ସେନାମୁଖ୍ୟ ଜେନେରାଲ ଜର୍ଜଙ୍କୁ ବିଦା କଲା ଆମେରିକା

ୱାଂଶିଟନ୍: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି।   ଇରାନ ସହ ଯୁଦ୍ଧ ମଝିରେ ସେନାମୁଖ୍ୟଙ୍କୁ ବିଦା କଲା ଆମେରିକା।ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ଜର୍ଜଙ୍କୁ ତୁରନ୍ତ ଅବସର ନେବାକୁ…

ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ

ୱାଶିଂଟନ : ପୁଣି ଟ୍ରମ୍ପଙ୍କ ଟାରିଫ୍ ଝଟକା। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପୁଣି ବିଶ୍ୱକୁ ଶୁକ୍ରବାର ଆଉ ଏକ ବଡ ଝଟକା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଔଷଧ ଉପରେ ଲଗାଇଛନ୍ତି ୧୦୦ ପ୍ରତିଶତ ଶୁଳ୍କ। ମଧ୍ୟପ୍ରାଚ୍ୟରେ ସଂଘର୍ଷ ମଧ୍ୟରେ…

ଆମେରିକାର ଦ୍ୱିତୀୟ F-35 ଯୁଦ୍ଧ ବିମାନକୁ ଖସାଇଲା ଇରାନ

ନୂଆଦିଲ୍ଲୀ: ଇରାନ ଖସାଇଲା F-35 ଯୁଦ୍ଧ ବିମାନ । ଆକାଶ ମାର୍ଗରେ ଆମେରିକାର ଦ୍ୱିତୀୟ F-35 ଯୁଦ୍ଧ ବିମାନକୁ ଖସାଇଥିବା ଇରାନ ଦାବି କରିଛି । ଇରାନର ସରକାରୀ ଗଣମାଧ୍ୟମ ‘ମେହେର ନ୍ୟୁଜ୍ ଏଜେନ୍ସି’ ଅନୁଯାୟୀ ଇରାନ ନିଜର ଏୟାର ଡିଫେନ୍ସ…

‘ଚୁପ୍ କରାଯାଇଛି, କିନ୍ତୁ ମୁଁ ହାରିନାହିଁ’ : ପଦରୁ ହଟିବା ପରେ ରାଘବ ଚଢାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ରାଜ୍ୟସଭାରେ ଆମ ଆଦମୀ ପାର୍ଟିର ଉପନେତା ପଦରୁ ହଟିବାର କିଛି ଘଣ୍ଟା ପରେ ସୋସିଆଲ ମିଡିଆରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ରାଘବ ଚଢା । ମୋ ନୀରବାତକୁ ହାରିବା ଭାବିବନି ବୋଲି କହିଛନ୍ତି ରାଘବ । ସୋସିଆଲ ମିଡିଆରେ…

ବିଷାକ୍ତ ମଦ ପିଇ ୪ ମୃତ, ଅନେକ ଅସୁସ୍ଥ

ବିହାର : ବିହାର ମୋତିହାରୀରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ଜୀବନ ଚାଲିଯାଇଛି । ଅନେକ ଲୋକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ହସପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରେ ୨ ଜଣଙ୍କ ଦୃଷ୍ଟିଶକ୍ତି ଚାଲିଯାଇଛି । ବିଷାକ୍ତ ମଦ ଯୋଗୁଁ…

ଇରାନ୍ ସର୍ବବୃହତ ବ୍ରିଜ୍ ଉପରେ ଆମେରିକାର ଆକ୍ରମଣ: ୮ ମୃତ, ୯୫ ଆହତ

ନୂଆଦିଲ୍ଲୀ : ଇସ୍ରାଏଲ-ଆମେରିକା ଏବଂ ଇରାନ୍ ଯୁଦ୍ଧ ୩୫ ତମ ଦିନରେ ପହଞ୍ଚିଛି । ଉଭୟ ପକ୍ଷରେ ଯୁଦ୍ଧ ଜାରି ରହିଛି । ଆମେରିକା ଇରାନର ସବୁଠାରୁ ବଡ଼ ବ୍ରିଜ୍କୁ ଧ୍ବଂସ କରିଦେଇଛି ।  ଏହାରି ମଧ୍ୟରେ ଇରାନ୍ ଇସ୍ରାଏଲର ରାଜଧାନୀ ତେଲ-ଅଭିଭରୁ…

୮୧୬କୁ ବୃଦ୍ଧି ହେବ ଲୋକସଭା ଆସନ, ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗି ଆସୁଛି ସମ୍ବିଧାନ ସଂଶୋଧନ ବିଲ୍

ନୂଆଦିଲ୍ଲୀ: ୮୧୬କୁ ବୃଦ୍ଧି ହେବ ଲୋକସଭା ଆସନ । ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗି ଆସୁଛି ବଡ଼ ବିଲ୍ । ଭାରତୀୟ ସଂସଦରେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି । ଲୋକସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି…

AMAZON ଉପରେ ଇରାନର ଆକ୍ରମଣ !

ଇରାନ୍ : ଗତକାଲି ଇରାନ୍ ଦୁବାଇରେ ଥିବା ଆମେରିକାର ଟେକ୍ କମ୍ପାନୀ ଓରାକଲର ଏକ ଡାଟା ସେଣ୍ଟର ଉପରେ ଆକ୍ରମଣ କରିଥିବା ଦାବି କରିଛି । ଦୁବାଇରେ ଥିବା ଓରାକଲର ଏକ ଡାଟା ସେଣ୍ଟରକୁ ଟାର୍ଗେଟ୍ କରାଯାଇଥିବା ଦାବି କରୁଛି ଇରାନର ସରକାରୀ…

ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ: ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ବର: ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ । ରେଳୱେ ବୋର୍ଡର ନିଷ୍ପତ୍ତି ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା । ରେଳୱେକୁ ନେଇ ତେଜିଲା ରାଜନୀତି । ପ୍ରେସମିଟରେ ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟରେ ଏବେ…

ଚୋର ସହ ଠେଲାପେଲା ବେଳେ ଛାତରୁ ପଡି ଯୁବକ ମୃତ

ଭୁବନେଶ୍ବର: ଭୁବନେଶ୍ବରରେ ଦେଖାଦେଇଛି ଚାଞ୍ଚଲ୍ୟ । ଛାତରୁ ଖସିପଡି ଯୁବକଙ୍କର ହୋଇଛି ମୃତ୍ୟୁ । ନିର୍ମାଣଧୀନ କୋଠାର ଛାତରୁ ପଡି ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ସହିଦନଗର ଥାନା ଅଞ୍ଚଳରେ ଘଟିଛି ଏ ଘଟଣା । ସ୍ଥାନୀୟ ପୋଷ୍ଟ ଅଫିସ ନିକଟରୁ…