National & International

ଗାଜା ଏବଂ ବିଦେଶରେ ଥିବା ହମାସ ନେତାମାନଙ୍କୁ ନିପାତ କରିବା ପାଇଁ ଇସ୍ରାଏଲର ଯୋଜନା

ଜେରୁଜେଲମ: ଗାଜାରେ ନିଜର ଅଭିଯାନ ଆରମ୍ଭ କରିବା ପରଠାରୁ, ଇସ୍ରାଏଲ ଅନେକ ହମାସ ନେତା ଏବଂ କମାଣ୍ଡରଙ୍କୁ ଟାର୍ଗେଟ କରିସାରିଛି ଏବଂ ଗାଜାରେ ଥିବା ପ୍ରାୟ ସମସ୍ତ ବରିଷ୍ଠ ହମାସ ଅଧିକାରୀଙ୍କୁ ମଧ୍ୟ ହତ୍ୟା କରିଛି। ଏକ ସାମ୍ପ୍ରତିକ ରିପୋର୍ଟରୁ ଜଣାପଡିଛି…

୨୦୪୭ ସୁଦ୍ଧା ବିକଶିତ ଦେଶ ହେବାକୁ ହେଲେ ଆମକୁ ୮, ୮.୫ ରୁ ୯% ଅଭିବୃଦ୍ଧି ଆବଶ୍ୟକ

ନୂଆଦିଲ୍ଲୀ,୩।୬: ପୂର୍ବତନ ଆରବିଆଇ ଗଭର୍ଣ୍ଣର ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ରଘୁରାମ ରାଜନ ଏକ ସାକ୍ଷାତକାରରେ କହିଛନ୍ତି, “ମୁଁ ବହୁ ଦିନ ଧରି ଜୋର ଦେଇ କହୁଛି—ଯଦି ଆମେ ୨୦୪୭ ସୁଦ୍ଧା ବିକଶିତ ଦେଶ ହେବାକୁ ଚାହୁଁ, ତେବେ ଆମକୁ ୮, ୮.୫…

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜ୍ୟୋତି ମାଲହୋତ୍ରାଙ୍କ ପରେ ଗିରଫ ହେଲେ ଆଉ ଜଣେ ୟୁଟ୍ୟୁବର

ଚଣ୍ଡିଗଡ଼,୪।୬: ଜ୍ୟୋତି ମାଲହୋତ୍ରାଙ୍କ ପରେ ଆଉ ଜଣେ ୟୁଟ୍ୟୁବରଙ୍କୁ ଭାରତ ସହ ବିଶ୍ୱାସଘାତକତା କରିବା ଅଭିଯୋଗରେ ଗିରଫ କରାଯାଇଛି। ସେ ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ସନ୍ଦେହ କରାଯାଉଛି। ପୋଲିସ ତାଙ୍କୁ ପଞ୍ଜାବର ରୂପନଗରରୁ ଗିରଫ କରିଛି। କୁହାଯାଉଛି ଯେ ଜସବୀର…

ଦୈନିକ କରୋନା ପଜିଟିଭ ସଂଖ୍ୟା ୪ ହଜାର ଟପିଲା: ତାଲିକାରେ ଶୀର୍ଷରେ କେରଳ

ନୂଆଦିଲ୍ଲୀ: ଦେଶରେ ପୁଣି ଡରାଇଲାଣି କରୋନା ମହାମାରୀ। ଦୈନିକ ୧ ହଜାରରୁ ଅଧିକ ପିଜିଟିଭ୍ ଚିହ୍ନଟ ହେଉଛନ୍ତି। ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୪ ହଜାର ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ଏବଂ…

କମଲଙ୍କୁ ଭର୍ତ୍ସନା କଲେ କର୍ଣ୍ଣାଟକ ହାଇକୋର୍ଟ

ନୂଆଦିଲ୍ଲୀ: କନ୍ନଡ-ତାମିଲ ଭାଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅଭିନେତା କମଲ ହାସନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ହାଇକୋର୍ଟ କମଲଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି,‘ “ଆପଣଙ୍କର କହିବାର ଅଧିକାର ଅଛି, କିନ୍ତୁ ଲୋକଙ୍କ ଭାବନାକୁ ଆଘାତ ଦେବାରେ କୌଣସି…

