ରେସଲରଙ୍କ ସମର୍ଥନରେ ବାହାରିଲା ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳ

ନୂଆଦିଲ୍ଲୀ :ନ୍ୟାୟ ପାଇଁ ଦିଲ୍ଲୀ ଯନ୍ତରମନ୍ତରରେ ଲଢ଼େଇ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କ ସମର୍ଥନରେ ବାହାରିଛି ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଦଳ। ଆନ୍ଦୋଳନ ରତ ରେସଲରମାନଙ୍କୁ ଅସମ୍ମାନ କରାଯିବାକୁ ଟିମ୍‌ ସଦସ୍ୟମାନେ ଘୋର ନିନ୍ଦା କରିଛନ୍ତି। ଦିଲ୍ଲୀ ପୁଲିସ…

ଘରେ ପତ୍ନୀଙ୍କୁ ଭେଟିପାରିବେ ମନୀଷ ସିସୋଦିଆ, କୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ :ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ ଆଦ୍‌ମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ଅନ୍ତରୀଣ ଆଶ୍ୱସ୍ତି ମିଳିଛି। ତାଙ୍କୁ ଆସନ୍ତାକାଲି ସକାଳ ୧୦ଟାରୁ ଅପରାହ୍ନ ୫ଟା ଭିତରେ ଘରକୁ ଯାଇ ପତ୍ନୀକୁ ଭେଟି ପାରିବାର ଅନୁମତି ମିଳିଛି। ତେବେ ଏହି…

ନିଜ ଅପରେଟରଙ୍କୁ ମାରିଦେଲା କୃତ୍ରିମ ବୁଦ୍ଧି ପରିଚାଳିତ ଡ୍ରୋନ !

ନୂଆଦିଲ୍ଲୀ : କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଣିଷ ସଭ୍ୟତା ପାଇଁ ଆଣବିକ ଯୁଦ୍ଧ ପରି ବିପଜ୍ଜନକ ବୋଲି ବିଶେଷଜ୍ଞମାନେ ଯାହା କହିଛନ୍ତି ତାହା ଭୁଲ ନୁହେଁ। ଏବେ ଏପରି ଏକ ଘଟଣା ଘଟିଛି। କୃତ୍ରିମ ବୁଦ୍ଧି ପରିଚାଳିତ ଏକ…

୮୦ ଦଶକ ଟିପ୍ପଣୀ ପାଇଁ ଅଡ଼ୁଆରେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କର ଏକ ଟିପ୍ପଣୀ ଦ୍ବାରା ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଥିବା ଚର୍ଚ୍ଚା ହେଉଛି। କାଲିଫର୍ଣ୍ଣିଆରେ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି, ‘୧୯୮୦ ଦଶକରେ ଦେଶରେ ଦଳିତମାନଙ୍କ ସ୍ଥିତି ଯେଭଳି…

ଜମ୍ମୁ ଓ କଶ୍ମୀରର ସାମ୍ବାରେ ସୀମା ସୁରକ୍ଷା ବଳ ଗୁଳି ଚୋଟରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

ନୂଆଦିଲ୍ଲୀ: ବୁଧବାର ରାତିରେ ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଅଞ୍ଚଳରେ ସୀମା ସୁରକ୍ଷା ନିରାପତ୍ତା ବଳଙ୍କ ଗୁଳି ଚୋଟରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ରାତି ପ୍ରାୟ ୨.୩୦ରେ ସାମ୍ବା ସେକ୍ଟର୍‌ ଅନ୍ତର୍ଗତ…

ଦଙ୍ଗାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଶାନ୍ତି ଫେରାଇଆଣିବାକୁ ନିଯୁକ୍ତ ହେଲେ ନୂଆ ଡିଜିପି, ରାଜୀବ ସିଂଙ୍କୁ ମିଳିଲା ଦାୟିତ୍ୱ

ଇମ୍ଫାଲ: ମଣିପୁରରେ ଅଶାନ୍ତ ସ୍ଥିତି ଲାଗି ରହିଛି। ବିଭିନ୍ନ ଅଞ୍ଚଳରେ ଲୁଟ୍‌ ଏବଂ ପୋଡ଼ାଜଳା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତେବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ମଧ୍ୟରେ ମଣିପୁରରେ ଏକ ପ୍ରମୁଖ ପ୍ରଶାସନିକ ପରିବର୍ତ୍ତନ ହୋଇଛି। ୧୯୯୩ ବ୍ୟାଚ୍…

ଭାରତୀୟ କୁସ୍ତି ଯୋଦ୍ଧାଙ୍କ ସପକ୍ଷରେ UWW, କହିଲା – ୪୫ ଦିନରେ ନିର୍ବାଚନ ନ ହେଲେ ଭାରତ ସସ୍‌ପେଣ୍ଡ

ନୂଆଦିଲ୍ଲୀ : ଭାରତୀୟ ରେସଲିଂ ଫେଡରେସନ ସଭାପତି ବ୍ରିଜ୍ ଭୂଷଣ ସିଂହଙ୍କ ବିରୋଧରେ ଆନ୍ଦୋଳନ ଚଳାଇଥିବା କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲା ୟୁନାଇଟେଟ୍ ୱାର୍ଲଡ ରେସଲିଂ ଆସୋସିଏସନ( UWW) । ଦୁଇ ଦିନ ପୂର୍ବେ ଆନ୍ଦୋଳନ ବେଳେ ଅଲିମ୍ପିକ ପଦକ ବିଜେତା…

କଂଗ୍ରେସ କହିଲା ସ୍ମୃତି ଇରାନୀ ନିଖୋଜ, ମନ୍ତ୍ରୀ ଜବାବ ଦେଲେ- ‘ମୁଁ ଆମେଠିରେ ଅଛି, ରାହୁଲ ଗାନ୍ଧିଙ୍କୁ ଆମେରିକାରେ ଖୋଜ’

ନୂଆଦିଲ୍ଲୀ :କଂଗ୍ରେସ ଓ ବିଜେପି ମଧ୍ୟରେ ଲାଗିଛି ସାଂଘାତିକ ଟ୍ୱିଟର ୱାର । କଂଗ୍ରେସ ପକ୍ଷରୁ ଗତକାଲି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ନିଖୋଜ ଥିବା ନେଇ ପୋଷ୍ଟର ଟ୍ୱିଟ କରାଯାଇଥିଲା। ଏହି ଫଟୋ ଭାଇରାଲ ହେବା…

ଖସିଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ

ନୂଆଦିଲ୍ଲୀ : ଜୁନ୍‌ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି। ଖସିଲା ଏଲପିଜି ସିଲିଣ୍ଡର ଦାମ୍। ତେବେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ନୁହେଁ, କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ଖସିଛି। ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୮୩ ଟଙ୍କା କମିଛି। ଗତ ମାସ…

‘ମାନହାନୀ ମାମଲାରେ ସବୁଠୁ ଅଧିକ ଦଣ୍ଡ ବୋଧେ ମୋତେ ମିଳିଛି’

ସାନ ଫ୍ରାନ୍ସିକୋ : ନିଜ ଲୋକସଭା ସଦସ୍ୟତା ପଦ ରଦ୍ଦ ହେବା ନେଇ ସୂଦୂର ଆମେରିକାରେ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଏଥିସହ ମାନହାନୀ ମାମଲାରେ ନିଜକୁ ସବୁଠୁ ଅଧିକ ଦଣ୍ଡ ପାଇଥିବା ବ୍ୟକ୍ତି ବୋଲି ସେ…