କର୍ଣ୍ଣାଟକ କଂଗ୍ରେସ ମୁଖ୍ୟଙ୍କ ହେଲିକପ୍ଟରରେ ପିଟି ହୋଇଗଲା ଚିଲ
ଅଳ୍ପକେ ବର୍ତ୍ତିଗଲେ କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଡିକେ ଶିବକୁମାର। ମଙ୍ଗଳବାର ସେ ହେଲିକପ୍ଟରରେ ଯାଉଥିବା ବେଳେ ସେଥିରେ ଏକ ବଡ଼ ଚିଲ ଆସି ପିଟି ହୋଇଥିଲା। ଫଳରେ ହେଲିକପ୍ଟରର ଆଗ କାଚର ଏକ ବଡ଼ ଅଂଶ ଭାଙ୍ଗି ଯାଇଥିଲା। ପାଇଲଟ ବେଙ୍ଗେଲୁରୁର…
