ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ସିସୋଦିଆଙ୍କ ଅନ୍ତରୀଣ ଜାମିନ ପ୍ରସଙ୍ଗରେ ‘ସିବିଆଇ’ର ଜବାବ ଲୋଡ଼ିଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ପ୍ରସଙ୍ଗରେ ଆଜି ଦିଲ୍ଲୀ ହାଇକୋର୍ଟ ‘ସିବିଆଇ’ର ଜବାବ ଲୋଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ମାମଲା ସହିତ ସମ୍ପୃକ୍ତ ଥିବା ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଦିଲ୍ଲୀର ଏକ ଅଦାଲତ…
