ଟ୍ରେନ ଦୁର୍ଘଟଣା ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମରେ ଟ୍ରୋଲ ହେଲେ ବାଗେଶ୍ବର ବାବା
ନୂଆଦିଲ୍ଲୀ: ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀ ତାଙ୍କର ଚମତ୍କାର ପାଇଁ ଗତ କିଛି ମାସ ହେଲାଣି ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି। ସେ ସମସ୍ତଙ୍କ ଅତୀତକୁ ଦେଖି ପାରୁଥିବା ଦାବି କରନ୍ତି। ବେଳେବେଳେ ସେ ଭବିଷ୍ୟବାଣୀ ମଧ୍ୟ କରୁଥିବା ଦେଖାଯାଏ।…
