National & International

ନୂଆ ବିଲ୍ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଶାହା, ଧନଖଡ଼ଙ୍କ ଇସ୍ତଫା ନେଇ ବି କହିଲେ ବଡ କଥା….

ନୂଆଦିଲ୍ଲୀ: ୧୩୦ ତମ ସଂଶୋଧନ ବିଲ୍ ଠାରୁ ଆରମ୍ଭ କରି ଜଗଦୀପ ଧନଖଡଙ୍କ ଉପରାଷ୍ଟ୍ରପତି ପଦ ଛାଡିବା ପର୍ଯ୍ୟନ୍ତ ସବୁ କିଛି ନେଇ ବଡ ମନ୍ତବ୍ୟ ରଖିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ଖବରସରବରାହ ସଂସ୍ଥା ଏଏନଆଇ ସହ ଏକ ସାକ୍ଷାତକାରରେ…

ନୌସେନାକୁ ବୁଷ୍ଟ କରିବ ସବ୍‌ମରିନ୍ ଡିଲ୍, ଜର୍ମାନୀଠାରୁ ଭାରତ କିଣିବ ୬ ବୁଡ଼ାଜାହାଜ

ନୂଆଦିଲ୍ଲୀ: ଭାରତ ସରକାର ବାୟୁସେନା ଓ ନୌସେନାର ଶକ୍ତି ବଢ଼ାଇବା ପାଇଁ ଦୁଇଟି ବଡ଼ ଚୁକ୍ତି ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଛଅ ମାସ ଧରି ଅଟକି ରହିବା ପରେ, କେନ୍ଦ୍ର ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମଝଗାଓଁ ଡକ୍‌ୟାର୍ଡସ ଲିମିଟେଡ୍ (MDL)କୁ…

ସିଆଇଏସଏଫ ପ୍ରଥମ ମହିଳା କମାଣ୍ଡୋ ୟୁନିଟ୍ ଆରମ୍ଭ, ସ୍ୱତନ୍ତ୍ର ତାଲିମ ପରେ ହେବେ ନିୟୋଜିତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ରବିବାର ଘୋଷଣା କରିଛି ଯେ ଏହାର ପ୍ରଥମ ମହିଳା କମାଣ୍ଡୋ ୟୁନିଟ୍ ଏବେ ଆରମ୍ଭ ହୋଇଛି। ଏହି ସ୍ୱତନ୍ତ୍ର ମହିଳା ସ୍କ୍ୱାଡ୍ ଦେଶର ବିମାନବନ୍ଦର ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ପ୍ରତିଷ୍ଠାନରେ ସୁରକ୍ଷା ଦାୟିତ୍ୱ…

ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ, ୮ ଶ୍ରଦ୍ଧାଳୁ ମୃତ ଓ ୪୩ ଆହତ

ସୋମବାର ଅର୍ଥାତ୍ ଆଜି ବୁଲନ୍ଦସହରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୩ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, କାସଗଞ୍ଜରୁ ଗୋଗାମେଡି ରାଜସ୍ଥାନକୁ ଜହରବୀର (ଗୋଗାଜୀ) ଦର୍ଶନ ପାଇଁ…

ୟେମେନର ରାଜଧାନୀ ଉପରେ ଇସ୍ରାଏଲର ଆକ୍ରମଣ

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ନିରନ୍ତର ବୃଦ୍ଧି ପାଉଛି । ଏବେ ଇସ୍ରାଏଲୀ ସେନା ୟେମେନର ରାଜଧାନୀ ସାନାର ଅନେକ ସ୍ଥାନରେ ବିମାନ ଆକ୍ରମଣ କରିଛି । ହୁଥି ବିଦ୍ରୋହୀମାନେ ଇସ୍ରାଏଲ ଆଡ଼କୁ ମିଶାଇଲ୍ ମାଡ଼ କରିବା ପାଇଁ ଦାୟୀ ହେବାର କିଛି ଦିନ…