ଆତଙ୍କୀ ଲିଙ୍କ୍‌ରେ ସରକାରୀ କର୍ମଚାରୀ, ଲଶ୍କର ଓ ହିଜବୁଲ ପାଇଁ କରୁଛନ୍ତି କାମ

ଆତଙ୍କବାଦୀଙ୍କ ପାଇଁ କାମ କରୁଛନ୍ତି ସରକାରୀ କର୍ମଚାରୀ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଜାମ୍ମୁ-କାଶ୍ମୀରରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ରଖିଥିବା ଜଣାପଡ଼ିବା ପରେ ୩ କର୍ମଚାରୀଙ୍କୁ ସରକାର ଚାକିରିରୁ ବିଦା କରିଛନ୍ତି। ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ…

ଆତଙ୍କୀ ଶିବିର ଧ୍ବଂସ କରିବାର ୫ ମିନିଟ ପରେ ପାକିସ୍ତାନକୁ ସୂଚୀତ କରାଯାଇଥିଲା : ସିଡିଏସ୍

ନୂଆଦିଲ୍ଲୀ : ଭାରତର ଅପରେସନ ସିନ୍ଦୂର ବିଷୟରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଅନିଲ ଚୌହାନ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର ପାଞ୍ଚ ମିନିଟ୍ ପରେ ପାକିସ୍ତାନକୁ ସୂଚନା ଦିଆଯାଇଥିଲା।…

ପାକ୍ ଆତଙ୍କବାଦୀର ରହସ୍ୟଜନକ ମୃତ୍ୟୁ

ଇସ୍ଲାମାବାଦ : ପାକିସ୍ତାନୀ ଆତଙ୍କବାଦୀଙ୍କ ରହସ୍ୟମୟ ମୃତ୍ୟୁ ଜାରି ରହିଛି । ଏବେ ଏହି ତାଲିକାରେ ଜୈଶ-ଏ-ମହମ୍ମଦର ଜଣେ ଶୀର୍ଷ କମାଣ୍ଡର ଅବଦୁଲ ଅଜିଜ ଏସାରର ନାମ ଯୋଡା ଯାଇଛି। ପାକିସ୍ତାନର ପଞ୍ଜାବ ଜିଲ୍ଲାରେ ରହସ୍ୟମୟ ପରିସ୍ଥିତିରେ ତାହାର ମୃତଦେହ ମିଳିଛି।…

ଅପରେସନ ସିନ୍ଦୂରରେ ୨୦ ନୁହେଁ ଧ୍ୱଂସ ପାଇଛି ଆତଙ୍କୀସ୍ତାନର ୨୮ ଠିକଣା

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନର ଦସ୍ତାବିଜରୁ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ତଥ୍ୟ, ଯେଉଁଥିରେ ଦାବି କରାଯାଇଛି ଯେ ଭାରତର ଅପରେସନ୍ ସିନ୍ଦୂର ମେ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ବ୍ୟତୀତ ଅନ୍ୟ ଆଠଟି ସ୍ଥାନରେ…

ରୁଷିଆରେ ଆଳୁ ସଙ୍କଟ: ଚିନ୍ତାରେ ପୁଟିନ୍

ମସ୍କୋ:ୟୁକ୍ରେନ ପକ୍ଷରୁ ରୁଷିଆ ଉପରେ ଡ୍ରୋନ୍ ଆକ୍ରମଣ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଅସ୍ଥିର କରିଦେଇଛି। ଆକ୍ରମଣ ଏପରି ଥିଲା ଯେ, ଏହା ରୁଷିଆର ଆଭ୍ୟନ୍ତରରେ ପହଞ୍ଚିଥିଲା। ଯାହାକୁ ନେଇ ରୁଷିଆ କଳ୍ପନା ମଧ୍ୟ କରି ନଥିଲା। କିନ୍ତୁ ଏବେ ବିଶ୍ୱର ସବୁଠାରୁ…