National & International

ଦିଅର ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ମହିଳା

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକା ଜିଲ୍ଲାର ଉତ୍ତମ ନଗର ଥାନା ଅଞ୍ଚଳର ଓମ୍ ବିହାର ଫେଜ୍-୧ରେ, ପତ୍ନୀ ତାଙ୍କ ଦିଅରଙ୍କ ସହିତ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ ଏବଂ ପରିବାରକୁ ମିଛ କହି ଚାଲିଥିଲେ ଯେପରି କେହି ସନ୍ଦେହ ନକରନ୍ତି। ରବିବାର…

୪୨ ଦେଶ ବୁଲିଲ, ଥରେ ବି ମଣିପୁର ଗଲନାହିଁ: ଖଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ଦିନ କର୍ଣ୍ଣାଟକର ମୈସୁରୁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)କୁ କଡ଼ା ଟାର୍ଗେଟ କରିଥିଲେ। ସେ ମଣିପୁରରେ ହିଂସା ଉପରେ…

ଟ୍ରମ୍ପ୍‌ଙ୍କୁ କ୍ଷମତାରୁ ହଟାଇବା ପାଇଁ ଓବାମା ଷଡ଼ଯନ୍ତ୍ର ରଚିଥିଲେ: ତୁଲସୀ ଗବାର୍ଡ

ୱାଶିଂଟନ: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗବାର୍ଡ ୨୦୧୬ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟକୁ କ୍ଷତି ପହଞ୍ଚାଇବା ଏବଂ ତାଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ବକୁ ଦୁର୍ବଳ କରିବା ପାଇଁ ଓବାମା ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ କରିଛନ୍ତି। ତୁଳସୀ ଗବାର୍ଡ ପୂର୍ବତନ ରାଷ୍ଟ୍ରପତି…

ଏକ ଲକ୍ଷ ଆଫଗାନୀଙ୍କୁ ହତ୍ୟା କରିବ ତାଲିବାନ!

କାବୁଲ: ବ୍ରିଟେନର ଏକ ବଡ଼ ଅବହେଳା ୧ ଲକ୍ଷରୁ ଅଧିକ ଆଫଗାନଙ୍କ ଜୀବନକୁ ବିପଦରେ ପକାଇଛି। ବ୍ରିଟିଶ ସରକାର ବର୍ଷ ବର୍ଷ ଧରି ବ୍ରିଟିଶ ସେନା ଏବଂ ଗୁପ୍ତଚର ସଂସ୍ଥା ପାଇଁ କାମ କରୁଥିବା ଆଫଗାନ ନାଗରିକଙ୍କ ଗୋପନୀୟ ତାଲିକା ହରାଇ…

ଟ୍ରମ୍ପଙ୍କ ନୂଆ ଦାବି ଭାରତ-ପାକ୍ ସଂଘର୍ଷରେ ଖସିଥିଲା ୫ ବିମାନ

ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ୪-୫ଟି ଲଢ଼ୁଆ ବିମାନ ଖସାଇ ଦିଆଯାଇଥିଲା। ସେ ପୁଣି ଥରେ ଦାବି କରିଛନ୍ତି ଯେ ସେ ବାଣିଜ୍ୟଚୁକ୍ତି…

କିମ୍‌ଙ୍କ ପାଇଁ ଓଜନ କମାଇବା ଔଷଧ ଖୋଜା

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପୁଣି ଥରେ ତାଙ୍କ ବର୍ଦ୍ଧିତ ଓଜନ ପାଇଁ ଖବରରେ ଅଛନ୍ତି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ସେ ଓଜେମ୍ପିକ ଭଳି ବିଦେଶୀ ଓଜନ ହ୍ରାସ ଔଷଧ ଖୋଜିବା ଆରମ୍ଭ କରିଛନ୍ତି। କିନ୍ତୁ…

ଇସ୍ରାଏଲ ଆକ୍ରମଣ ଭୟରେ ସିରିୟା ଛାଡ଼ି ପଳାଇଲେ ରାଷ୍ଟ୍ରପତି ଓ ପ୍ରତିରକ୍ଷା ମନ୍ତ୍ରୀ

ଦମାସ୍କସ୍: ସିରିଆର ରାଷ୍ଟ୍ରପତି ଅହମଦ ଅଲ ଶାରା ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିଜ ନିଜ ପରିବାର ସହିତ ରାଜଧାନୀ ଦମାସ୍କସ୍ ଛାଡି ପଳାଇଥିବା ସୂଚନା ମିଳିଛି। ସରକାରୀ ସୂତ୍ରକୁ ଉଦ୍ଧାର କରି ଅଲ ମାୟାଦିନ ଖବରକାଗଜ ଏହି ଦାବି କରିଛି। ଅଲ…

ବିହାରକୁ ମିଳିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପହାର, ଭେଟି ଦେଲେ ୭୨୧୭କୋଟିର ପ୍ରକଳ୍ପ

ନୂଆଦିଲ୍ଲୀ: ବିହାରରେ ଆଗକୁ ହେବ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ବିିଭିନ୍ନ ଦଳର ନେତାମାନେ ସେଠାକୁ ଯାଇ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏହି ଧାରାରେ ଶୁକ୍ରବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତିହାରୀ ଜିଲ୍ଲା ଗସ୍ତ କରିଥିଲେ। ୭୨୧୭ କୋଟି…

ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅକୁ ବାନ୍ଧିଲା ଇଡି

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି ଇଡି । ମଦ ଦୁର୍ନୀତି ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି । ଆଜି ସକାଳେ ଭୂପେଶ ବାଘେଲଙ୍କ ଭିଲାଇ ସ୍ଥିତ ଘରେ…

ନିଜ ଦେହରେ ସୁଇସାଇଡ୍‌ ନୋଟ୍‌ ଲେଖି ଜୀବନ ହାରିଲେ ମହିଳା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାଗପତରୁ ଆତ୍ମହତ୍ୟାର ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ହଇଚଇ ସୃଷ୍ଟି କରିଛି । ଛପରୌଲୀ ଥାନା ଅନ୍ତର୍ଗତ ରଠୌଡା ଗାଁରେ ଯୌତୁକ ପାଇଁ ମନୀଷା ନାମରେ ଜଣେ ମହିଳା ବିଷ ପିଇ ଜୀବନ ହାରିଛନ୍ତି…