ଜଳ ଜୀବନ ମିଶନ ସ୍କାମ୍: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଗିରଫ

ଜୟପୁର: ଜୟପୁରରେ ପୁଣି ଥରେ ଏକ ବଡ଼ ଠକେଇ ହଇଚଇ ସୃଷ୍ଟି କରିଛି। ଦୀର୍ଘ ସମୟ ଧରି ତଦନ୍ତ ଚାଲିଥିବା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସୁବୋଧ ଅଗ୍ରୱାଲଙ୍କୁ ଶେଷରେ ନୂଆଦିଲ୍ଲୀରୁ ଗିରଫ କରାଯାଇଛି। ତାଙ୍କୁ ଅଧିକ ପଚରାଉଚରା ପାଇଁ ଖୁବ୍ ଶୀଘ୍ର…

ପୁନଃ ନିର୍ବାଚିତ ହେଲେ ପ୍ରଥମରୁ ପିଜି ଯାଏଁ ମାଗଣା ଶିକ୍ଷା, ଛାତ୍ରୀମାନଙ୍କ ପାଇଁ ଷ୍ଟାଇପେଣ୍ଡ ବ୍ୟବସ୍ଥା

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଯଦି ସେ ପୁନଃ ନିର୍ବାଚିତ ହୁଅନ୍ତି ତେବେ ପ୍ରାଥମିକ ଶିକ୍ଷା ଠାରୁ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା…

ବିଧାନସଭା ନିର୍ବାଚନ ପାଇଁ ଆସାମ, କେରଳ, ପୁଡ଼ୁଚେରୀରେ ମତଦାନ ଶେଷ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ମଧ୍ୟରେ ଆଜି ଆସାମ, କେରଳ ଏବଂ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ନିର୍ବାଚନ କମିସନ ତଥ୍ୟ ଅନୁଯାୟୀ ପୁଡ଼ୁଚେରୀରେ ସର୍ବାଧିକ ୮୬.୯୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବାବେଳେ ଆସାମରେ ୮୪.୪୨ ପ୍ରତିଶତ ଏବଂ କେରଳରେ…

ହିଜବୁଲ୍ଲା ନେତାର ବ୍ୟକ୍ତିଗତ ପରାମର୍ଶଦାତା ମୃତ

ନୂଆଦିଲ୍ଲୀ : ଇରାନ-ଆମେରିକା ଅସ୍ତ୍ରବିରତି ପରେ ଲେବାନନର ରାଜଧାନୀ ଉପରେ ଆକ୍ରମଣ କରିଛି ଇସ୍ରାଏଲ । ଏହି ଆକ୍ରମଣରେ ହିଜବୁଲ୍ଲା ନେତା ନଇମ କାସିମର ବ୍ୟକ୍ତିଗତ ପରାମର୍ଶଦାତା ଏବଂ ପୁତୁରାର ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ ଦାବି କରିଛି । ଇସ୍ରାଏଲ ସେନା…

୧୫,୪୦୦ ଟନ୍ ଏଲପିଜି ନେଇ ଭାରତ ପହଞ୍ଚିଲା ଗ୍ରୀନ ଆଶା

ମୁମ୍ବାଇ : ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସଙ୍କଟ ଭିତରେ ହର୍ମୁଜ ପ୍ରଣାଳୀ ପାର ଭାରତରେ ପହଞ୍ଚିଛି ଆଉ ଏକ ଏଲପିଜି ଟ୍ୟାଙ୍କର ଜାହାଜ । ଏହି ଜାହାଜରେ ୧୫,୪୦୦ ଟନର ଏଲପିଜି ରହିଛି । ମୁମ୍ବାଇର ଜବାହରଲାଲ ନେହରୁ ବନ୍ଦର ପ୍ରାଧିକରଣ…

