Crime

କଳାହାଣ୍ଡି ଧର୍ମଗଡରେ ସଶସ୍ତ୍ର ଡକାୟତି: ଡକାୟତ ଲୁଟିଲେ ୨୫ଭରି ସୁନା

ଧର୍ମଗଡ : କଳାହାଣ୍ଡି ଧର୍ମଗଡରେ ସଶସ୍ତ୍ର ଡକାୟତି । ଘର ଆଲମିରା ଭାଙ୍ଗି ଡକାୟତମାନେ ଲୁଟିଛନ୍ତି ୨୫ ଭରି ସୁନା ଅଳଙ୍କାର । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଓଲମା ଗାଁରେ । ଗତକାଲି…

ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତକୁ ଛଡାଇ ନେଲେ ଦୁର୍ବୁତ୍ତ

ସୋରୋ: ଵାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ଫାଣ୍ଡି ପୋଲିସ ଘାଟ ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ । ଅନନ୍ତପୁର ଫାଣ୍ଡି ପୋଲିସ ଜଣେ ଅଭିଯୁକ୍ତ ବଂଶୀଧର…

ରାଉରକେଲା NITରୁ ୪ ନକଲି ପରୀକ୍ଷାର୍ଥୀ ଗିରଫ

ରାଉରକେଲା : ରାଉରକେଲାରେ ଧରାପଡ଼ିଲେ ନକଲି ପରୀକ୍ଷାର୍ଥୀ । ଜାତୀୟ ବୈଷୟିକ ପ୍ରତିଷ୍ଠାନ -ଏନ୍ଆଇଟି ଟେକ୍ନିକାଲ ଆସିଷ୍ଟାଣ୍ଟ ନିଯୁକ୍ତି ପରୀକ୍ଷାରେ ଧରାପଡିଲେ ଜାଲ ପରୀକ୍ଷାର୍ଥୀ। ଏହି ଚାରି ଅଭିଯୁକ୍ତ ହେଉଛନ୍ତି- ପୁନିତ ସିଂହ, ଗୌରବ ଚୌହାନ, ମନିଷ କୁମାର ଏବଂ ସୁନୀଲ।…

କଙ୍ଗାରୁ କୋର୍ଟରେ ବନ୍ଧା ହୋଇ ମାଡ଼ ଖାଇଲେ ଯୁବକ

ଆନନ୍ଦପୁର : ଆନନ୍ଦପୁର ପୋଲିସର ବିଚିତ୍ର ନୀତି । କଙ୍ଗାରୁ କୋର୍ଟରେ ବନ୍ଧା ହୋଇ ମାଡ଼ ଖାଇଥିବା ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଅଭିଯୋଗ । ପୁଅକୁ ଉଦ୍ଧାର କରିବା ପାଇଁ ଯାଇଥିବା ମାଆକୁ ମଧ୍ୟ ମାଡ ମରାଯାଇଥିବା ନେଇ ଅଭିଯୋଗ…

ରୁଟି ପୋଡ଼ିଯିବାରୁ ତାୱାରେ ବୋହୂକୁ ଚେଙ୍କ, ଶାଶୁ ଓ ସ୍ବାମୀ ଗିରଫ

କାମାକ୍ଷାନଗର: ବୋହୂକୁ ଗରମ ତାୱା ଚେଙ୍କ । ରୁଟି ପୋଡ଼ିଯିବାରୁ ତାୱାରେ ବୋହୂକୁ ଚେଙ୍କ ଦେଇ ଗିରଫ ହେଲେ ଶାଶୁ ଓ ସ୍ବାମୀ । ଭୂବନ ଥାନା ଲତାବିଲ ଅଞ୍ଚଳର ଭାଗିରଥୀ ବେହେରାଙ୍କ ଝିଅ ରଶ୍ମିତା ବେହେରା ଜଗତସିଂହପୁର ଖାରବେଳର ଦିଗବିଜୟଙ୍କୁ…

ସ୍କୁଲ ଭିତରେ ବନ୍ଧୁଙ୍କ ସହ ମଦ୍ୟପାନ କଲେ ଶିକ୍ଷକ

ବୌଦ୍ଧ: ସରକାରୀ ସ୍କୁଲରେ ପିଲାଙ୍କୁ ଶିକ୍ଷାଦାନ ଦେବା ବଦଳରେ ଏକ କୋଠରୀରେ କବାଟ ବନ୍ଦ କରି ମଦ୍ୟପାନ କରୁଛନ୍ତି ଶିକ୍ଷକ । ଜଣେ ଶିକ୍ଷକ ଏବଂ ତାଙ୍କର ଅନ୍ୟ ଜଣେ ବନ୍ଧୁ ମିଶି ମଦ୍ୟପାନ କରୁଥିବା ମୁହୂର୍ତ୍ତର ଭିଡିଓ ଏବେ ଭାଇରାଲ…

ଚାକିରି ଦେବା ନାଁରେ ଠକେଇ ମାମଲା: ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନକୁ ଗିରଫ କଲା ଏସଟିଏଫ

ଭୁବନେଶ୍ବର: ସୂଚନା ଅଧିକାର କର୍ମୀ କହି ଠକେଇ ମାମଲା । ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନଙ୍କୁ ଗିରଫ କଲା ଏସଟିଏଫ୍ । କାହ୍ନୁ ଚରଣଙ୍କଠାରୁ ୪ କୋଟି ଟଙ୍କା ବ୍ୟାଙ୍କ ଖାତା ଜମା ଥିବା ନେଇ ତଥ୍ୟ ମିଳିଛି ।…

ଏସଆଇଙ୍କୁ ଆକ୍ରମଣ ଘଟଣା: ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଅପରାଧୀଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ଗର । ଧଉଳି ଥାନା ଅଧୀନ ଲିଙ୍ଗିପୁର ବିଦ୍ୟୁତ ସବଷ୍ଟେସନ ନିକଟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ପରିତ୍ୟକ୍ତ କୋଠା ଘରେ ଏକ ଅପରାଧୀ ଗ୍ୟାଙ୍ଗ ଅପରାଧ ଘଟାଇବା ପାଇଁ…

ବିବାହିତ ପ୍ରେମିକ ଘର ଆଗରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭଞ୍ଜନଗର : ବିବାହିତ ପ୍ରେମିକ ଘର ଆଗରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଗଞ୍ଜାମ ଭଞ୍ଜନଗର ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ଗାଁର ଘଟଣା । ତେବେ ଯୁବତୀଙ୍କୁ ବିଷ ଦେଇ ବିବାହିତ ପ୍ରେମିକ ହତ୍ୟା କରିଛି । ଏଭଳି ଅଭିଯୋଗ କରି…

ମାଲକାନଗିରିରେ ଥମୁନି ଧଳା ଜହର କାରବାର, ୬ ଗିରଫ

କାଲିମେଳା : ମାଲକାନଗିରିରେ ଥମୁନି ଧଳା ଜହର କାରବାର । ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ । ଧଳା ଜହର କାରବାର ମାମଲାରେ ଗିରଫ ୬ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ୧.୬ ଗ୍ରାମର…