National & International

୨୦୩୮ ସୁଦ୍ଧା ଭାରତ ଦୁନିଆର ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ହେବ: EY ରିପୋର୍ଟ

ନୂଆଦିଲ୍ଲୀ: ଭାରତର ଅର୍ଥବ୍ୟବସ୍ଥା ୨୦୩୮ ସୁଦ୍ଧା ୩୪.୨ ଟ୍ରିଲିୟନ ଡଲାର ଜିଡିପି ସହ ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ହୋଇପାରେ । ୨୦୩୦ ସୁଦ୍ଧା କ୍ରୟ ଶକ୍ତି ସମାନତା ଦୃଷ୍ଟିରୁ ୨୦.୭ ଟ୍ରିଲିୟନ ଡଲାରରେ ପହଞ୍ଚିପାରେ । ପ୍ରତିଷ୍ଠିତ ରେଟିଂ ଏଜେନ୍ସି EY…

ଆପାର୍ଟମେଣ୍ଟ କୋଠା ଭୁଶୁଡ଼ି ୧୫ ମୃତ, ୯ ଆହତ

ମୁମ୍ବାଇ : ମୁମ୍ବଇର ପୂର୍ବ ବିରାର ଅଞ୍ଚଳରେ ଏକ ଆବାସିକ କୋଠା ଭୁଶୁଡ଼ି ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାର, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା…

ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ, ଚେକିଂ କଡାକଡି

ପାଟନା : ବିହାରରେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ ନେପାଳ ସୀମା ଦେଇ ମୋତିହାରୀ ଜିଲ୍ଲାକୁ ପଶିଥିବା ସୂଚନା ମିଳିବା ପରେ ସୀମାନ୍ତ ଅଞ୍ଚଳରେ ପୁଲିସର କଡାକଡି ଚେକିଂ ଚାଲିଛି । ଗୁଇନ୍ଦା ସଂସ୍ଥାର ସୁଚନା ପରେ ପୋଲିସ ହାଇଆଲର୍ଟରେ ରହିଥିବା…

ହ୍ରାସ ପାଉଛି ହିନ୍ଦୁଙ୍କ ଜନସଂଖ୍ୟା ! ୟୁପି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ତଦନ୍ତ କମିଟି

ଲକ୍ଷ୍ନୌ: ହ୍ରାସ ପାଉଛି ହିନ୍ଦୁଙ୍କ ଜନସଂଖ୍ୟା। ଗତ କିଛି ବର୍ଷ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା ବହୁତ କମ ହେବାରେ ଲାଗିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦିଆଯାଇଥିବା ରି‌ପୋର୍ଟରେ ଏଭଳି କୁହାଯାଇଛି। ନଭେମ୍ବର ୨୪ ତାରିଖରେ ସମ୍ଭଲରେ ଘଟିଥିବା ହିଂସା ଉପରେ…

ବିଜେପି ଓ ସଂଘ ମଧ୍ୟରେ କୌଣସି ବିବାଦ ନାହିଁ – ମୋହନ ଭାଗବତ

ନୂଆଦିଲ୍ଲୀ : ବିଜେପି ଓ ଆରଏସଏସ ମଧ୍ୟରେ ବିବାଦ ଥିବା ଗତ ବର୍ଷଠାରୁ ଦେଶରେ ଚର୍ଚ୍ଚା ଲାଗି ରହିଥିଲା । ଏବେ ଏ ସଂପର୍କରେ ମୁହଁ ଖୋଲିଛନ୍ତି ସରସଂଘଚାଳକ ମୋହନ ଭାଗବତ । ସେ କହିଛନ୍ତି ଯେ ବିଜେପି ଓ ସଂଘ…

“ଭାରତ ଉପରେ ପରମାଣୁ ବୋମା ପକାଅ” ଆମେରିକା ସ୍କୁଲରେ ଗୁଳିକାଣ୍ଡ କରିଥିବା ବ୍ୟକ୍ତିର ବନ୍ଧୁକରେ ଲେଖାଥିଲା

ମିନିଆନାପୋଲିସ : ଆମେରିକାର ମିନିଆନାପୋଲିସ ସ୍ଥିତ ଏକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଏକ ବଡ଼ ଖୁଲାସା କରିଛି ଏଫବିଆଇ । ଏଫବିଆଇ କହିଛି ଯେ ଗୁଳିକାଣ୍ଡ କରିଥିବା ବ୍ୟକ୍ତି ରବିନ ଓ୍ବେଷ୍ଟମ୍ୟାନ ଧାର୍ମିକ ଘୃଣା ଓ ଆତଙ୍କବାଦୀ ଚିନ୍ତାଧାରା ଦ୍ବାରା…

ଏନଡିଏରେ ଆସନ ବଣ୍ଟନ ଫର୍ମୁଲା ସ୍ଥିର !

ନୂଆଦିଲ୍ଲୀ: ଚଳିତ ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସୂଚନା ହେଉଛି ଯେ ଏନଡିଏରେ ଆସନ ବଣ୍ଟନ ଫର୍ମୁଲା ସ୍ଥିର ହୋଇଛି। ତେବେ ଏନେଇ କୌଣସି ଘୋଷଣା ହୋଇନଥିଲେ ବି ସୂତ୍ରରୁ ମିଳିଥିବା ସୂଚନା…

ଗାନ୍ଧି ପରିବାର ଲୋକେ କାହିଁକି ଜେଲ ଯାଇନାହାନ୍ତି ବୋଲି ପଚାରିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ବେଶ କିଛିଦିନ ନୀରବ ରହିବା ପରେ ଫେରିଛନ୍ତି ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ । କେଜରିୱାଲ କଂଗ୍ରେସ ଏବଂ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାରର କେହି…

ସୁପ୍ରିମକୋର୍ଟ କଲେଜିୟମ୍‌ରେ ମତଭେଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ୍‌ରେ ମତଭେଦ ଦେଖାଯାଇଛି। ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିପୁଲ ଏମ୍ ପାଞ୍ଚୋଲିଙ୍କ ନାମକୁ ସୁପ୍ରିମକୋର୍ଟର ବିଚାରପତି ପଦ ପାଇଁ ସୁପାରିସ କରାଯାଇଛି। ତେବେ ଜଷ୍ଟିସ ପାଞ୍ଚୋଲିଙ୍କ ନାମ ସୁପାରିସକୁ କଲେଜିୟମ୍‌ର ସଦସ୍ୟ ଜଷ୍ଟିସ ବିଭି ନାଗରତ୍ନା…

ଫୋନ କଲେ ଟ୍ରମ୍ପ ଉତ୍ତର ଦେଲେନି ମୋଦୀ

ବର୍ଲିନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ କଲ୍‌କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଉପେକ୍ଷା କରିଥିବା ଜଣାଯାଇଛି। ଜର୍ମାନୀ ସ୍ଥିତ ଖବରକାଗଜ ‘ଫ୍ରାଙ୍କଫର୍ଟର ଆଲଜେମାଇନ୍‌’ ରିପୋର୍ଟ ଅନୁଯାୟୀ ନିକଟରେ ମୋଦୀଙ୍କ ନିକଟକୁ ଟ୍ରମ୍ପ ୪ଥର ଫୋନ କଲ୍ କରିଥିଲେ।…