National & International

ଇରାନକୁ ୩୦ ବିଲିୟନ ଡଲାର ଦେବ ଆମେରିକା

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ବଦଳି ଯାଇଛି। ଟ୍ରମ୍ପ ପ୍ରଶାସନର ଉଚ୍ଚ ପଦାଧିକାରୀ ଏବଂ ସୂତ୍ର ସୂଚନା ଦେଇଛନ୍ତି ଯେ ଆମେରିକା ଇରାନର ବେସାମରିକ ଶକ୍ତି ପରମାଣୁ କାର୍ଯ୍ୟକ୍ରମ ପାଇଁ…

ଗାନ୍ଧୀନଗର ଅଦାଲଜ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ରଥ ଆନନ୍ଦରେ ଟାଣିଲେ ଶ୍ରଦ୍ଧାଳୁ

ଗାନ୍ଧୀନଗର: ଗୁଜରାଟର ଗାନ୍ଧୀନଗରର ଅଦାଲଜର ଶନି ମନ୍ଦିର ନିକଟରେ ଥିବା ଜେସିଏଆରସି(ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଏବଂ ଗବେଷଣା କେନ୍ଦ୍ର) ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଏକ ସାଂସ୍କୃତିକ ସେତୁ ଭାବରେ କାର୍ଯ୍ୟ କରୁଛି। ଆଜି ଏଠାରେ ହର୍ଷୋଲ୍ଲାସର ସହିତ ରଥଯାତ୍ରାର…

ଖୁବଶୀଘ୍ର ହୋଇପାରେ ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚନ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢିଛି | ଦଳ ଆଜି ତିନୋଟି ରାଜ୍ୟରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିଛି। ଏପର୍ଯ୍ୟନ୍ତ, ବିଜେପି ୧୪ଟି ରାଜ୍ୟରେ ଏହାର ରାଜ୍ୟ…

ମଙ୍ଗୋଲିଆରେ ବ୍ୟାପୁଛି ମିଳିମିଳା, ଦିନକରେ ୨୦୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ମଙ୍ଗୋଲିଆରେ ଆଜି ଗୋଟିଏ ଦିନରେ ୨୦୦ରୁ ଅଧିକ ନୂଆ ମିଳିମିଳା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନ୍ୟାସନାଲ ସେଣ୍ଟର ଫର କମ୍ୟୁନିକେବଲ୍ ଡିଜିଜେସ୍ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ଦଶ ହଜାରରୁ ଅଧିକ ଲୋକ ମିଳିମିଳାରେ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ…

ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଗୁଜରାଟ ହାଇକୋର୍ଟରୁ ଆଶ୍ଵସ୍ତି

ଅହମଦାବାଦ: ୨୦୧୩ରେ ପଞ୍ଜିକୃତ ଦୁଷ୍କର୍ମ ମାମଲାରେ ଗୁଜରାଟ ହାଇକୋର୍ଟ ଆଶାରାମଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ହାଇକୋର୍ଟ ତାଙ୍କ ଅସ୍ଥାୟୀ ଜାମିନକୁ ଜୁଲାଇ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ମାମଲାରେ ଆଶାରାମ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେ ଚିକିତ୍ସା ଆଧାରରେ…

ଖାମଖିଆଲି ମନ୍ତବ୍ୟ ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ କଡ଼ା ନିନ୍ଦା କଲା ଜାପାନ

ଟୋକିଓ : ଇରାନ ଉପରେ ଆମେରିକୀୟ ବିମାନ ଆକ୍ରମଣକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିରୋସିମା ଏବଂ ନାଗାସାକି ପରମାଣୁ ବୋମା ମାଡ଼ ସହିତ ତୁଳନା କରିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ନିନ୍ଦା କରିଛି ଜାପାନ। ୧୯୪୫ ମସିହାରେ ଦୁଇଟି…

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ବ୍ଲାକ୍‌ ବକ୍ସରୁ ମିଳିଲା ଡାଟା

ଅହମ୍ମଦାବାଦ,୨୬ା୬: ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଏବଂ ୨୭୪ ଜଣଙ୍କ ମୃତ୍ୟୁ ହେବାର ପ୍ରାୟ ୧୫ ଦିନ ପରେ ସରକାର ଗୁରୁବାର ଘୋଷଣା କରିଛନ୍ତି ଯେ, ବିମାନର ଆଗ ବ୍ଲାକ୍‌ ବକ୍ସରୁ ଗୁରୁତ୍ୱପୂର୍ଣ୍ଣ ଉଡ଼ାଣ ତଥ୍ୟ ସଫଳତାର…

ଶିରଡ଼ି ସାଇବାବା ମନ୍ଦିର ଦର୍ଶନ ପାଇଁ ନୂଆ ନିୟମ

ଶିରଡି : ମହାରାଷ୍ଟ୍ରର ଶିରିଡିରେ ଥିବା ସାଇ ବାବାଙ୍କ ଦରବାରରେ ବର୍ଷତମାମ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ। ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଥାନ୍ତି ସାଧାରଣ ଭକ୍ତ ଓ ଭିଆଇପି ଭକ୍ତ । ତେବେ ଅନେକ ସମୟରେ ଭିଆଇପି ଓ ଭିଭିଆଇପି ଭକ୍ତଙ୍କ ପାଇଁ…

ପାଣି ଦିଅ ନହେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ଭାରତକୁ ଏଭଳି ଧମକ ଦେଲେ ବିଲାୱଲ ଭୁଟ୍ଟୋ

ନୂଆଦିଲ୍ଲୀ: ଯଦି ସିନ୍ଧୁ ନଦୀର ପାଣି ବନ୍ଦ କରାଯାଏ, ତେବେ ଆମେ ସମସ୍ତ ଛଅଟି ନଦୀକୁ କବଜା କରିବୁ, ଯୁଦ୍ଧରୁ ମଧ୍ୟ ପଛକୁ ହଟିବୁ ନାହିଁ…’ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ଏବଂ ପୂର୍ବତନ ପାକ୍ ବୈଦେଶିକ ମନ୍ତ୍ରୀ ବିଲାୱଲ…

ତେଜ ପ୍ରତାପଙ୍କ ସହ ଭିଡିଓ କଲରେ କଥା ହେଲେ ଅଖିଳେଶ

ନୂଆଦିଲ୍ଲୀ: ଗୁରୁବାର ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଭିଡିଓ କଲରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସହ କଥା ହୋଇଛନ୍ତି। କଥା ହେବା ସମୟରେ ଉଭୟ ନେତା ଆଗାମୀ ନିର୍ବାଚନ, ବିହାର…