ମୀନାକ୍ଷୀ ମନ୍ଦିର ଜମି ଆତ୍ମସାତ ଅଭିଯୋଗରେ ୧୯ ଜଣଙ୍କ ବିରୋଧରେ ମାମଲା
ମଦୁରାଇ: ତାମିଲନାଡୁର ମଦୁରାଇସ୍ଥିତ ପ୍ରସିଦ୍ଧ ମୀନାକ୍ଷୀ ମନ୍ଦିରର ମୂଲ୍ୟବାନ ଜମିକୁ ଜାଲିଆତି ମାଧ୍ୟମରେ ହସ୍ତାନ୍ତର କରାଯାଇଥିବା ଅଭିଯୋଗ ଆସିଛି। ଏହି ଘଟଣାରେ ମଦୁରାଇ ସିଟି ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁସାରେ,…