ରେଷ୍ଟୁରାଣ୍ଟ ଖାଦ୍ୟ ଖାଇ ଯୁବକ ମୃତ, ୨ ଗୁରୁତର

ବିହାର : ବିହାର ଭଭୁଆ ସହରରେ ଥିବା ଏକ ରେଷ୍ଟୁରାଣ୍ଟର ଖାଦ୍ୟ ଗୋଟେ ପରିବାରକୁ ଛାରଖାର କରିଦେଇଛି । ଏଠାରୁ ପ୍ୟାକ୍ କରିନେଇଥିବା ମଞ୍ଚୁରିଆନ ଏବଂ କଢାଇ ପନିର ଖାଇବାର କିଛି ଘଣ୍ଟା ଭିତରେ ୨୦ ବର୍ଷୀୟ ଯୁବକଙ୍କ ଜୀବନ ଚାଲିଯାଇଥିବା ବେଳେ…

୨୦ ଘଣ୍ଟା ଧରି କେଦାରନାଥରେ ତୁଷାରପାତ, ଏପ୍ରିଲ ୨୨ରେ ଖୋଲିବ ଦ୍ବାର

ଉତ୍ତରାଖଣ୍ଡ : କେଦାରନାଥରେ ତୁଷାରପାତ କମିବାର ନାଁ ନେଉନି । ମଙ୍ଗଳବାରଠାରୁ ଲଗାତାର ଭଗବାନ ଶିବଙ୍କ ତୀର୍ଥସ୍ଥାନରେ ତୁଷାରପାତ ଲାଗି ରହିଛି । ଯାହା ତୀର୍ଥଯାତ୍ରୀଙ୍କ ଯାତ୍ରାରେ ବାଧା ସୃଷ୍ଟି କରୁଛି । ଭଗବାନଙ୍କ ଦର୍ଶନ କରିବାକୁ ଥିବା ଭକ୍ତଙ୍କ ପାଇଁ ଏପ୍ରିଲ…

ଜୀଅନ୍ତା ମାଛ ଗିଳିଦେଲା ବର୍ଷକର ଶିଶୁ, ସୁରକ୍ଷିତ ଭାବେ ବାହାର କଲେ ଡାକ୍ତର

ଇନ୍ଦୋର : ଜୀଅନ୍ତା ମାଛ ଗିଳିଦେଲା ବର୍ଷକର ଛୁଆ । ହେଲେ ଡାକ୍ତରଙ୍କ ଯୋଗୁଁ ବଞ୍ଚିଗଲା ଜୀବନ । ମାଛ ସହିତ ଖେଳିଖେଳି ପିଲାଟି ମାଛକୁ ଗିଳିଦେଇଥିଲା । ଡାକ୍ତର ଯାହାକୁ ସୁରକ୍ଷିତ ଭାବେ ବାହାର କରିଛନ୍ତି । ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ…

୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ମିଳିବ ବିଶ୍ବସ୍ତରୀୟ ଗୁଣାତ୍ମକ ବିଦ୍ୟୁତ ସେବା

ଭୁବନେଶ୍ୱର : ଭୁବନେଶ୍ୱରର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଲିଅନ୍ତା ଠାରେ ୩ଟି ନୂତନ ଗ୍ରୀଡ୍ ସବ୍ ଷ୍ଟେସନ ଓ ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ ସମିସନ ଲାଇନ୍ ଉଦ୍ଘାଟନ କରିଛନ୍ତି । ସୂଚନାଯୋଗ୍ୟ…

ବଢ଼ିଲା OTET 2026 ପାଇଁ ଅନଲାଇନ୍ ଆବେଦନର ଅବଧି

କଟକ: ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଗୁରୁବାର ଦିନ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) 2026 ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖ ବୃଦ୍ଧି କରିଛି । ତାଙ୍କର ସଦ୍ୟତମ ପ୍ରେସ୍ ବିଜ୍ଞପ୍ତିରେ, ବୋର୍ଡ ଘୋଷଣା କରିଛି ଯେ OTET-2026…