National & International

ଭୟଙ୍କର ବିମାନ ଦୁର୍ଘଟଣା ପରେ ଘଟଣାସ୍ଥଳକୁ ଯିବାକୁ ଶାହଙ୍କୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ: ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ଘଟଣା । ଭୟଙ୍କର ଦୁର୍ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ଦୁହିଁଙ୍କୁ ଘଟଣାସ୍ଥଳକୁ ଯିବାକୁ କହିବା…

ବିମାନ ଦୁର୍ଘଟଣାଗ୍ରସ୍ତ ହେବାର କିଛି ସମୟ ପୂର୍ବରୁ ପାଇଲଟ ଦେଇଥିଲେ ବିପଦପୂର୍ଣ୍ଣ ସଙ୍କେତ

ଅହମ୍ମଦାବାଦ: ଏୟାର ଇଣ୍ଡିଆର ଏଆଇ-୧୭୧ ଯାତ୍ରୀବାହୀ ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବେଳେ ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦେଖୁଦେଖୁ ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା। ଏହି ଭୟାବହ ଦୁର୍ଘଟଣାରେ ବର୍ତ୍ତମାନ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି…

ଅହମ୍ମଦାବାଦରେ ବଡ଼ ଧରଣର ବିମାନ ଦୁର୍ଘଟଣା

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର କିଛି ସମୟ ପରେ ମୋଘାନୀ ନଗରରେ ଜନବସତି ଅଞ୍ଚଳରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଛି। ବିମାନରେ…

୨୦ରୁ କମ୍‌ ଓ ୨୮ ଡିଗ୍ରୀରୁ ଅଧିକ ତାପମାତ୍ରାରେ ଚଲାଇ ପାରିବେନି ଏସି

ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗରମ ଏବଂ ଗ୍ରୀଷ୍ମ ପ୍ରବାହ ମଧ୍ୟରେ କେନ୍ଦ୍ର ସରକାର ଏୟାର କଣ୍ଡିସନର(ଏସି) ବ୍ୟବହାର ସମ୍ପର୍କରେ ଏକ ବଡ଼ ଯୋଜନା ଘୋଷଣା କରିଛନ୍ତି। କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ ଖଟ୍ଟର…

ମୁଁ ନିଜେ ତାକୁ ଦଣ୍ଡ ଦେବି; ରାଜାଙ୍କ ପରିବାର ଆଗରେ ଏଭଳି କହିଲେ ସୋନମର ଭାଇ

ଇନ୍ଦୋର: ରାଜା ରଘୁବଂଶୀ ହତ୍ୟା ମାମଲାର ତଦନ୍ତ ଯେତେ ଯେତେ ଆଗକୁ ବଢ଼ୁଛି, ସେତେ ସେତେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ରାଜାଙ୍କ ପତ୍ନୀ ସୋନମ ଏବଂ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଚାରି ଜଣ ଅଭିଯୁକ୍ତ ପୁଲିସର ପଚରାଉଚରା…

ରାଜା ରଘୁବଂଶୀ ହତ୍ୟା କରିଥିବା କଥାକୁ ଶେଷରେ ସ୍ବୀକାର କଲେ ସୋନମ

ନୂଆଦିଲ୍ଲୀ: ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ମାମଲାର ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ସିଲଂ କୋର୍ଟରେ ହାଜର କରାଯିବାର ପ୍ରକ୍ରିୟା ଚାଲିଛି। କୋର୍ଟରୁ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡ ନେଇ ଅପରାଧସ୍ଥଳକୁ ନେଇଯିବାର ବ୍ୟବସ୍ଥା କରିଛି। ସେଠାରେ ରାଜାଙ୍କ…

ୟୁପି ନେତାଙ୍କ ବେକରେ ଫୁୁଲମାଳ ପକାଇ ମାଡ଼ ମାରିଲେ ପୂର୍ବତନ ଦଳୀୟ ସହକର୍ମୀ

ଜୌନପୁର: ୟୁପି ନେତାଙ୍କ ବେକରେ ଫୁୁଲମାଳ ପକାଇ ମାଡ଼ ମାରିଲେ ପୂର୍ବତନ ଦଳୀୟ ସହକର୍ମୀ। ସୁହେଲଦେବ ସ୍ୱାଭିମାନ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମହେନ୍ଦ୍ର ରାଜଭରଙ୍କୁ ତାଙ୍କ ପୂର୍ବତନ ଦଳର ନେତା ଚାପୁଡ଼ା ମାରିଥିବା ଜଣାଯାଇଛି। ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ଏକ…

ମେଘାଳୟ ସରକାରଙ୍କୁ କ୍ଷମା ମାଗି ରାଜାଙ୍କ ଭାଇ କହିଛନ୍ତି,‘ସୋନମଙ୍କ ଭଳି ମହିଳାଙ୍କ ପାଇଁ ନଷ୍ଟ ହୋଇଯାଇଛି ୭ଟି ପରିବାର’

ନୂଆଦିଲ୍ଲୀ: ଇନ୍ଦୋରର ବ୍ୟବସାୟୀ ସୋନମ ରଘୁବଂଶୀଙ୍କ ହତ୍ୟା ମାମଲାର ଯାଞ୍ଚ ଯେତେ ଆଗକୁ ବଢ଼ୁଛି ନୂଆନୂଆ ତଥ୍ୟ ସେତେ ସାମ୍ନାକୁ ଆସିବାରେ ଲାଗିଛି। ଯାଞ୍ଚ ଏଜେନ୍ସିଙ୍କ କହିବାନୁଯାୟୀ ମୃତ ରାଜାଙ୍କ ଭାଇ ସଚିନ ରଘୁବଂଶୀ ମେଘାଳୟ ସରକାରଙ୍କୁ କ୍ଷମା ମାଗିଛନ୍ତି। ସଚିନ…

୭୮ତମ ଜନ୍ମଦିନରେ ୭୮କିଲୋର ଲଡୁ କାଟିଲେ ଲାଲୁ ଯାଦବ

ପଟନା: ଆଜି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ୭୮ତମ ଜନ୍ମଦିନ। ଏହି ଅବସରରେ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ସମର୍ଥକ ପର୍ଯ୍ୟନ୍ତ, ସମସ୍ତେ ରାଜ୍ୟବ୍ୟାପୀ ଜନ୍ମଦିନ ପାଳନ କରୁଛନ୍ତି। ନିଜ…

ଦଳାଚକଟା ଘଟଣାରେ ବିଜେପିର ଇସ୍ତଫା ଦାବିକୁ “ସମ୍ପୂର୍ଣ୍ଣ ରାଜନୈତିକ” ବୋଲି କହିଲେ ଖର୍ଗେ

ବେଙ୍ଗାଲୁରୁ: ଆରସିବି ଦଳାଚକଟା ଘଟଣାରେ ବିଜେପିର ଇସ୍ତଫା ଦାବିକୁ “ସମ୍ପୂର୍ଣ୍ଣ ରାଜନୈତିକ” ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ। ବେଙ୍ଗାଲୁରେ ଆରସିବି କାର୍ଯ୍ୟକ୍ରମରେ ଦଳାଚକଟା ଘଟଣାରେ ଅବହେଳା ଅଭିଯୋଗ କରି ବିଜେପି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…