦନ୍ତ ଦାୟିତ୍ବରେ ଥିବା ୪ଜଣ ଟେକ୍ନିସିଆନକୁ ନିଲମ୍ବିତ କରିଛନ୍ତି ରେଡକ୍ରସ ରକ୍ତ ଭଣ୍ଡାର ନିର୍ଦ୍ଦେଶକ । ଏହି ୪ ଜଣ…

ନବ ବିବାହିତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦାରେ ନବ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ଆଠଗଡ଼ ପୋଲିସ୍ ପହଞ୍ଚି ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ତତନ୍ତ ଜାରୀ ଜାରି ରହିଛି ।…

NRI କୋଟାରେ ଆଡମିଶନ ଠକେଇ, ୨ ଠକଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ଭୁବନେଶ୍ୱର: NRI କୋଟାରେ ଚାଲୁଥିବା ବଡ଼ ଜାଲିଆତି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ନାମୀ ଦାମୀ ବିଶ୍ୱବିଦ୍ୟାଳୟରେ ନାମ ଲେଖା ଆଳରେ ଠକୁଥିବା ଏକ ଠକେଇ ଗୃପର ପର୍ଦ୍ଦାଫାସ କରିଛି ସ୍ପେଶାଲ କ୍ରାଇମ ୟୁନିଟ୍ । ଯୁବପିଢିଙ୍କୁ MBBS…

ମହିଳାଙ୍କ ଠାରୁ ଚୋର ଝାମ୍ପି ନେଲା ୩ ଲକ୍ଷ ଟଙ୍କା

ପୁରୀ: ଚୋର ଝାମ୍ପି ନେଲେ ୩ ଲକ୍ଷ ଟଙ୍କା। ମହିଳାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଲେ ଲୁଟେରା । ପୁରୀ ତାଳବଣିଆ ଥାନା ଅଧୀନ ମଧୁବନ ନିକଟରେ ଜଣେ ମହିଳାଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଲେ…

ସୁବର୍ଣ୍ଣପୁରରୁ ୪୧ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ , ଜଣେ ଗିରଫ

ଭୁବନେଶ୍ୱର: ଭଡା ଘରେ ଛପା ଯାଉଥିଲା ଜାଲ ନୋଟ୍ । ଧରିଲା ଏସଟିଏଫ୍ । ସୁବର୍ଣ୍ଣପୁରରୁ ଜବତ ହୋଇଛି ୪୧ ଲକ୍ଷ ଟଙ୍କାର ଜାଲ୍‌ ନୋଟ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳରେ ଏସଟିଏଫ୍ ଚଢାଉ କରି ୪୧ ଲକ୍ଷ…