National & International

ଭାରତ ବର୍ଡରକୁ ଯାଆନ୍ତୁନି…ଚେତାବନୀ ଦେଲା ଚାଇନା

ବେଜିଂ,୧।୬: ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ମଧ୍ୟରେ, ଚାଇନା ତାର ନାଗରିକମାନଙ୍କ ପ୍ରତି ଏକ ବଡ଼ ସତର୍କତା ଜାରି କରିଛି। ନେପାଳରେ ଥିବା ଚୀନ ଦୂତାବାସ ଚୀନ ନାଗରିକମାନଙ୍କୁ ଭାରତ-ନେପାଳ ସୀମା ନିକଟକୁ ଯିବାରୁ ନିବୃତ୍ତ ରହିବାକୁ…

ଗାଜା ଉପରେ ଇସ୍ରାଏଲର ପୁଣି ଆକ୍ରମଣ: ୪୦ ମୃତ, ଶତାଧିକ ଆହତ ସୂଚନା

ନୂଆଦିଲ୍ଲୀ: ପୁଣି ଆକ୍ରମଣରେ ଥରିଲା ଗାଜା । ଗାଜାରେ ଇସ୍ରାଏଲର ବଡ଼ ଆକ୍ରମଣ । ପାଲେଷ୍ଟାଇନର ଔଷଧ ସାମଗ୍ରୀ ବଣ୍ଟନ କେନ୍ଦ୍ର ନିକଟରେ ଇସ୍ରାଏଲର ଆକ୍ରମଣରେ ପ୍ରାୟ ୪୦ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫୦ରୁ…

ଉତ୍ତର-ପୂର୍ବ ଭାରତରେ ଜଳ ପ୍ରଳୟ : ଅଧିକ ପ୍ରଭାବିତ ସିକ୍କିମ

ନୂଆଦିଲ୍ଲୀ: ବେହାଲ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ । ବିଭିନ୍ନ ସ୍ଥାନରେ ବର୍ଷା ପରେ ବନ୍ୟା ସ୍ଥିତି ଉପୁଜିଛି । ରାସ୍ତାରେ ପାଣି, ଘରେ ପାଣି, ବାହାରେ ପାଣି । ଜଳ ପାଇଁ ଜୀବନ ଜଳବନ୍ଦୀ ହୋଇଛି । କେଉଁଠି ଭୂସ୍ଖଳନରେ ଗାଡିରେ ଯାଉଥିବା…

ରୁଷ ବିମାନଘାଟି ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, ୪୦ ବିମାନ ନଷ୍ଟ

କିବ୍ : ରବିବାର ଦିନ ୟୁକ୍ରେନ ସେନା ରୁଷ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ କରିଥିବା ଦାବି କରିଛି। କୁହାଯାଉଛି ଯେ ୟୁକ୍ରେନ ସେନା ରୁଷୀୟ ବାୟୁସେନାକୁ ଟାର୍ଗେଟ କରିଛି। କିଭ୍ ଇଣ୍ଡିପେଣ୍ଡେଣ୍ଟ ଏକ ସୂତ୍ରକୁ ଉଦ୍ଧାର କରି ଲେଖିଛନ୍ତି…

ତାଇଓ୍ବାନ ଦଖଲ କରିବାକୁ ପ୍ରସ୍ତୁତ ହେଉଛି ଚୀନ: ଆମେରିକା

ତାଇଓ୍ବାନକୁ ଦଖଲ କରିବାକୁ ପ୍ରସ୍ତୁତ ହେଉଛି ଚୀନ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସହଯୋଗୀମାନଙ୍କୁ ଶନିବାର ଏ ନେଇ ସତର୍କ କରାଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ପେଟ୍‌ ହେଗସେଠ୍‌। ଚୀନ ତାଇଓ୍ବାନ ଉପରେ ଆକ୍ରମଣ କରି ତାହାକୁ ନିଜ କବଜାକୁ ନେବା ଲାଗି…

ଭାରତକୁ ଚୀନ ଦେଲା ଝଟ୍‌କା; ସଙ୍କଟରେ ଅଟୋମୋବାଇଲ ଶିଳ୍ପ !

ଭାରତ ସରକାର ଚୀନ ଉତ୍ପାଦିତ ସାମଗ୍ରୀ ପାଇଁ ଭାରତୀୟ ବଜାରକୁ ମୁକ୍ତ କରିଦେଇଛନ୍ତି। ହେଲେ ଚୀନ ଏହାର ଦୋମୁହାଁ ନୀତିରୁ ବାହାରିପାରୁ ନାହିଁ। ବିଭିନ୍ନ ସମୟରେ ଭାରତୀୟ ଶିଳ୍ପ କ୍ଷେତ୍ରକୁ ଅଡୁଆରେ ପକାଇବା ଲାଗି ନାନା ପଦକ୍ଷେପ ନେବାରେ ଲାଗିଛି। ନିକଟରେ…

ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ପଦ ହରାଇଲେ ବିଧାୟକ

ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ପଦବୀ ହରାଇଛନ୍ତି ବିଧାୟକ ଆବ୍ବାସ ଅନସାରୀ। ଉତ୍ତରପ୍ରଦେଶର ମାଉ ବିଧାୟକ ଅବ୍ବାସ ହେଉଛନ୍ତି ପୂର୍ବତନ ବିଧାୟକ ତଥା ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କ ପୁଅ। ଅବ୍ବାସ ସୁହେଲଦେବ ଭାରତୀୟ ସମାଜ ପାର୍ଟିରୁ ପ୍ରାର୍ଥୀ ହୋଇ ମାଉ ବିଧାନସଭା ଆସନରୁ…

ଜୁନ୍ ୧୨ରୁ ସିଧା ଆବୁଧାବିକୁ ଉଡିବ ବିମାନ

ଭୁବନେଶ୍ବର: ସିଧା ରାଜଧାନୀ ଭୁବନେଶ୍ବରରୁ ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା । ଆସନ୍ତା ଜୁନ୍‌ ୧୨ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରୁ ସିଧା ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିବ । ଦୁବାଇ,…

ଗତ ୨୪ଘଣ୍ଟା ମଧ୍ୟରେ ୬୮୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରାଳୟ ମଇ ୩୧ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଜାରି କରିଥିବା ଆକଳନ ଅନୁଯାୟୀ ‌ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୩୩୯୫ରେ ପହଞ୍ଚି ଯାଇଛି। ୨୪ଘଣ୍ଟା…

ଇରାନ ପରମାଣୁ ବୋମା ତିଆରି କରିବାକୁ ଯାଉଛି : ଆଇଏଇଏ

ତେହେରାନ : ଇରାନରୁ ଆସୁଥିବା ରିପୋର୍ଟ ସାରା ବିଶ୍ୱର ଉତ୍ତେଜନାକୁ ପୁଣି ଥରେ ବୃଦ୍ଧି କରିଛି। ଜାତିସଂଘର ପରମାଣୁ ସୁରକ୍ଷା ସଂସ୍ଥା ଆଟମିକ୍ ଏନର୍ଜି ଏଜେନ୍ସି (ଆଇଏଇଏ)ର ଏକ ଗୁପ୍ତ ରିପୋର୍ଟ ଅନୁଯାୟୀ, ତେହେରାନ ଅସ୍ତ୍ର-ଗ୍ରେଡ୍ ୟୁରାନିୟମର ଷ୍ଟକ୍ ଆହୁରି ବୃଦ୍ଧି…