ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କୁ ଟିଏମସି କର୍ମୀଙ୍କ ଆକ୍ରମଣ

ନୂଆଦିଲ୍ଲୀ: ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କ ମାଙ୍କୁ ଟିଏମସିର କିଛି କର୍ମୀ ହଇରାଣ କରିଥିବା ଅଭିଯୋଗ ଆଣିଛନ୍ତି ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ। ଯାହାର ଏକ ଭିଡ଼ିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ…

ଇମେଲ୍ ମାଧ୍ୟମରେ ବିହାର ବିଧାନସଭାକୁ ବୋମା ଧମକ

ପାଟନା: ଶୁକ୍ରବାର ବିହାର ବିଧାନସଭାକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି। ଘଟଣାକୁ ନେଇ ବିଧାନସଭା ପରିସରରେ ବ୍ୟାପକ ପୁଲିସ ମୃତୟନ କରାଯାଇଛି। ଘଟଣାକୁ ନେଇ ସଚିୱାଲେ-୧ ସବଡିଭିଜନାଲ୍ ପୁଲିସ ଅଧିକାରୀ (SDPO) ଅନୁ କୁମାରୀ କହିଛନ୍ତି, ଆମେ ସୂଚନା ପାଇଲୁ…

ପ୍ରତି ମାସରେ ମହିଳାଙ୍କୁ ମିଳିବ ୩ ହଜାର, ବସ୍‌ରେ ମାଗଣା ଯାତ୍ରା ସୁବିଧା

ନୂଆଦିଲ୍ଲୀ : ମହିଳାଙ୍କୁ ପ୍ରତି ମାସର ୧ ରୁ ୫ ତାରିଖ ମଧ୍ୟରେ ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩,୦୦୦ ସିଧାସଳଖ ସ୍ଥାନାନ୍ତର କରାଯିବ। ସମସ୍ତ ସରକାରୀ କର୍ମଚାରୀ ଏବଂ ବେତନଭୋଗୀ ବ୍ୟକ୍ତିବିଶେଷଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ)…

ଯମୁନାରେ ଡଙ୍ଗା ବୁଡି ୧୦ ମୃତ, ଅନେକ ନିଖୋଜ

ଉତ୍ତରପ୍ରଦେଶ : ବୃନ୍ଦାବନ ଯମୁନା ନଦୀରେ ଓଲଟିଲା ଡଙ୍ଗା । ଡଙ୍ଗା ବୁଡ଼ିବାରୁ ୧୦ ଜଣକ ମୃତ୍ୟୁ ହୋଇଥିବା ବେଳେ ଅଧିକ ନିଖୋଜ ରହିଛନ୍ତି । ନଦୀରେ ନିର୍ମିତ ହୋଇଥିବା ପୀପା ପୋଲ ନିକଟରେ ଶ୍ରଦ୍ଧାଳୁଙ୍କ ଡଙ୍ଗା ବୁଡିଥିବା ସୂଚନା ମିଳିଛି ।…

କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତଙ୍କୁ ବ୍ରିଗେଡିୟର ପଦୋନ୍ନତି

ନୂଆଦିଲ୍ଲୀ : ଭାରତୀୟ ସେନାର କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତଙ୍କୁ ପଦୋନ୍ନତି ମିଳିଛି । କର୍ଣ୍ଣେଲରୁ ବ୍ରିଗେଡିୟର ପଦବୀକୁ ପଦୋନ୍ନତି ହୋଇଛନ୍ତି ଭାରତୀୟ ସେନା ଅଧିକାରୀ ଶ୍ରୀକାନ୍ତ ପୁରୋହିତ । ବହୁଚର୍ଚ୍ଚିତ ମହାରାଷ୍ଟ୍ର ମାଲେଗାଓଁ ବ୍ଲାଷ୍ଟ ମାମଲାରେ ଫସିଥିଲେ ଶ୍ରୀକାନ୍ତ ପୁରୋହିତ । ୧୭…

ଇରାନ ସହ ଶାନ୍ତି ଆଲୋଚନା ପାଇଁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପାକିସ୍ତାନ ଗସ୍ତ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କରାଚୀ : ପାକିସ୍ତାନରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପାଇଁ କଡ଼ା ସୁରକ୍ଷା । ୧୦୦ରୁ ଅଧିକ ଗାଡ଼ି ମୁତୟନ। ସୁରକ୍ଷାକର୍ମୀଙ୍କ ଛାଉଣୀ । ଇସଲାମାବାଦରେ କାଲି ଶାନ୍ତି ଆଲୋଚନା । ଇରାନ ସହିତ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ଆଲୋଚନା ପାଇଁ ଆମେରିକା ଉପ-ରାଷ୍ଟ୍ରପତି…

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନୀତିଶ କୁମାର

ବିହାର : ନୀତିଶ କୁମାରଙ୍କ ନୂଆ ଇନିଂସ । ଦିଲ୍ଲୀରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନୀତିଶ କୁମାର । ତାଙ୍କୁ ଶପଥ ପାଠ କରାଇଲେ ରାଜ୍ୟସଭା ସଭାପତି ସିପି ରାଧାକ୍ରିଷ୍ଣନ । ଶପଥ ନେବା ପୂର୍ବରୁ ବିଜେପିର ପୂର୍ବତନ ରାଷ୍ଟ୍ରୀୟ…

ଇସ୍ତଫା ଦେଲେ ଜଷ୍ଟିସ ଯଶୱନ୍ତ ବର୍ମା, ସରକାରୀ ବାସଭବନରୁ ମିଳିଥିଲା ବିପୁଳ ଟଙ୍କା

ନୂଆଦିଲ୍ଲୀ : ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ଜଷ୍ଟିମ ଯଶୱନ୍ତ ବର୍ମା ବିରୋଧରେ ଗତବର୍ଷ ମାର୍ଚ୍ଚ ୧୪ରେ ଦିଲ୍ଲୀର ସରକାରୀ ବାସଭବନରେ ନିଆଁ ଲାଗିବା ଯୋଗୁଁ ବିପୁଳ…

ଦୁଇ କାର୍ ମୁହାଁମୁହିଁ : ଚାଲିଗଲା ଗୋଟିଏ ପରିବାରର ୬ ଜୀବନ

ଛତିଶଗଡ଼ : ଗତକାଲି ରାତିରେ ଛତିଶଗଡ଼ କାଙ୍କେରରୁ ଏକ ଭୟଙ୍କର ସଡକ ଦୁର୍ଘଟଣା  ଖବର ସାମ୍ନାକୁ ଆସିଛି । ଜାତୀୟ ରାଜପଥରେ ନାଥିଆ ନବ ଗାଁ ନିକଟରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଦୁର୍ଘଟଣାରେ ୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଥିବାବେଳେ…

ହାତୀର ଗଳିତ ମୃତଦେହ ଉଦ୍ଧାର, ଦାନ୍ତ ଲୁଟ ପାଇଁ ହତ୍ୟା ସନ୍ଦେହ

ନରସିଂହପୁର  : କଟକ ବଡମ୍ବା ଖାରୋଡ଼ ହାଡୁଆ ବ୍ରିଜ ନିକଟରୁ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ।  ସ୍ଥାନୀୟ ଲୋକେ ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ମୃତଦେହ ଦେଖି ବନବିଭାଗକୁ ଖବର ଦେଇଥିଲେ  ।  ବନବିଭାଗ ପହଞ୍ଚି ମୃତଦେହ ଜବତ…