National & International

ବିଜେପି ନେତା ପ୍ରେମିକା ସହ ମିଶି ସ୍ତ୍ରୀଙ୍କ ଜୀବନ ନେଲେ, କାନ୍ଦିଲେ କୁମ୍ଭୀର କାନ୍ଦଣା….

ଆଜମେର: ପ୍ରେମିକା ସହ ମିଶି ପତ୍ନୀଙ୍କୁ ହତ୍ୟା କଲେ ବିଜେପି ନେତା । ପ୍ରେମିକାଙ୍କ ସହ ବନ୍ଧାହେଲେ । ରାଜସ୍ଥାନ ଆଜମେରର କିଶନଗଡ଼ରେ ବିଜେପିର ଜଣେ ନେତା ତାଙ୍କ ପତ୍ନୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି । ଏହି ମାମଲାରେ ପୋଲିସ…

ଜମ୍ମୁ କାଶ୍ମୀରର କଠୱାରେ ବାଦଲଫଟା ବର୍ଷା, ୪ ମୃତ ୬ ଆହତ

ଜମ୍ମୁ : କିସ୍ତୱାର ପରେ କଠୱାରେ ବାଦଲଫଟା ବର୍ଷା । ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି । ରାଜବାଗ ଅଞ୍ଚଳରେ ଏକ ଦୁର୍ଗମ ଘାଟି ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଛି ।…

ମହାକାଶରେ ଉଡିଲା ତ୍ରିରଙ୍ଗା, ଦିଲ୍ଲୀରେ ପହଞ୍ଚିବା ପରେ ଶୁଭାଂଶୁ ଶୁକ୍ଳାଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ : କାଶରେ ଉଡିଲା ତ୍ରିରଙ୍ଗା ପତାକା । ମହାକାଶରେ ପତାକା ଉତ୍ତୋଳନ କରି ଜନ୍ମଭୂମିରେ ପାଦ ରଖିଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ବିଳମ୍ବିତ ରାତିରେ ତାଙ୍କ ବିମାନ ଆଇଜିଆଇ ଏୟାରପୋର୍ଟରେ ଆସି ପହଞ୍ଚିଥିଲା ।…

ଓଡ଼ିଶାରେ ଜିଲ୍ଲା ସଭାପତି ଚୟନ ପାଇଁ କଂଗ୍ରେସର ୩୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା

ଭୁବନେଶ୍ବର : କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଅଧିନରେ ୪ଟି ରାଜ୍ୟ ଓଡ଼ିଶା, ଝାରଖଣ୍ଡ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ଜିଲ୍ଲା ସଭାପତି ଚୟନ ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏସବୁ ପର୍ଯ୍ୟବେକ୍ଷକମାନଙ୍କ ନାମକୁ…

ପ୍ରେମିକ ସହ ମିଶି ସ୍ବାମୀ ଓ ଶ୍ୱଶୁରଙ୍କୁ ହତ୍ୟା କଲେ ମହିଳା

ଆଗ୍ରାରୁ ଆସିଛି ଏକ ଆଶ୍ଚର୍ଯ୍ୟ ଘଟଣା । ଆଗ୍ରାର ବାମରାଓଲି କଟାରାରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ କ୍ଷେତରେ ଫିଙ୍ଗି ଦିଆଯାଇଥିଲା । ପୋଲିସ କିଛି ଘଣ୍ଟା ମଧ୍ୟରେ ଘଟଣାର ପର୍ଦ୍ଦାଫାସ କରିଛି । ପୋଲିସ କହିଛି ଯେ…

ମୌସୁମୀର ତାଣ୍ଡବ, ହିମାଚଳ ପ୍ରଦେଶରେ ମୃତ୍ୟୁ ସଂଖା ୨୫୭ ଛୁଇଁଲା

ସିମଲା : ଚଳିତ ବର୍ଷ ହିମାଚଳ ପ୍ରଦେଶରେ ମୌସୁମୀ ତାଣ୍ଡବ ରଚିଛି । ହିମାଚଳ ପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଏହି ବର୍ଷ ମୌସୁମୀ ଋତୁରେ ରାଜ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୧୩୩ ଜଣଙ୍କର ମୃତ୍ୟୁ ହୋଇଛି…

୨ଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୭ ତାରିଖରେ ୧୧,୦୦୦ କୋଟି ଟଙ୍କା ବ୍ୟୟର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ । ସୂଚନା ଅନୁସାରେ, ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଅପରାହ୍ନ ପ୍ରାୟ ୧୨:୩୦ ରେ ଉଦଘାଟନ ହେବାର…

ସଫଳ ହେଲା ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ଆଲୋଚନା, ବାହାରିପାରିଲାନି ଯୁଦ୍ଧ ଶେଷ କରିବା ପାଇଁ ନିଷ୍କର୍ସ

ୟୁକ୍ରେନ ଯୁଦ୍ଧବିରତି ପ୍ରସଙ୍ଗରେ ହୋଇପାରିଲାନି ଡିଲ୍ । ଆଲାସ୍କାରେ ଟ୍ରମ୍ପ-ପୁଟିନ ମହାବୈଠକ । ଦୁଇ ସୁପରପାୱାର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ୧୫୦ ମିନିଟ ଧରି ଚାଲିଲା ଆଲୋଚନା । କିନ୍ତୁ କୌଣସି ଠୋସ ନିଷ୍କର୍ଷ ବାହାରିପାରିନାହିଁ । ୟୁକ୍ରେନରେ ଯୁଦ୍ଧ ଶେଷ କରିବା…

ପାକିସ୍ତାନରେ ବନ୍ୟାର ତାଣ୍ଡବ, ୨୦୦ ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ

ପାକିସ୍ତାନରେ ଭୟଙ୍କର ବନ୍ୟା । ମୃତ୍ୟୁ ସଂଖ୍ୟା ଦୁଇ ଶହକୁ ବୃଦ୍ଧି। ପାକିସ୍ତାନରେ ବନ୍ୟା ପ୍ରଳୟ ଆସି ଗତକାଲି ଗୋଟିଏ ଦିନରେ ୧୯୪ଜଣଙ୍କର ମୃତ୍ୟୁ ହୋଇଛି । ବନ୍ୟା ପାଣିରେ ଭାସିଗଲେ ଶହ ଶହ ଲୋକ । ଉତ୍ତର ପାକିସ୍ତାନରେ ତାଣ୍ଡବ…

ପ୍ରଥମ ଥର ପାଇଁ ଖୋଲାଗଲା ସୁପ୍ରିମକୋର୍ଟରେ EVM ମେସିନ୍, ଭୋଟ୍ ଗଣନାରେ ପରାଜିତ ପ୍ରାର୍ଥୀ ଜିତିଲେ

ପ୍ରଥମ ଥର ପାଇଁ ଖୋଲାଗଲା ସୁପ୍ରିମକୋର୍ଟରେ EVM ମେସିନ୍ ଏବଂ ରେଜିଷ୍ଟ୍ରାରଙ୍କ ତତ୍ତ୍ୱାବଧାନରେ କରାଗଲା ଭୋଟ୍ ଗଣନା । ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଭୋଟ୍ ଗଣନାରେ ଜିତିଥିଲେ ପରାଜିତ ପ୍ରାର୍ଥୀ । ହରିୟାଣାର ପାଣିପତର ବୁଆନା ଲଖୁ ଗାଁରେ ସରପଞ୍ଚ…