ପାଣିରେ ବୁଡି ରହିଛି ସଙ୍ଗମେଶ୍ବର ମହାଦେବ ମନ୍ଦିର, ଡଙ୍ଗାରେ ଯାଇ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ରାଜସ୍ଥାନ ବାଂସୱାଡ଼ାର ପାଣିରେ ବୁଡ଼ି ରହିଛି ସଙ୍ଗମେଶ୍ବର ମହାଦେବ ମନ୍ଦିର । ତଥାପି ବନ୍ଦ ହୋଇନି ଭକ୍ତଙ୍କ ପୂଜାର୍ଚ୍ଚନା । ସୋମବାର ଦିନ ଭୋଲେନାଥଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା ପାଇଁ ଡଙ୍ଗାରେ ଯାଇ ମନ୍ଦିରରେ ପହଞ୍ଚିଥିଲେ ଭକ୍ତ । ଲଗାତାର ବର୍ଷା…

ଇସ୍ରାଏଲ-ଗାଜା ମଧ୍ୟରେ ନିରନ୍ତର ଆକ୍ରମଣ, ବିସ୍ଫୋରଣରେ ୩ ସାମ୍ବାଦିକ ସମେତ ୧୫ ମୃତ

ଇସ୍ରାଏଲ-ଗାଜା ମଧ୍ୟରେ ଚାଲିଛି ନିରନ୍ତର ଆକ୍ରମଣ । ଇସ୍ରାଏଲ ପୁଣି ଥରେ ଗାଜାର ବିମାନ ଉପରେ କରିଛି ଆକ୍ରମଣ । ଇସ୍ରାଏଲର ବୋମା ବିସ୍ଫୋରଣରେ ୩ ଜଣ ସାମ୍ବାଦିକଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଯାହାର ସୂଚନା ସ୍ଥାନୀୟ…

ଶତ୍ରୁ ପ୍ରତି ବଡ଼ପଣ ଦେଖାଇଲା ଭାରତ, ପାକିସ୍ତାନକୁ ବନ୍ୟା ସମ୍ପର୍କରେ କଲା ସତର୍କ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରଠାରୁ ଜାରି ରହିଛି ଭାରତ-ପାକିସ୍ତାନର ଉତ୍ତେଜନା । ଫଳରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବେ ବନ୍ଦ କରିଥିଲା । ଏହାରି ମଧ୍ୟରେ ବଡ଼ପଣ ଦେଖାଇଛି ଭାରତ । ଏଥି ସହିତ ଭାରତ ପାକିସ୍ତାନକୁ ପରାମର୍ଶ…

ନେପାଳରେ ୨ ସ୍ଵର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ ଦେବୀ ପ୍ରସାଦ

ପୁରୀ: ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ । ନେପାଳରେ ୨ଟି ସ୍ଵର୍ଣ୍ଣ ପଦକ ଜିତିଲେ ଓଡ଼ିଆ ତଥା ଶ୍ରୀକ୍ଷେତ୍ରର ପୁଅ ଦେବୀ ପ୍ରସାଦ । ଏସିଆନ୍ ଶକ୍ତିଉତ୍ତୋଳନ ପ୍ରତିଯୋଗୀତାରେ ବାଜିମାତ କରିଛନ୍ତି ଦେବୀ । ଏସିଆନ…

ଭାରତ ପାଇଁ ଆମେରିକାର ନୂଆ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌

ୱାଶିଂଟନ,୨୩ା୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇତିମଧ୍ୟରେ ସର୍ଗିଓ ଗୋରଙ୍କୁ ଭାରତ ପାଇଁ ନୂଆ ରା​‌ଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ୩୮ ବର୍ଷୀୟ ସର୍ଗିଓ ବର୍ତ୍ତମାନ ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତାଭାବେ କାର୍ଯ୍ୟରତ ଅଛନ୍ତି। ସର୍ଗିଓଙ୍କୁ ଟ୍ରମ୍ପ ନିଜର ଅନ୍ତରଙ୍ଗ ସହଯୋଗୀ…