୧୨ ଦେଶକୁ ଆମେରିକା ମନା, ୭ ଦେଶ ଉପରେ ଆଂଶିକ କଟକଣା
ଓ୍ବାଶିଂଟନ: ବିଦେଶୀ ନାଗରିକଙ୍କ ପାଇଁ ଆମେରିକାରେ କଟକଣା। ୧୨ ଦେଶର ଲୋକଙ୍କୁ ଆମେରିକା ମନା। ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ। ଏଥିସହ ଅନ୍ୟ ୭ଟି ଦେଶରୁ ଆସୁଥିବା ଲୋକଙ୍କ ଉପରେ ଆଂଶିକ କଟକଣା ଲାଗୁ କରାଯାଇଛି। ଏ ସମ୍ପର୍କିତ…
ଓ୍ବାଶିଂଟନ: ବିଦେଶୀ ନାଗରିକଙ୍କ ପାଇଁ ଆମେରିକାରେ କଟକଣା। ୧୨ ଦେଶର ଲୋକଙ୍କୁ ଆମେରିକା ମନା। ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ। ଏଥିସହ ଅନ୍ୟ ୭ଟି ଦେଶରୁ ଆସୁଥିବା ଲୋକଙ୍କ ଉପରେ ଆଂଶିକ କଟକଣା ଲାଗୁ କରାଯାଇଛି। ଏ ସମ୍ପର୍କିତ…
ନୂଆଦିଲ୍ଲୀ: ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଥିବା ଦର୍ଶାଇ ସମସ୍ତ ‘ଅପରେସନ ସିନ୍ଦୂର ଆଉଟ୍ରିିଚ୍’ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପାକିସ୍ତାନର ଅନୁରୋଧକୁ ମାଲେସିଆ ପ୍ରତ୍ୟାଖ୍ୟାନ କରିଛି। ଧର୍ମ କାର୍ଡ ଖେଳିବାକୁ ଚେଷ୍ଟା କରି ପାକିସ୍ତାନୀ ଦୂତାବାସ ମାଲେସିଆ ସରକାରୀ ଅଧିକାରୀମାନଙ୍କୁ ସଞ୍ଜୟ ଝାଙ୍କ…
ନୂଆଦିଲ୍ଲୀ: ୨୦୨୧ ନିର୍ବାଚନ ପରବର୍ତ୍ତୀ ହିଂସା ସମୟରେ ଜଣେ ବିଜେପି ସମର୍ଥକଙ୍କ ଘରେ ଭଙ୍ଗାରୁଜା ଓ ତାଙ୍କ ପତ୍ନୀଙ୍କୁ ଯୌନ ନିର୍ଯାତନା ମାମଲାରେ ସୁପ୍ରିମ୍କୋର୍ଟ ନିକଟରେ ପଶ୍ଚିମବଙ୍ଗ ପୁଲିସକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଦାୟିତ୍ୱରେ ଥିବା ଅଧିକାରୀ ଏଫ୍ଆଇଆର୍…
ଇସଲାମାବାଦ: ପାକିସ୍ତାନରେ ପ୍ରାୟ ୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅହମଦିଆ ମୁସଲିମ୍ ସମ୍ପ୍ରଦାୟକୁ ଏଥର ବକ୍ରିଇଦ୍ ପାଳନ କରିବାକୁ ଅନୁମତି ଦିଆଯିବ ନାହିଁ। ମରିୟମ ନୱାଜ ସରକାରଙ୍କ ଅଧୀନରେ ଥିବା ଲାହୋର ହାଇକୋର୍ଟ ବାର ଆସୋସିଏସନ ପଞ୍ଜାବ ପୁଲିସକୁ ଏକ ଚିଠି…
ନୂଆଦିଲ୍ଲୀ,୪ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରେଶନ ସିନ୍ଦୁର ବିମାନ ଆକ୍ରମଣକୁ ରାତିସାରା ନୀରିକ୍ଷଣ କରୁଥିଲେ। ଏଥିସହିତ ପାକିସ୍ତାନର ପରମାଣୁ ବ୍ଲାକମେଲକୁ ଖାତିର ନ କରି କିପରି ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଆକ୍ରମଣ କଲା, ତାହାକୁ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ…
ନୂଆଦିଲ୍ଲୀ: ଦେଶରେ ୧ ମାର୍ଚ୍ଚ ୨୦୨୭ରୁ ଜାତି ଜନଗଣନା କରାଯିବ। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଦୁଇଟି ପର୍ଯ୍ୟାୟରେ ଶେଷ କରିବାକୁ ଯୋଜନା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ରକ୍ସୌଲରୁ ହଳଦିଆ ପର୍ଯ୍ୟନ୍ତ ଏକ ନୂତନ ଛଅ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ନିର୍ମାଣକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପରେ ପ୍ରାୟ ୫୪୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମଧ୍ୟ…
ନୂଆଦିଲ୍ଲୀ : ଦେଶରେ ଥିବା ସମସ୍ତ ଗଣମାଧ୍ୟମ ସଂସ୍ଥାଗୁଡିକ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । କାର୍ଯ୍ୟରତ ସେନା କର୍ମଚାରୀ , ଅବସରପ୍ରାପ୍ତ ସେନା କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଜଣାଇବା…
ଝାବୁଆ: ମଧ୍ୟପ୍ରଦେଶର ଝାବୁଆ ଜିଲ୍ଳାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ସିମେଣ୍ଟ୍ରେ ଭର୍ତ୍ତି ହୋଇଥିବା ଏକ ଟ୍ରକ୍ଟି ଏକ କାର୍ ଉପରେ ଓଲଟି ପଡ଼ିବାକୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ୯ ଜଣ ମୃତଙ୍କ ବ୍ୟତୀତ ଆହୁରି ଦୁଇ ଜଣ ଗୁରୁତର…
ନୂଆଦିଲ୍ଲୀ: ଜୁଲାଇ ୨୧ ତାରିଖରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏନେଇ ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଏହି ଅଧିବେଶନ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କ୍ରମରେ…