କ୍ଷମତାକୁ ଆସିଲେ ୱାକଫ (ସଂଶୋଧନ) ଆଇନକୁ ଡଷ୍ଟବିନରେ ଫିଙ୍ଗିଦେବୁ: ତେଜସ୍ୱୀ ଯାଦବ
ପାଟନା: ବିହାର ନିର୍ବାଚନରେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ରବିବାର (ଅକ୍ଟୋବର ୨୬) ଏକ ନିର୍ବାଚନ ରାଲିରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯଦି ଇଣ୍ଡିଆ ମେଣ୍ଟ ବିହାରରେ କ୍ଷମତାକୁ ଆସେ, ତେବେ ୱାକଫ (ସଂଶୋଧନ)…