ସଂସଦରେ ଅପରେସନ ‘ସିନ୍ଦୂର’ର ସଫଳତା ବଖାଣିଲେ ସରକାର, ଯୁଦ୍ଧବିରତି କାହିଁକି କଲ ପ୍ରଶ୍ନ କରି ଘେରିଲେ ବିରୋଧୀ
ଲୋକସଭାରେ ସୋମବାର ଅପରେସନ ‘ସିନ୍ଦୂର’ ଉପରେ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନାରେ ଅଂଶଗ୍ରହଣ କରି ଅପରେସନ ‘ସିନ୍ଦୂର’ର ସଫଳତା ବଖାଣିଛନ୍ତି। ତେବେ ବିରୋଧୀ ସରକାରଙ୍କୁ ନାନା ପ୍ରଶ୍ନ କରି ଘେରିଛନ୍ତି। ଯୁଦ୍ଧ ବିରତି କାହିଁକି କଲ ?…
