National & International

ପୁଣି ନିଷ୍କ୍ରିୟ ହେଲା ଭୁଲ୍‌ବଶତଃ ସକ୍ରିୟ ହୋଇ ଯାଇଥିବା ପାକିସ୍ତାନୀ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌

ନୂଆଦିଲ୍ଲୀ:ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରେ ପ୍ରତିଶୋଧମୂଳକ କାର୍ଯ୍ୟ ଭାବେ କେତୋଟି ପାକିସ୍ତାନୀ ଚ୍ୟାନେଲ୍‌ ଓ ସୋସିଆଲ୍‌ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇଥିଲା ଭାରତ। ତେବେ ସେଗୁଡ଼ିକୁ ଗତକାଲି ପୁଣି ଥରେ ସକ୍ରିୟ ହୋଇଥିବାର ଦେଖିବାକୁ ମିଳିଥିଲା। ଆକାଉଣ୍ଟ୍‌ଗୁଡ଼ିକୁ ସକ୍ରିୟ ହେବାର…

ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା

ଆଜିଠୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା। ପ୍ରଥମ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଜମ୍ମୁ ବେସ୍ କ୍ୟାମ୍ପରେ ପୂଜାର୍ଚ୍ଚନା ପରେ ଯାତ୍ରାର ଶୁଭାରମ୍ଭ ହୋଇଛି । ‘ହରହର ମହାଦେବ’ ଓ…

ହିମାଚଳରେ ପ୍ରକୃତିର ତାଣ୍ଡବ: ଗଲାଣି ୧୦ରୁ ଅଧିକ ଜୀବନ, ଏବେବି ଅନେକ ନିଖୋଜ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଆଇଏମଡି ପକ୍ଷରୁ ୧୦ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଜିଲାଗୁଡିକ ହେଲା ଗ୍ବାଲିୟର, ଭିନ୍ଦ୍‌, ମୋରେନା, ସିଓପୁର, ଉମାରିଆ, ଡିଣ୍ଡୋରି, କଟ୍‌ନୀ, ଦାତିଆ, ମାଣ୍ଡ୍‌ଲା ଏବଂ ପାନ୍ନା। ଆସନ୍ତା…

୮ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜିଠୁ ୮ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଘାନାରୁ ଆରମ୍ଭ ହେବାକୁ ଥିବାବେଳେ ସେ ୫ଟି ଦେଶ ଗସ୍ତ କରିବେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଥାନା ଗସ୍ତ ଏବଂ ୩୦…

ଏହି ସମୟରେ ଓଲା, ଉବର ବୁକ୍‌ କଲେ ଦେବାକୁ ପଡିବ ୨ ଗୁଣା ଭଡା

ନୂଆଦିଲ୍ଲୀ : ଲୋକେ ଗମନାଗମନକୁ ସୁବିଧା କରିବା ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନରେ ସହଜରେ ପହଞ୍ଚିବା ପାଇଁ ବର୍ତ୍ତମାନ ଅଧିକାଂଶ ଲୋକେ ଓଲା, ଉବର, ରାପିଡୋ ଆଦି ବ୍ୟବହାର କରିଥାନ୍ତି । ମାତ୍ର ଏବେ ଯାତ୍ରୀଙ୍କ ପାଇଁ ବଡ…

ହଠାତ ଆକାଶରୁ ୧୦,୫୦୦ ଫୁଟ ତଳକୁ ଖସି ଆସିଲା ବିମାନ

ନୂଆଦିଲ୍ଲୀ: ଅହମଦାବାଦରେ ଏୟାର ଇଣ୍ଡିଆର ବୋଇଂ ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାର ଛାତଥରା ଦୃଶ୍ୟ ଏଯାଏଁ ଆଖିରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ବିମାନରେ ବସିଥିବା ୨୪୨ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ଜଣଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା। ସେହିଦିନ…

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହେଲା ୬ ମାସ ଜେଲ୍

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଝଟକା। ଆଇନ ଅବମାନନା ମାମଲାରେ ଶେଖ ହସିନାଙ୍କୁ ୬ ମାସର ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଜଷ୍ଟିସ୍ ମହମ୍ମଦ ଗୁଲାମ ମୁର୍ତଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ-୧ରେ ବୁଧବାର ତିନି ଜଣିଆ…

ନୂଆ ଦଲାଇଲାମା ଚୟନରେ ଆମ ଅନୁମୋଦନ ଆବଶ୍ୟକ : ଚୀନ

ବେଜିଂ : ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତରେ ଥିବା ପ୍ରବାସୀ ତିବ୍ବତୀୟ ସରକାର ଓ ଚୀନ । ତିବ୍ବତୀୟ ପରମ୍ପରା ଅନୁସାରେ ହିଁ ନୂଆ ଦଲାଇଲାମା ଚୟନ ହେବ ବୋଲି ବର୍ତ୍ତମାନର ଦଲାଇଲାମାଙ୍କ ଘୋଷଣା…

ବେଙ୍ଗାଲୁରୁ ଦଳାଚକଟା ଘଟଣା – ସରକାରଙ୍କ ନିଲମ୍ବନ ଆଦେଶ ରଦ୍ଦ କଲେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍

ବେଙ୍ଗାଲୁରୁ : ଗତ ଜୁନ ମାସରେ ବେଙ୍ଗାଲୁରୁରେ ହୋଇଥିବା ଦଳାଚକଟା ଘଟଣାରେ ବରିଷ୍ଠ ଆଇପିଏସ୍ ଅଧିକାରୀ ବିକାଶ କୁମାରଙ୍କ ବିରୋଧରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ ଆଜି କର୍ଣ୍ଣାଟକ ସରକାରଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରିଛନ୍ତି। ବିଚାରପତି ସନ୍ତୋଷ ମେହରା ଏବଂ ବିଚାରପତି…

ନିଯୁକ୍ତି-ସଂଯୁକ୍ତ ପ୍ରୋତ୍ସାହନ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ସମସ୍ତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ଏବଂ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ନିଯୁକ୍ତି-ସଂଯୁକ୍ତ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରୀ ଦେଇଛି। ଏହାର ବିଶେଷ ଲକ୍ଷ୍ୟ ଉତ୍ପାଦନ କ୍ଷେତ୍ର ଉପରେ ରହିଛି। ଆଜି ନୂଆଦିଲ୍ଲୀରେ କ୍ୟାବିନେଟ୍ ନିଷ୍ପତ୍ତି…