National & International

ରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ନୂଆଦିଲ୍ଲୀ: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଅବସରରେ ମନମୋହନ ସାମଲ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ବିଜେପି ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ଓଡ଼ିଶା…

ଆମ ସରକାର ସମୟରେ ଜାତିଗତ ଜନଗଣନା ନ କରିବା ଭୁଲ ଥିଲା : ରାହୁଲ

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର (୨୫ ଜୁଲାଇ, ୨୦୨୫) କହିଛନ୍ତି ଯେ ତାଙ୍କ ଦଳ କ୍ଷମତାରେ ଥିବା ସମୟରେ ଜାତିଗତ ଜନଗଣନା ନକରିବା ତାଙ୍କର ଭୁଲ ଥିଲା, କିନ୍ତୁ ଏବେ ସେ ଏହି ଭୁଲକୁ…

ପୁଣି ତଳମୁହାଁ ହେଲା ସେୟାର ମାର୍କେଟ; ସେନ୍‌ସେକ୍ସ ୭୦୦ ପଏଣ୍ଟ୍‌ ହ୍ରାସ

ମୁମ୍ବାଇ: ଲଗାତାର ଭାବେ ସେୟାର୍‌ ବଜାର ହ୍ରାସ ହେବା‌ରେ ଲାଗିଛି। ସେନ୍‌ସେକ୍ସ ୭୨୦ରୁ ଅଧିକ ପଏଣ୍ଟ୍‌ ହ୍ରାସ ପାଇଛି। ଯେତେବେଳେ କି ନିଫ୍‌ଟିରେ ୨୨୫ ପଏଣ୍ଟ୍‌ ହ୍ରାସ ପାଇଛି। ନିଫ୍‌ଟିରେ ୨୨୫ ପଏଣ୍ଟ୍‌ ହ୍ରାସ ପାଇ ୨୪୮୩୭ରେ ବନ୍ଦ୍‌ ହୋଇଛି। ବିଏସଇ…

ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି

ଜୟପୁର: ଜୟପୁରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାପରେ ଜରୁରୀ ଅବତରଣ କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏୟାର ଇଣ୍ଡିଆ ବିମାନକୁ ଶନିଦଶା ଲାଗିଛି କି? ବୋଲି ଲୋକେ ପ୍ରଶ୍ନ କରିଛନ୍ତି। କାରଣ…

ଜମ୍ମୁ-କଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଜଣେ ଯବାନ ସହିଦ୍, ୨ ଆହତ

ନୂଆଦିଲ୍ଲୀ: ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ନେଲା ଯବାନଙ୍କ ଜୀବନ। ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ପୁଞ୍ଚରେ ଥିବା ନିୟନ୍ତ୍ରଣ ରେଖା ନିକଟରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟି ଭାରତୀୟ ସେନାର ଜଣେ ଯବାନ ସହିଦ୍ ହୋଇଛନ୍ତି। ଜାଟ୍ ରେଜିମେଣ୍ଟର ଜଣେ ସୈନିକ…

ଶାସ୍ତ୍ର ଓ ଶସ୍ତ୍ର ଉଭୟ ଜରୁରୀ : ସିଡିଏସ୍

ନୂଆଦିଲ୍ଲୀ : ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ( ସିଡିଏସ ) ଜେନେରାଲ ଅନିଲ ଚୌହାନ କହିଛନ୍ତି ଯେ ‘ଅପରେସନ୍ ସିନ୍ଦୂର’ ଏବେ ବି ଚାଲିଛି ଏବଂ ସେନାକୁ ସବୁବେଳେ ସର୍ବାଧିକ ସତର୍କ ସ୍ଥିତିରେ ରହିବାକୁ ପଡିବ। ସେ କହିଛନ୍ତି ଯେ…

ସର୍ବଦଳୀୟ ବୈଠକରେ ସହମତି: ସୋମବାରଠାରୁ ସୁରୁଖୁରୁରେ ଚାଲିବ ସଂସଦ

ବିହାରରେ ଭୋଟର ତାଲିକା ସଂଶୋଧନ ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର)କୁ ବିରୋଧ କରି ସଂସଦରେ ଦୁଇଦିନ ଧରି ହଟ୍ଟଗୋଳ ଲାଗି ରହିବା ପରେ ଶୁକ୍ରବାର ସୁଧାର ଆସିଛି। ସର୍ବଦଳୀୟ ବୈଠକରେ ଶାସକ ଏବଂ ବିରୋଧୀଙ୍କ…

ସମୁଦ୍ରରେ ଵିସର୍ଜିତ ହୋଇପାରିବେ ୬ ଫୁଟରୁ ଅଧିକ ଗଣେଶ ମୂର୍ତ୍ତି: ବମ୍ବେ ହାଇକୋର୍ଟ

ମୁମ୍ବାଇ: ଗଣେଶ ଚତୁର୍ଥୀ ପୂର୍ବରୁ, ବମ୍ବେ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି ଏବଂ ସମୁଦ୍ର ଭଳି ପ୍ରାକୃତିକ ଜଳ ଉତ୍ସରେ ଛଅ ଫୁଟରୁ ଅଧିକ ଉଚ୍ଚ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଅନୁମତି ଦେଇଛନ୍ତି। ସେହି ସମୟରେ, ୬…

ବ୍ରିଟିଶ ନାଗରିକଙ୍କ ପରିବାରକୁ ଭୁଲ ମୃତଦେହ ହସ୍ତାନ୍ତର କରିବା ଘଟଣାକୁ ଖଣ୍ଡନ କଲେ ସରକାର

ନୂଆଦିଲ୍ଲୀ: ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ବ୍ରିଟିଶ ନାଗରିକଙ୍କ ପରିବାରକୁ ଭୁଲ ମୃତଦେହ ହସ୍ତାନ୍ତର କରାଯାଇଥିବା ନେଇ ବ୍ରିଟିଶ ଗଣମାଧ୍ୟମ ଦାବି କରିଥିଲା। ବ୍ରିଟିଶ ଗଣମାଧ୍ୟମର ଏହି ଦାବିକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରତ୍ୟାଖ୍ୟାନ କରି କହିଛି, ‘ଯେ…

ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତିନାମା

ଲଣ୍ଡନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁକ୍ତରାଜ୍ୟ ( ବ୍ରିଟେନ) ଗସ୍ତ ସମୟରେ ଗୁରୁବାର ଭାରତ ଏବଂ ଯୁକ୍ତରାଜ୍ୟ ମଧ୍ୟରେ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ସ୍ୱାକ୍ଷରିତ ହୋଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗ୍ରାମୀଣ ବାସଭବନ ଲଣ୍ଡନ ନିକଟସ୍ଥ…