ହର୍ମୁଜରେ ପୁଣି ମିସାଇଲ ଆଟାକ୍, ୫ ଭାରତୀୟ ଉଦ୍ଧାର
ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ ଏକ କୁୱେତ ପତାକାଯୁକ୍ତ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ପୁଣିଥରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜାହାଜରେ ଥିବା ୫ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଓମାନରେ ଥିବା ଭାରତୀୟ…
ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ ଏକ କୁୱେତ ପତାକାଯୁକ୍ତ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ପୁଣିଥରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜାହାଜରେ ଥିବା ୫ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଓମାନରେ ଥିବା ଭାରତୀୟ…
ନୂଆଦିଲ୍ଲୀ: ଅକ୍ଟୋବର ୧୦ରୁ ଜନ୍ତର ମନ୍ତର ୨.୦ । ଆରମ୍ଭ ହେବ ଦିଲ୍ଲୀ ଚଲୋ ଅଭିଯାନ । ଚେତାବନୀ ଦେଲା ସିଜେପି । ଯେଉଁଠି ପୋଲିସ ଅଟକାଇବ ସେହି ସ୍ଥାନ ପାଲଟିବ ଜନ୍ତରମନ୍ତର । ଗାନ୍ଧିବାଦୀ ମାର୍ଗରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ…
ଶ୍ରୀନଗର: ଜମ୍ମୁ-କଶ୍ମୀରର ପାହାଡ଼ିଆ ରାସ୍ତାରେ ଏବେ ଆହୁରି ବେଗରେ ଦୌଡ଼ିବ ବନ୍ଦେ ଭାରତ। ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ଚେନାବ ରେଲୱେ ବ୍ରିଜ୍ ଉପରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଦୌଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ୍। ଏହା ସହ ଭାରତର…
ଚେନ୍ନାଇ: ହଠାତ୍ ନିଜ ଆଲିସାନ୍ କାରରୁ ଓହ୍ଲାଇ ବସ୍ରେ ଚଢିଲେ ମୁଖ୍ୟମନ୍ତ୍ରୀ! ହାତରେ ମେସିନ୍ ଧରି ଟିକେଟ୍ କାଟିଲେ ବିଜୟ! ତାମିଲନାଡୁରେ ଗାନ୍ଧୀ ଜୟନ୍ତୀ ଦିନ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଲା, ଯାହା ବସ୍ରେ ଥିବା ଯାତ୍ରୀଙ୍କୁ ଚକିତ କରିଦେଇଥିଲା।…
ନୂଆଦିଲ୍ଲୀ : ପଞ୍ଜାବର ତରନତାରନରେ ସୀମା ଡେଇଁ ପଶିବାକୁ ଚାହୁଁଥିଲେ ପାକିସ୍ତାନୀ । ପ୍ରବେଶକାରୀଙ୍କୁ ବିଏସଏଫ ଗୁଳି କରିଛି । ପାକିସ୍ତାନ ପଟୁକିଛି ବ୍ୟକ୍ତି ଭାରତ ମଧ୍ୟରେ ବେଆଇନ ବାବେ ପ୍ରବେଶ କରୁଥିବା ବେଳେ ବିଏସଏଫ ପକ୍ଷରୁ ଆକ୍ସନ ନିଆଯାଇଛି ।…
ନୂଆଦିଲ୍ଲୀ: ଫ୍ଲାଏ ଦୁବାଇ ବିମାନରେ କ୍ୟାପଟେନ୍ ଙ୍କୁ ଛୁରାମାଡ଼ ଘଟଣାକୁ ନେଇ ବଡ଼ ବୟାନ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । କହିଛନ୍ତି, ଆକ୍ରମଣ କରିଥିବା ଓମାନର କୋ-ପାଇଲଟ୍ ଇସଲାମିକ୍ କଟ୍ଟରପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲେ । ତେବେ ଘଟଣା…
ଉତ୍ତରପ୍ରଦେଶ: ଆଜି ସକାଳେ ଉତ୍ତର ପ୍ରଦେଶର ଆମ୍ବେଦକର ନଗରରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଜୈତପୁର ଥାନା ଅଞ୍ଚଳରେ…
ନୂଆଦିଲ୍ଲୀ: ଆଜିଠୁ CJPର ଦେଶବ୍ୟାପୀ ଆନ୍ଦୋଳନ । ମୁମ୍ବାଇରୁ ଆରମ୍ଭ ହେବ ପ୍ରତିବାଦ । CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛି କକରୋଚ ଜନତା ପାର୍ଟି । CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ…
ନେପାଳ: ବଢି ଚାଲିଛି ନେପାଳ ହିମସ୍ଖଳନ ମୃତ୍ୟୁ ସଂଖ୍ୟା । ନେପାଳର ହିମଲୁଙ୍ଗ ହିମାଲ ବେସ୍ କ୍ୟାମ୍ପରେ ଭୟାବହ ହିମସ୍ଖଳନ ଘଟି ପ୍ରାୟ ୧୫ ଜଣ ନେପାଳୀ ପର୍ବାତାରୋହୀଙ୍କ ମୃତ୍ୟୁ ହୋଇଛି । ଚଳିତ ପର୍ବତାରୋହଣ ଋତୁରେ ଏହା ଦେଶର ସବୁଠାରୁ…
ମହାରାଷ୍ଟ୍ର: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଧାମଣଗାଓଁ ରେଲୱେ ନିକଟରେ ଚ୍ୟାନେଲ ନମ୍ବର ୯୭ରେ ଏକ ଟ୍ରକ୍ ଏବଂ ଟେମ୍ପୋ ପିକଅପ୍ ମଧ୍ୟରେ ଭୟଙ୍କର ଭାବେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି…